Latest Odisha News

BREAKING NEWS

Browsing Category

ଫିଚର

ରିଲିଜ ପୂର୍ବରୁ ବାହୁବଳୀ୨, ଆରଆରଆରକୁ ପଛରେ ପକାଇଲା ପ୍ରଭାସଙ୍କ ସାଲାର

ମାଡ୍ରାସ: ରିଲିଜ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ସାଲାର ବାହୁବଳୀ୨ ଓ ଆରଆରଆରକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ସାଲାରର ଓଭରସିଜ ରାଇଟ୍ସ ୯୦ କୋଟି ଟଙ୍କାରେ ବିକ୍ରୀ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାଲାରକୁ ଏତେ ଟଙ୍କା ମିଳିଛି । ଏହା ପୂର୍ବରୁ ପ୍ରଭାସ ଅଭିନୀତ ବହୁବଳୀ ୨ ଏବଂ…

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ…

ନିର୍ଦ୍ଦୋଷରେ ୧୫ ବର୍ଷ ଜେଲ ଭୋଗିଲେ, ଏବେ ମୁକ୍ତି ପାଇବା ପରେ କ’ଣ କରିବେ ମଞ୍ଜୁଲତା

ଭୁବନେଶ୍ୱର:୧୫ ବର୍ଷ ଜେଲରେ ସଜା କାଟିଲେ । ତା ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ଏହାକୁ ଭାଗ୍ୟର ବିଡମ୍ବନା କୁହ ବା ଆମ ନ୍ୟାୟାଳୟର ତ୍ରୁଟି, କିନ୍ତୁ ବିଳମ୍ବିତ ନ୍ୟାୟର ସଜା ତାଙ୍କୁ ଭୋଗିବାକୁ ପଡିଲା । ଜୀବନର ବହୂମୂଲ୍ୟ ସମୟ ତାଙ୍କର କାଳକୋଠରୀରେ କଟିଗଲା ।  କିଏ ଫେରାଇବ ତାଙ୍କୁ ଏ…

ଆଗାମୀ ୩ ଘଣ୍ଟାରେ ଖୋର୍ଦ୍ଧା, କଟକ ସହ ୧୮ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ଆଲର୍ଟ ଅନୁସାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ଏନେଇ…

ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଲେ ପୋପ ଫ୍ରାନ୍ସିସ

ରୋମ: ପୋପ ଫ୍ରାନସିସ ବ୍ରୋଙ୍କାଇଟିସ ଚିକିତ୍ସା ପରେ ଭାଟିକାନ ଫେରିଛନ୍ତି । ତାଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ଜେମେଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କ ଶୁଭଚିନ୍ତକଙ୍କୁ ଏକ ମଜାଳିଆ…

ଚଣ୍ଡିଗଡ଼ରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡିଗଡ଼ : ରାଜ୍ୟ ହେଉ ଅବା ରାଜ୍ୟ ବାହାରେ ଓଡ଼ିଆମାନେ ଯେଉଁଠି ରହନ୍ତି ଓଡ଼ିଆତ୍ୱକୁ ବଜାୟ ରଖନ୍ତି । ସେହି ପରିପ୍ରେକ୍ଷୀରେ ପଞ୍ଜାବର ଚଣ୍ଡିଗଡ଼ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଖୁବ ଧୁମଧାମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଚଣ୍ଡିଗଡ଼ ଉତ୍କଳ ସାଂସ୍କୃତିକ ସଙ୍ଘର ସଭାପତି…

ଇସ୍ରୋର ଆଉ ଏକ ସଫଳତା; ଆର୍‌ଏଲ୍‌ଭିର ସଫଳ ଲ୍ୟାଣ୍ଡିଂ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଇସ୍ରୋ, ଡିଆର୍‌ଡିଓ(ISRO-DRDO) ଓ ଭାରତୟୀ ବାୟୁସେନା ମିଳିତ ଭାବେ ଅଣ୍ଡର ଡେଭଲପମେଣ୍ଟ ରିୟୁଜେବଲ ଲଞ୍ଚ ଭେଇକଲର ସଫତାପୂର୍ବକ ଲାଣ୍ଡିଂ କରିଛନ୍ତି। ଏହିସଫଳତା ପରେ ଭାରତ ତାର ନିଜର ‘ସ୍ପେସ୍‌ ପ୍ଲେନ୍’ ପ୍ରସ୍ତୁତ କରିବା ସ୍ୱପ୍ନର ନିକଟତର ହୋଇଛି। ଆଜି ସକାଳେ(ଏପ୍ରିଲ-୨)…

ମଝି ଆକାଶରେ ହଟ୍ ଏୟାର ବେଲୁନରେ ଲାଗିଗଲା ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଯାତ୍ରୀ

ନ୍ୟୁୟର୍କ: ଆମେରିକାର ମେକସିକୋ ସିଟିରେ ଏକ ହୃଦୟ ଥରାଇ ଦେବା ପରି ଘଟଣା ଦୃଶ୍ୟମାନ ହୋଇଥିଲା । ଏହାର ଭିଡିଓକୁ ଦେଖିଥିବା ଲୋକମାନେ ଯେତିକି ଭୟଭୀତ ହୋଇଛନ୍ତି ସେତିକି ଦୁଃଖରେ ଭାଙ୍ଗି ପଡିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଏକ ହଟ ଏୟାର ବେଲୁନରେ ନିଆଁ ଲାଗି ଯାଇଛି । ଭାଇରାଲ…

ଦେଶରେ ୪ ହଜାର ମୁହାଁ ଦୈନିକ କୋଭିଡ-୧୯ ସଂକ୍ରମଣ; ଦିନକରେ ଗଲା ୪ ଜୀବନ

ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ।  ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି…