Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାସ ଦର କମିବ, କେନ୍ଦ୍ର ସରକାର ନିୟମରେ କଲେ ସଂଶୋଧନ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ସାଧାରଣ ଜନତାଙ୍କୁ ଗ୍ୟାସ୍ ଦରରେ ବଡ଼ ଆଶ୍ୱସ୍ତି ମିଳିପାରେ। ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ନୂଆ ଫର୍ମୁଲାକୁ ଅନୁମୋଦନ ଦେଇଛନ୍ତି। ଯାହାଫଳରେ ଖୁବ୍ ଶୀଘ୍ର ସିଏନଜି ଓ ପିଏନଜି ଦରରେ ୧୦ ପ୍ରତିଶତ ଯାଏ ହ୍ରାସ ହୋଇପାରେ। ପ୍ରଧାନମନ୍ତ୍ରୀ…

କୀଟନାଶକ ପିଇ ୪ ଶିଶୁ ଗୁରୁତର, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ଭଦ୍ରକ: ଗୁରୁବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ କୀଟନାଶକ ପିଇ ଦୁଇ ଭାଇ ଭଉଣୀଙ୍କ ସମେତ ୪ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ପିଲାଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା…

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆହୁରି ଅନେକ ଗିରଫ ହୋଇପାରନ୍ତି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ ଘଟଣା, ଆହୁରି ଅନେକ ଏହି ମାମଲାରେ ଗିରଫ ହୋଇପାରନ୍ତି ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।…

ସୁନ୍ଦରଗଡ ମେଡିକାଲ କଲେଜରେ ନିଯୁକ୍ତି ଆଶା ଦେଖାଇ ଠକେଇ ଅଭିଯୋଗ

ସୁନ୍ଦରଗଡ: ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ବିଶ୍ବାସର ଚୂନ ଦେଲା ଠକ। ବ୍ୟାପକ ସଚେତନତା ସତ୍ତ୍ୱେ ଅନେକ ଲୋକ ଏହିପରି ଭାବେ ଠକେଇର ଶିକାର ହେଉଛନ୍ତି। ହେଲେ ଚାକିରି ଲୋଭ ଏବଂ ଅଧିକ ନିବେଶ ମିଳିବା ଆଶାରେ ବଢି ଚାଲିଛି ଠକେଇ ଏବଂ ବଢୁଛି ଠକେଇର ଶିକାର ବ୍ୟକ୍ତିଙ୍କ ତାଲିକା। ଏଭଳି ଏକ…

‘ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶାସକ ଦଳ ପାଇଁ ସରକାରୀ କଳର ଅପବ୍ୟବହାର ହେଉଛି’

ଦିଗପହଣ୍ଡି: ଗୁରୁବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଥିଲେ। ବିଜୟ ପଟ୍ଟନାୟକ ଦିଗପହଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ଜିଲ୍ଲାରେ ସରକାରୀ…

ଫିଫା ର‌୍ୟାଙ୍କିଙ୍ଗ: ଭାରତକୁ ୫ ସ୍ଥାନର ଫାଇଦା

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ଆର୍ଜେଂଟିନା ୬ ବର୍ଷ ପରେ ଫିଫା ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ଭାରତର ର‌୍ୟାଙ୍କିଙ୍ଗରେ ମଧ୍ୟ ସୁଧାର ହୋଇଛି । ଭାରତୀୟ ଫୁଟବଲ ଟିମ ୫ଟି ସ୍ଥାନ ଉନ୍ନୀତ ହୋଇ ୧୦୧ ସ୍ଥାନରେ ରହିଛି । ଫ୍ରାନ୍ସ ଦ୍ୱିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ…

ଶାର୍ଦ୍ଦୁଳ, ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ

କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୨୦୫ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଶାର୍ଦ୍ଦୁଳ ୨୯ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୮ ରନ…

ସମାନ କାମକୁ ସମାନ ଦରମା ଦାବି: ମୁହଁରେ କଳା ଟେପ୍ ଲଗାଇ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର: ନିଖିଳ ଓଡ଼ିଶା ୬୬୨ (+୨, +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ସଦସ୍ୟମାନେ ନିଜର ୪ ଦଫା ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନରୁ ରାଲି ଆରମ୍ଭ କରି ମୁହଁରେ କଳା ଟେପ୍ ବାନ୍ଧି ଲୋୟର ପିଏମଜି…

ଜନ ଶୀନା, ଇଦ୍ରିସଙ୍କ ସହ ହଲିଉଡ ଫିଲ୍ମ ହେଡ୍ସ ଅଫ ଷ୍ଟେଟରେ ଅଭିନୟ କରିବେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଆଗାମୀ ଗ୍ଲୋବାଲ ସ୍ପାଇ ସିରିଜ ସିଟିଡେଲର ପ୍ରମୋଶନ ପାଇଁ ଭାରତ ଆସିଛନ୍ତି । ଗୁରୁବାର ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଜନ ଶୀନା ଓ ଆକ୍ସନ ହୀରୋ ଇଦ୍ରିସ ଏଲବାଙ୍କ ସହ ପ୍ରିୟଙ୍କା ହେଡ୍ସ ଅଫ ଷ୍ଟେଟରେ ଅଭିନୟ କରିବାକୁ ଯାଉଛନ୍ତି । ଏହି…

ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ…