Latest Odisha News

BREAKING NEWS

Browsing Category

ଫିଚର

ବାଣ ବିସ୍ଫୋରଣରେ ବାପା ମୃତ, ଝିଅ ଗୁରୁତର ଭାବେ ଏସସିବି ସ୍ଥାନାନ୍ତର

ଯାଜପୁର: ରବିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଳକୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କାଳନ୍ଦୀ ମଲ୍ଲିକ ନାମକ ଏହି ବ୍ୟକ୍ତି ବାଣ…

ଆଇଏନଏସ ବିକ୍ରାନ୍ତକୁ ମିଳିଲା ପାରମ୍ପାରିକ ଘଂଟି

ନୂଆଦିଲ୍ଲୀ: ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ଲାଗିଥିବା ପାରମ୍ପାରିକ ଘଂଟି ପୁନର୍ବାର ନୌସେନାକୁ ହସ୍ତାନ୍ତର କରାଯାଇଛି । ୧୯୬୧ରୁ ଏହି ଘଂଟି ୩୬ ବର୍ଷ ଧରି ନୌସେନାର ଅଂଶବିଶେଷ ଥିଲା । ଏବେ ଏହାକୁ ମେଡ ଇନ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରାଇ ଦିଆଯାଇଛି । ୧୯୬୧ରେ…

ଭାଇରାଲ ହେଉଛି ଶିଶୁଙ୍କୁ ଚୁମ୍ବନ ଦେବାକୁ କହୁଥିବା ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଭିଡିଓ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଛି । ଭିଡିଓରେ ସେ ଜଣେ ଶିଶୁଙ୍କୁ ସ୍ନେହରେ ଚୁମ୍ବନ ଦେବା ପରେ ଜିଭ ଦେଖାଇ ପୁନର୍ବାର ଶିଶୁଙ୍କ ଆଡକୁ ମୁହଁ ନେଉଛନ୍ତି । ଜଣେ…

ଏକାକୀ ଲଢିଲେ ଗବର

ହାଇଦ୍ରାବଦ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୪୪ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଶିଖର ଧାୱନ ଓପନିଂରୁ ଶେଷ ପର୍ଯ୍ୟନ୍ତ…

ବଜ୍ରପାତ ଜନିତ ଅଘଟଣ ଏଡ଼ାଇବାକୁ ଏସଆରସିଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍‌ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା…

ଟି୨୦ କ୍ରିକେଟରେ ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଲେ ରଶିଦ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଲେଗ ସ୍ପିନର ରଶିଦ ଖାଁ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଏଥିସହ ସେ ଏକ ନୂତନ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ରଶିଦ ଟି୨୦ କ୍ରିକେଟରେ ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ସେ ୪ଥର…

ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ : ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପ୍ରସ୍ତାବ ରଖିଛି। ୯ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ୮ଟି ସେମିଷ୍ଟର ବା ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ।…

କୃଷକ ଉତ୍ପାଦକ ସଂଗଠନ ଲାଗି ୩୧୩.୬୧ କୋଟି ମଞ୍ଜୁର କଲା କ୍ୟାବିନେଟ୍

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷକ ଉତ୍ପାଦକ ସଂଗଠନ ଲାଗି ୫ ବର୍ଷ ପାଇଁ ୩୧୩.୬୧ କୋଟି ମଞ୍ଜୁର କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଅର୍ଥ କୃଷକ ଉତ୍ପାଦକ ସଂଗଠନକୁ ସହାୟତା ଭାବେ ମିଳିବ । କ୍ଷୁଦ୍ର ଓ ନାମମାତ୍ର…