Latest Odisha News

BREAKING NEWS

Browsing Category

ଫିଚର

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଚରଣଜିତ ସିଂ ଚନ୍ନି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି । ଚନ୍ନି କେତେକ ବିଜେପି ନେତାଙ୍କୁ ଭେଟିବା ପରେ ଏହି ଏହି କଳ୍ପନା ଜଳ୍ପନାର ସୂତ୍ରପାତ ହୋଇଛି ।…

ଅସୁରକ୍ଷିତ ବ୍ଲକ୍ ଅଫିସ୍ ! ସିସିଟିଭିରେ କଏଦ ହେଲା ଫାଇଲ୍ ଚୋରି, ସନ୍ଦେହରେ ଅଧିକାରୀ

ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି…

ଟାଇଗର ଭର୍ସେସ ପଠାନ ହେବ ବଲିଉଡର ଦାମୀ ଫିଲ୍ମ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ୟଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସ ଫୁଲ ଫର୍ମକୁ ଆସି ଯାଇଛନ୍ତି । ପଠାନ ଫିଲ୍ମରେ ସଲମାନ ଖାଁଙ୍କ କାମିଓ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ପରେ ଦର୍ଶକ ମହଲରେ ଶାହାରୁଖ ଓ ସଲମାନଙ୍କୁ ନେଇ ଆକ୍ସନ ଫିଲ୍ମର ଚାହିଦା ବଢ଼ିଥିବା ଅନୁମାନ କରି ୟଶରାଜ…

୧୧ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ, ନିରପେକ୍ଷ ତଦନ୍ତ ହେଲାନି ବୋଲି ୨୧ ପୋଲିସ ନିର୍ଦ୍ଦୋଷ

ବିଶାଖାପାଟ୍ଟଣମ: ୨୦୦୭ ମସିହାରେ ୧୧ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଗଣଦୁଷ୍କର୍ମ ଅଭିଯୋଗର ୧୬ ବର୍ଷ ପରେ ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ଯେଉଁ ୨୧ ପୋଲିସ ଅଧିକାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ଥିଲା, ନିରପେକ୍ଷ ଯାଞ୍ଚ ନ ହେବାରୁ କୋର୍ଟ…

ଆସନ୍ତୁ ଜାଣିବା କଣ ପାଇଁ ୟାମିଙ୍କୁ ଭୂୟସୀ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଏର୍ମଜେନ୍ସି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ମାଫିଆ ଓ ନେପ୍ଟୋଜିମ ବିରୋଧରେ ସେ ସର୍ବଦା ମୁହଁ ଖୋଲି ଆସିଛନ୍ତି । ଏବେ ନିକଟରେ କଙ୍ଗନା ତାଙ୍କ ସାଥୀ କଳାକାର ୟାମି ଗୌତମଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କଙ୍ଗନାଙ୍କୁ ପ୍ରଭାବିତ…

ଯୁଦ୍ଧ ଘନଘଟା ଭିତରେ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନ ଉପ ବୈଦିଶକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ପ୍ରଥମ ଥର ପାଇଁ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନି ଝାପରୋବା ଭାରତ ଗସ୍ତରେ ଆସୁଛନ୍ତି । ରୁଷ-ଆମେରିକା ଯୁଦ୍ଧ ଘନଘଟା ଭିତରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କର ଏପରି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ୟୁକ୍ରେନ…

ଦାହ ସଂସ୍କାର ପାଇଁ ଆସିଥିଲେ, ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା: ଘର ଉପରେ ଖସିଲା ମୃତ୍ୟୁ । ବୈଶାଖର ବଜ୍ରାଘାତରେ ଚାଲିଗଲା ତିନି ତିନି ଜଣଙ୍କ ଜୀବନ । ଦାହ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ…

ଦୀର୍ଘବର୍ଷ ପରେ ଗାଁରେ ହେଉଥିଲା ବାହାଘର; ନୂଆ ଶାଢୀରେ ଝଲସିଲା ସାରା ଦାଣ୍ଡ

କୋରାପୁଟ: ବାହାଘରର ପ୍ରମୁଖ ଆକର୍ଷଣ ଥାଏ ଏହାର ସାଜସଜ୍ଜା । ଅନେକ ପ୍ରକାର ସାଜସଜ୍ଜା ଆପଣ ଦେଖିଥିବେ । ହେଲେ ଏମିତି ସାଜସଜ୍ଜା କେବେ ଦେଖି ନ ଥିବେ । ଯେତିକି ନିରାଡମ୍ବର, ସେତିକି ଆକର୍ଷଣୀୟ । ଏମିତି ଏକ ବାହାରଘର ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମଙ୍ଗଳପୁର…

ସୁଖୋଇ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେଜପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ହେଉଛନ୍ତି ଭାରତର ତିନି ସେନାର ସୁପ୍ରିମ କମାଣ୍ଡର । ପ୍ରାୟ ୩୦ ମିନିଟ୍ ଧରି ରାଷ୍ଟ୍ରପତି ବ୍ରହ୍ମପୁତ୍ରରୁ ତେଜପୁର ପାହାଡ଼ ଉପରେ ଉଡ଼ିବା ସହ…

ଜାଲ୍ ସାର୍ଟିଫିକେଟ୍ ମାମଲା, କୋରାପୁଟରୁ ୪ ଜଣ ଗିରଫ

କୋରାପୁଟ: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ କୋରାପୁଟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡାକ ବିଭାଗରେ ଭର୍ତ୍ତି ପାଇଁ ଆବେଦନକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଡିଜିଲକର ଆପରେ ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଥାନାରେ…