Latest Odisha News

BREAKING NEWS

Browsing Category

ଫିଚର

ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ମଞ୍ଜୁର ହେଲା ୨୨ କୋଟି ଟଙ୍କା  । ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ବାଇଶ କୋଟି ଟଙ୍କା ମଞ୍ଜୁର…

ରେସଲରଙ୍କ ଧାରଣା: କଂଗ୍ରେସ ନେତା ଦୀପେନ୍ଦ୍ରଙ୍କୁ ଭିଡିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ରେସଲରଙ୍କ ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । ବିଜେପି ପରେ ଏବେ କଂଗ୍ରେସର ସିଧାସଳଖ ଏଂଟ୍ରି ହୋଇଛି । ଯୌନ ଉତ୍ପୀଡନ ଅଭିଯୁକ୍ତ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଏଥିନେଇ ମୁହଁ ଖୋଲିଛନ୍ତି । ମୋ ବିରୋଧରେ ଅଭିଯୋଗ ଆଣିଥିବା…

ପଞ୍ଜାବ କିଙ୍ଗସ ଖେଳାଳିଙ୍କ ପାଇଁ ପ୍ରୀତି ଜିଂଟା କରିଥିଲେ ୧୨୦ ଆଳୁ ପରଟା

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ମାଲିକ ପ୍ରୀତି ଜିଂଟା ରବିବାର ଏକ ମଜାଦାର ଖୁଲାସା କରିଛନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଥରେ ଟିମର ସମସ୍ତ ଖେଳାଳିଙ୍କ ପାଇଁ ଆଳୁ ପରଟା କରିଥିଲେ । ୨୦୦୯ ଆଇପିଏଲ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିଲା । ହୋଟେଲରେ…

ଅଧିକ ରୋଜଗାର ଲୋଭ ଦେଖାଇ ଅନଲାଇନରେ କରୁଥିଲେ ଠକେଇ, ୩ ଗିରଫ

ଭୁବନେଶ୍ୱର: ଅନଲାଇନ୍ ଠକେଇ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଅର୍ଥନୈତିକ ଅପରାଧିକ ଶାଖା ୩ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି । ଏମାନେ www.r46.in ୱେବସାଇଟ୍ ଖୋଲି ଡିଜିଟାଲ୍ ମାର୍କେଟିଂ ଜରିଆରେ ଅଧିକାର ରୋଜଗାର ଆଶା ଦେଖାଇ…

ମେ ପହିଲାରୁ ଜୁଲାଇ ୩୧ ଯାଏ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ମେ ୧ରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଜୁଲାଇ ୩୧ ଯାଏ ୩ ମାସ ବନ୍ଦ ରହିବ । ଏହି ସମୟରେ କୁମ୍ଭୀରମାନ ପ୍ରଜନନ କରିଥାନ୍ତା । କୁମ୍ଭୀରମାନେ ଲୁଣିପାଣିରେ ଅଣ୍ଡା ଦେଇଥାନ୍ତି । କୁମ୍ଭୀରମାନଙ୍କୁ…

ସମ୍ବଲପୁରରେ ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ: ବର୍ଷିଲା ବିଜେପି, ବିଜେଡି କହିଲା ପୋଲିସ ଦେବ ଉତ୍ତର

ଭୁବନେଶ୍ୱର: ଏପ୍ରିଲ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଥିଲେ। ଏପ୍ରିଲ ୧୧ ତାରିଖରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଗୁଇନ୍ଦା ଏସପି ଏପରି…

ଡି. ପ୍ରକାଶ ରାଓଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକର ଚା ବିକ୍ରେତା ସ୍ୱର୍ଗତ ଡି ପ୍ରକାଶ ରାଓଙ୍କ ପ୍ରେରଣାଦାୟକ ଯାତ୍ରାକୁ ମନେ ପକାଇଥିଲେ। ମୋଦୀ ଶିକ୍ଷକମାନଙ୍କ ଅନ୍ୟାନ୍ୟ ଉଦାହରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି,…

ଜାମ୍ମୁ ଓ କାଶ୍ମୀରରେ ଭୂମିକମ୍ପ; ୪.୧ ତୀବ୍ରତାର ଥରିଲା ଭୂସ୍ୱର୍ଗ

ଶ୍ରୀନଗର: ରବିବାର ସକାଳେ ଭୂମିକମ୍ପ ଝଟ୍‌କାରେ ଥରିଲା ଜାମ୍ମୁ ଓ କାଶ୍ମୀର। ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଭୂମିକମ୍ପ ବିଜ୍ଞାନ(NCS) କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୫.୧୫ରେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଏହାର ଅକ୍ଷାଂଶ ଓ ଦ୍ରାଘିମା ଯଥାକ୍ରମେ…

ମ୍ୟାଚ ହାରିବା ପରେ ବର୍ଷିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୪୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦିଲ୍ଲୀର ପରାଜୟ ପରେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବାର ରାସ୍ତାରେ କହିଛନ୍ତି। ଦଳର କ୍ୟାପଟେନ ବା…

ପୁତିନଙ୍କ ବିରୋଧରେ ହୋଇପାରେ ସୈନ୍ୟ ବିଦ୍ରୋହ !

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବିରୋଧରେ ସୈନ୍ୟ ବିଦ୍ରୋହ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ରୁଷର କମାଣ୍ଡର ଇଗୋର ଗିରିକିନ ଏହି ଚେତାବନୀ ଦେଇଛନ୍ତି । ଏହି ବିଦ୍ରୋହ ବିଶେଷ କରି ୱାଗନର ଗ୍ରୁପ କରିପାରନ୍ତି । ରୁଷର ପ୍ରାଇଭେଟ ଆର୍ମି ୱାଗନର…