Latest Odisha News

BREAKING NEWS

Browsing Category

ଫିଚର

କଳାହାଣ୍ଡି ଜିଲ୍ଲାରେ ୨ଟି କୋର୍ଟର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଏବଂ କେସିଙ୍ଗା ଠାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି । କୋଠା ଉଦଘାଟନୀ ଅବସରରେ ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ…

ରାଜଧାନୀରୁ ୧୬ଟି ଚୋରା ବାଇକ୍ ଜବତ, ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ୍ ଥାନା ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୧୬ଟି ଚୋରି ବାଇକ୍ ଜବତ କରିଛି । ପୋଲିସ ହାତରେ ଧରା ପଡ଼ିଛି ଗ୍ୟାଙ୍ଗର ମୁଖ୍ୟ ସୁକାନ୍ତ କୁମାର ରେଡ୍ଡୀ । ଅନ୍ୟ ଗିରଫ ମାନେ ହେଲେ ସୌମିତ୍ର ଦାସ, ଗୁଣଧର ମିର୍ଦା ଓ ସୋମନାଥ ଦାସ । ସମସ୍ତ ଅଭିଯୁକ୍ତ…

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ମହିଳା ଫୁଟବଲ ଲିଗ: ଓଡିଶା ଏଫସିର ବିଜୟଧାରାରେ ବ୍ରେକ ଦେଲା କିକଷ୍ଟାର୍ଟ ଏଫସି

ଭୁବନେଶ୍ୱର: ଚଳିତ ମହିଳା ଫୁଟବଲ ଲିଗରେ ରବିବାର ଓଡିଶା ଏଫସିର ବିଜୟ ଧାରାରେ ବ୍ରେକ ଦେଇଛି କିକଷ୍ଟାର୍ଟ ଏଫସି । ଅହମ୍ମଦାବାଦର ଶାହିଲବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଓଡିଶା ଟିମ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ୨୦ତମ ମିନିଟରେ ଅଞ୍ଜୁଙ୍କୁ ବିପକ୍ଷ ଦଳର ଖେଳାଳି…

ଏସିଆନ ୟୁଥ ଆଥଲେଟିକ୍ସ: ରୌପ୍ୟ ପଦକ ଜିତିଲେ ଓଡିଶାର ବାପି ହାଁସଦା

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ୟୁଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ରୌପ୍ୟ ପଦକ ହାସଲ କରିଛନ୍ତି । ବାଲେଶ୍ୱରର ଏହି ୧୭ ବର୍ଷୀୟ ଆଥଲେଟ ୪୦୦ ମିଟର ହର୍ଡଲ୍ସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୫୧.୩୮ ସେକେଣ୍ଡ ସମୟ ନେଇ ରେସ…

ଶେଷ ବଲରେ ଚେନ୍ନାଇକୁ ହରାଇଲା ପଞ୍ଜାବ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୪ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ଡେଭନ କନୱେ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ…

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ । ଶନିବାର ସନ୍ଧ୍ୟାରେ…

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

ଟାଇମ ଟ୍ରାଭେଲରଙ୍କ ରହସ୍ୟମୟ ବୟାନ, ପୃଥିବୀକୁ ଆସୁଛି ବଡ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ଟାଇମ ଟ୍ରାଭେଲର ଭାବେ ପରିଚୟ ଦେଇଛନ୍ତି । ଏହାର ମାନେ ସେମାନେ ସମୟ ପୂର୍ବରୁ ସମୟକୁ ଆଗୁଆ ଦେଖି ନେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନିଜକୁ ଭବିଷ୍ୟଦ୍ରଷ୍ଟା ଭାବେ ମଧ୍ୟ ଚିତ୍ରଣ କରିଛନ୍ତି । ଏହାର…

ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୧୮ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝୁଙ୍କ ପବନ ସହ ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ,…