Latest Odisha News

BREAKING NEWS

Browsing Category

ଫିଚର

ସୁଶାନ୍ତ ସିଂହଙ୍କୁ ପୃ୍ଥ୍ୱୀରାଜଙ୍କ ତେରଛାବାଣ: କହିଲେ, ନବ ଦାସଙ୍କ ହତ୍ୟା ମାମଲା ସଂପୃ୍କ୍ତି ପାଇଁ ଦିଆଗଲାନି…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ତିନି ଜଣ ପର୍ଯ୍ୟବେକ୍ଷକଙ୍କ ସମେତ ୧୨ ଜଣ ବିରଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ହେଲେ ଏହା ଭିତରେ ଯେଉଁ ଚର୍ଚ୍ଚିତ ବରିଷ୍ଠ ନେତାଙ୍କ ମୁହଁ ଦିଶୁନି ସେ ହେଉଛନ୍ତି ସୁଶାନ୍ତ ସିଂ । ପଶ୍ଚିମ ଓଡ଼ିଶାର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣର୍…

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା ରାଉରକେଲାର ‘ଆଦି ମହୋତ୍ସବ’: ରିଟୁଇଟ କରି କହିଲେ ଜନଜାତି ସମୁଦାୟର ଐତିହ୍ୟ ଓ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଲା ଓଡ଼ିଶାର ‘ଆଦି ମହୋତ୍ସବ’ । ଆଦିମ ଆଦିବାସୀ ପରମ୍ପରା ଓ ସଂସ୍କୃତିର ମହକ ପରସିଥିଲା ଏହି ଆଦି ମହୋତ୍ସବ । ଏହି ମହକ ପ୍ରଧାନମନ୍ତ୍ରୀଙ୍କ ହୃଦୟକୁ ବି  ଛୁଇଁଥିଲା ।  ରାଉରକେଲା ଠାରେ ଆୟୋଜିତ ହୋଇଥିଲା ଆଦିବାସୀ ପରମ୍ପରା ଓ…

ଦେଶରେ ଦୈନିକ କରୋନା ସକ୍ରିୟ ସଂଖ୍ୟା ୫ ପ୍ରତିଶତରୁ ଅଧିକ; ଆଜି ବି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୬୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୧,୧୯୪କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ସଂକ୍ରମଣ ୫ ପ୍ରତିଶତକୁ ବୃଦ୍ଧି…

ତାଇୱାନ ସୀମାରେ ସମରାଭ୍ୟାସ ଆରମ୍ଭ କଲା ଚୀନ; ଆକାଶରେ ଉଡିଲା ଯୁଦ୍ଧ ବିମାନ, ସମୁଦ୍ରରେ ଛାଡିଲା ଜାହାଜ

ବେଜିଂ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ ପରୋକ୍ଷରେ ତାଇୱାନକୁ ଘେରିବାକୁ ଚେଷ୍ଟା କରୁଛି ଚୀନ। ଏଥିପାଇଁ ତାଇୱାନ ସୀମାରେ ସେନା ଅଭ୍ୟାସ୍ କରିବାକୁ ଚୀନ ଘୋଷଣା କରିଛି। ୩ଦିନ ଧରି ଏହି ସମରାଭ୍ୟାସ ଚାଲିବ ବୋଲି ଶନିବାର ଘୋଷଣା କରିଛି ଚୀନ। ଚୀନ ସେନାର ଇଷ୍ଟର୍ଣ୍ଣ ଥିଏଟର…

ଟ୍ରକକୁ ପିଟିଲା କାର:ଆଖି ବୁଜିଲେ ପରିବାରର ୬ ସଦସ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମ ପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଘଟିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ଲୋକଙ୍କୁ ଉଦ୍ଧାର କରିଥିଲା…

ଏନ୍‌ସିଆର୍‌ଟିର ଦ୍ୱାଦଶ ଶ୍ରେଣୀ ବହିରେ ଆନନ୍ଦପୁର ସାହିବ ସଂକଳ୍ପ ବିଷୟରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି: ଶିଖ୍‌ କମିଟି…

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରେ ଆନନ୍ଦପୁର ସାହିବ ସଂକଳ୍ପ ବିଷୟରେ ଭ୍ରମାତ୍ମକ ତଥ୍ୟ ରହିଛି। ଶୁକ୍ରବାର ଏଭଳି ଦାବି କରିଛି ପଞ୍ଜାବ ସିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସଜିପିସି)। ଏନେଇ ଏକ ପ୍ରତିକ୍ରିୟା ଜାରି କରି ଏସଜିପିସି ମୁଖ୍ୟ…

ପୁଣି ରୂପ ବଦଳାଇଲା କରୋନା; ଏକ୍ସବିବି.୧.୧୬ ମ୍ୟୁଟେସନ ହେଇ ଏକ୍ସବିବି.୧.୧୬.୧ ହୋଇଛି, ୧୧୪ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ପରେ ନୂଆ ଭୂତାଣୁକୁ ଜନ୍ମ ଦେଉଛି କରୋନା ଭାଇରସ। ଏବେ ଏବେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍‌ଭ୍ୟାରିଏଣ୍ଟ  XBB.1.16ରେ ବି ମ୍ୟୁଟେସନ ଦେଖିବାକୁ ମିଳିଛି। ଏଥିରେ ମ୍ୟୁଟେସନ ହୋଇ XBB.1.16.1 ସବ୍‌ଭ୍ୟାରିଏଣ୍ଟକୁ ଜନ୍ମ ଦେଇଛି। ନୂଆ ଭୂତାଣୁ XBB.1.16.1…

ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ: ମଝି ଆକାଶରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗିରଫ ହୋଇଛନ୍ତି । ବ୍ୟକ୍ତିଜଣକ ନିଶାଶକ୍ତ ଥିବା କୁହାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ୬ଇ ୩୦୮ ନମ୍ବର  ଦିଲ୍ଲୀ ବେଙ୍ଗାଲୁର ଇଣ୍ଡିଗୋ ଫ୍ଲାଇଟ ଶୁ୍କ୍ରବାର…

ସିଏନ୍‌ଜି ୮ ଓ ପିଏନ୍‌ଜି ୫ ଟଙ୍କା କମିଲା; ଆଜି ମଧ୍ୟ ରାତ୍ରୀରୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ଆଦାନୀ ଟୋଟଲା ଗ୍ୟାସ୍ ଲିମିଟିଡେ(ଏଟିଜିଏଲ୍) ସିଏନ୍‌ଜି ଓ ପିଏନ୍‌ଜି ଦର କମାଇଛି। ସିଏନ୍‌ଜି ମୂଲ୍ୟ ଲିଟର ପ୍ରତି ୮.୧୩ ଟଙ୍କା ହ୍ରାସ କରାଯାଇଥିବା ବେଳେ ପିଏନ୍‌ଜି ଲିଟର ପ୍ରତି ୫.୬ ଟଙ୍କା କମିଛି। ଆଜି(ଏପ୍ରିଲ ୮) ମଧ୍ୟ ରାତ୍ରୀରୁ ଏହି ନୂଆ ମୂଲ୍ୟ ଲାଗୁ ହେବ। ଗୁରୁବାର…

ଟ୍ରକକୁ ପିଟିଲା ଭ୍ୟାନ; ୩ ଶୁଖୁଆ ବ୍ୟବସାୟୀ ମୃତ, ୬ ଗୁରୁତର

କଟକ: ସକାଳୁ ସକାଳୁ  ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସକାଳୁ ସକାଳୁ ୭ ଜଣ ଶୁଖୁଆ ବେପାରୀ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ…