Latest Odisha News

BREAKING NEWS

Browsing Category

ଫିଚର

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ପ୍ରତିଶୋଧ ନେଲା ଇସ୍ରାଏଲ; ଗାଜାର ଲେବନନ ଉପରେ କଲା ଭୟଙ୍କର ଏୟାର୍ ଷ୍ଟ୍ରାଇକ୍

ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ ଗାଜା ପକ୍ଷରୁ ଇସ୍ରାଏଲକୁ ରକେଟ୍‌ ମାଡ଼ କରାଯାଇଥିଲା। ଆଉ ଶୁକ୍ରବାର ଏସ୍ରାଏଲ୍ ଏହାର ପ୍ରତିଶୋଧ ନେଇଛି। ଗତ…

ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷଙ୍କୁ ଜାମିନ, ଆସନ୍ତାକାଲି ଜେଲ୍‌ରୁ ମୁକୁଳିପାରନ୍ତି

ହାଇଦ୍ରାବାଦ: ଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ। ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ୱାରଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟ। ଜେଲ୍‌ରୁ ମୁକୁଳିବା…

ଟ୍ରେନ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍‌ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍‌ ପାର୍‌ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ…

ପାଣିପାଗ: ୪ ଜିଲ୍ଲାକୁ କୁଆପଥର ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଲଗାତର କିଛିଦିନ ବର୍ଷା ହେବା ପରେ ପୁଣି ଖରା ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ତେବେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟ୍ କଟକ ଭୁବନେଶ୍ୱରରେ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଏଥିରେ କଟକରେ କେତେକ ସ୍ଥାନର ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ…

ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ….

ବର୍ତ୍ତମାନ ଅଣ୍ଟା ଯନ୍ତ୍ରଣା ସମସ୍ୟା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ଦେଖାଯାଇଥାଏ। ଘରେ ଘରେ ଏହି ଛୋଟ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ…

‘ସଂସ୍କୃତ ଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ସମେତ ଅନ୍ୟ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର’

ଭୁବନେଶ୍ୱର: ସଂସ୍କୃତ ଭାଷାକୁ ଏତେ କେହି ବ୍ୟବହାର କରୁ ନାହାନ୍ତି। ସଂସ୍କୃତ ଭାଷା ତୁଳନାରେ ଦେଶର ଅନ୍ୟ ଶାସ୍ତ୍ରୀୟ ଭାଷା ଯଥା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଓ ଓଡ଼ିଆ ଭାଷାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ସଂସ୍କୃତକୁ ଭାଷାକୁ ଯେଉଁଭଳି ଭାବେ ଏହିସବୁ ଭାଷା ତୁଳନାରେ…

ସିଗନାଲ ନପାଇ ଆଗକୁ ଗଡ଼ି ପାରିଲାନି ଟ୍ରେନ୍, ଓହ୍ଲାଇ ଆସି ଲୋକୋ ପାଇଲଟ ଦେଖିଲେ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜୁଗୁପୁରା ରେଲଓ୍ୱେ ଷ୍ଟେସନରେ ନିଯୁକ୍ତ ଗେଟ୍ ମ୍ୟାନ୍ ଡ୍ୟୁଟିରେ ଶୋଇପଡିଥିଲେ ଏବଂ ଆସୁଥିବା ଟ୍ରେନ କୁ ସିଗନାଲ ଦେବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି…

୪୦ ଲକ୍ଷ ଟଙ୍କା ପାଇଁ ଅପହରଣ ହୋଇଥିବା ଠିକାଦାର ୨୪ ଘଣ୍ଟାରେ ଉଦ୍ଧାର

ବାଲେଶ୍ୱର: ଅପହରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶଂସନୀୟ କାମ କରିଛି ବାଲେଶ୍ୱର ପୁଲିସ। ଝାରସୁଗୁଡାରେ ନାବାଳକ ଅପହରଣ ଘଟଣା ମନରୁ ଲିଭିନଥିବା ବେଳେ ବାଲେଶ୍ବରରେ ମଧ୍ୟ ଟଙ୍କା ପାଇଁ ଜଣେ ଠିକାଦାର ଅପହରଣ ହୋଇଥିଲେ। ଆଉ ଏହି ସମୟରେ ଠିକାଦାରଙ୍କ ପତ୍ନୀ ଥାନାରେ ଏତଲା…

ଘରୋଇ ପିଚରେ ଆରସିବିକୁ ୮୧ ରନରେ ହରାଇଲା କେକେଆର

କୋଲକାତା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କୋଲକାତା ନାଇଟ୍ ରାଇଡର୍ସଠୁ ଶୋଚନୀୟ ପରାଜୟ ବରଣ କରିଛି। ଶାହାରୁଖ ଖାନଙ୍କ ଦଳ ଘରୋଇ ପିଚ ଇଡେନ ଗାର୍ଡେନରେ ଆରସିବିକୁ ପରାସ୍ତ କରିଛି। ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୨୦୫ ରନର ଲକ୍ଷ୍ୟ ଥିଲା, କିନ୍ତୁ ଫାଫ୍…