Latest Odisha News

BREAKING NEWS

Browsing Category

ଫିଚର

କରୋନା ଅପ୍‌ଡେଟ୍; ସକ୍ରିୟ ସଂଖ୍ୟାରେ ବଡ. ହ୍ରାସ, ବଢିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କମିଲା କରୋନା ସଂକ୍ରମଣ। ଦିନକରେ ୭,୧୭୧ କରୋନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ଆଜି ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ। ନୂଆ ସଂକ୍ରମଣ ହିସାବରେ ଦୈନିକ ସଂକ୍ରମଣ ହାର ୩.୬୯ ପ୍ରତିଶତକୁ…

ଜନ୍ତର ମନ୍ତରରେ ପହଞ୍ଚି ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ସମର୍ଥନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ଚାଲିଥିବା ରେସଲରଙ୍କ ଧାରଣାକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିପାଇଁ ଆଜି ସକାଳୁ ସକାଳୁ ପ୍ରିୟଙ୍କା ଜନ୍ତରମନ୍ତରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଧାରଣାରେ ବସିଥିବା…

ପ୍ରତିକୂଳ ପରିସ୍ଥିତିରେ ୧୨୧ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା; ଏପର୍ଯ୍ୟନ୍ତ କେତେ ଉଦ୍ଧାର ହେଲେଣି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅପରେସନ କାବେରୀ ଜାରି ରହିଛି। ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଫେରାଇ ଅଣାଯାଉଛି। ତେବେ୧୨୧ ଜଣ ଭାରତୀୟଙ୍କୁ ସାହସିକତାର ସହ ଉଦ୍ଧାର କରିଛି ବାୟୁସେନା। ଏମାନଙ୍କୁ ସୁଦାନର ୱାଦି ସାୟିଦନା ଏୟାରପୋର୍ଟରୁ ଉଦ୍ଧାର କରାଯାଇଛି।…

ମୋଦି ସରନେମ ବିବାଦ: ଆଜି ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରନେମକୁ ନେଇ ଫସିଥିବାବେଳେ ସୁରଟ ସେସନ କୋର୍ଟ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଏ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିବେ । ମୋଦି ସରନେମ ଟିପ୍ପଣୀକୁ ନେଇ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା…

ମେ ୨ ଯାଏ କାଳବୈଶାଖୀ, ତା’ପରେ ଅସମ୍ଭାଳ ତାତି

ଭୁବନେଶ୍ୱର: ମେ ଦୁଇ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ତେବେ ଆଜି ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ…

ଥମୁନି ହାତୀ ଉପଦ୍ରବ; ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ

ଅନୁଗୁଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଏହି ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଘଟିଛି । ସୂଚନା ଅନୁଯାୟୀ, ମୃତକ ହେଲେ ଝଟକ ବେହେରା । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା…

ଟ୍ରକ୍‌ ପଛରୁ ପିଟିଲା ଟ୍ରକ୍‌, ୬ ଗୁରୁତର

ଭଦ୍ରକ : ସକାଳୁ ସକାଳୁ ଦୁର୍ଘଟଣା । ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ…

୧୧୦ ବର୍ଷ ପରେ ହରିୟାଣାରେ ଦେଖା ଦେଲା ମହାବଳ ବାଘ

ଯମୁନାନଗର : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ହରିୟାଣାର କଲେସର ଜାତୀୟ ପାର୍କରେ ମହାବଳ ବାଘ ଦେଖିବାକୁ ମିଳିଛି । ୧୯୧୩ ପରେ ପ୍ରାୟତଃ ବିଲୁପ୍ତ ହେଉ ଯାଉଥିବା ଏହି ବାଘକୁ ଦେଖିବା ପରେ ପଶୁପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି । ଜଙ୍ଗଲରେ ଲଗା ଯାଇଥିବା ଫ୍ଲାଶ ଆଣ୍ଡ କ୍ଲିକ କ୍ୟାମେରାରେ ଏହା…

ଏ କେଉଁ ରାଜ୍ୟ ଦେଇ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ ? ଟ୍ୱିଟରରେ ପଚାରିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିଥିଲା । ଟ୍ରେନ…

ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।…