Latest Odisha News

BREAKING NEWS

Browsing Category

ଫିଚର

ବ୍ୟର୍ଥ ହେଲା ଆୟାରଙ୍କ ଶତକ, କୋଲକାତା ବିପକ୍ଷରେ ମୁମ୍ବାଇର ୨୩ତମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । କୋଲକାତା ବିପକ୍ଷରେ ମୁମ୍ବାଇର ଏହା ୨୩ତମ ବିଜୟ । କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଭେଙ୍କେଟେଶ…

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ କାଲିଠୁ ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିଭଳି ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ଏପ୍ରିଲରୁ ଜୁନ ମଧ୍ୟରେ ୧୨ ଫିଲ୍ମ ହେବ ରିଲିଜ, ବାଜିରେ ୧୬୦୦ କୋଟି

ମୁମ୍ବାଇ:ଏପ୍ରିଲ ଶେଷ ଭାଗରୁ ଜୁନ ପର୍ଯ୍ୟନ୍ତ ବଲିଉଡର ୧୨ଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ବଲିଉଡର ୧୬୦୦ କୋଟି ବାଜିରେ ଲାଗିଛି । କରୋନା ପୂର୍ବରୁ ୨୦୧୮ ଗ୍ରୀଷ୍ମକାଳୀନ ସିଜନରେ ୩୯ ଫିଲ୍ମ ରିଲିଜ ହୋଇଥିଲା । ଏହା ମଧ୍ୟରୁ ୯ ଫିଲ୍ମ ସୁପରହିଟ ହୋଇଥିଲା । ୨୦୨୨ରେ…

ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କଲେ ଏସଆରସି ସତ୍ୟବ୍ରତ ସାହୁ, ଶାନ୍ତିଶୃଙ୍ଖଳା ପାଇଁ କଲେ ଅନୁରୋଧ

ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ରବିବାର ଏସଆରସି ତଥା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ…

ଆସିଲା ଅତିକର ପୋଷ୍ଟମର୍ଟମ ରିପୋର୍ଟ, ଦେହରେ ବାଜିଥିଲା ୮ଟି ଗୁଳି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପୋଲିସ କବଜାରେ ଗୁଳି କରି ହତ୍ୟା କରାଯାଇଥିଲା । ୩ ଜଣ ଯୁବକ ସାମ୍ବାଦିକ ଭାବେ ପୋଲିସର ନିକଟତର ହୋଇ ଆଖିବୁଜା ଗୁଳିମାଡ଼ କରିଥିଲେ । ପ୍ରାୟ ୧୮ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ୮ଟି ଗୁଳି ଅତିକ ଅହମଦ…

୪୩ ଡିଗ୍ରୀରେ ଭାଜି ହେଲା ଝାରସୁଗୁଡ଼ା, କାଲି ଘଡ଼ଘଡ଼ି ବର୍ଷା ନେଇ ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୪୧ ଡିଗ୍ରୀ ଉପରେ ୧୦ ସହର ରହିଥିବା ବେଳେ ୪୨ ଡିଗ୍ରୀ ଟପିଛି ୪ ସହର । ବୌଦ୍ଧର ସର୍ବୋଚ୍ଚ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

ପିଏମ୍ ଆବାସ ଯୋଜନା ବିବାଦ ! ବିଜେପିର ଆରୋପକୁ କାଉଣ୍ଟର କରି ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରବିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆରୋପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି ।…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…