Latest Odisha News

BREAKING NEWS

Browsing Category

ଫିଚର

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସାଉଥ ସୁପରଷ୍ଟାର ବିଜୟ

ମାଡ୍ରାସ: ସାଉଥ ସୁପରଷ୍ଟାର ଥାଲାପଥି ବିଜୟ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପଦାର୍ପଣ କରିଛନ୍ତି । ପ୍ରଶଂସକମାନେ ଏଥିନେଇ ବେଶ ଖୁସି ଅଛନ୍ତି । ଏପରିକି ଦିନକ ମଧ୍ୟରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୨ଲକ୍ଷରୁ ଊର୍ଦ୍ଧ୍ୱ ହୋଇ ସାରିଛି । ପ୍ରତ୍ୟେକ ଘଂଟାରେ ଏହା ବୃଦ୍ଧି…

କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର: ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା

କଟକ: କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ସମସ୍ତଙ୍କ ସାମ୍ନାର ଘଟିଲା ହତ୍ୟାକାଣ୍ଡ । ସମସ୍ତେ ଦେଖୁଥିଲେ । ଅମ୍ପେୟାରଙ୍କୁ ଛୁରା ମାରି ଚାଲିଥିଲେ । ସେତିକିରେ ମନ ପୂରିଲାନି । ବ୍ୟାଟରେ ପିିଟି ପିଟି ଶେଷରେ ମାରିଦେଲେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା…

ଆଇପିଏଲ: ଷ୍ଟାଡିୟମ ଭିତରକୁ ଏହି ସବୁ ପୋଷ୍ଟର, ବ୍ୟାନର ନେବା ମନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର କ୍ରିକେଟପ୍ରେମୀଙ୍କ ପାଖରେ ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଷ୍ଟାଡିୟମରେ ଦର୍ଶକ ଏଥର ଏହାକୁ ମନଭରି ଉପଭୋଗ କରିଛନ୍ତି । ତେବେ ରବିବାର ବିସିସିଆଇ ଏବଂ ଆଇପିଏଲ ଆୟୋଜକ କମିଟି ପକ୍ଷରୁ ପ୍ରଶଂସକମାନଙ୍କ କେତେକ ବ୍ୟାନର ଓ ପୋଷ୍ଟର ନେବା…

ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ  ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ୍ ବୋଲି…

ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମହିଳା ଏସ୍ଆଇ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକରେ ଜଣେ ମହିଳା ଏସ୍ଆଇ ଗିରଫ ହୋଇଛନ୍ତି । ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଏକ ୱେବ ଚ୍ୟାନେଲର ସାମ୍ବାଦିକା ଅସଦାଚରଣ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ,…

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଲୋଗୋ ଉନ୍ମୋଚିତ

ମୁମ୍ବାଇ: ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଇସିସି ୨୦୨୩ ବିଶ୍ୱକପର ଲୋଗୋ ଉନ୍ମୋଚିତ କରିଛି । ଆଇସିସି ତାର ଟୁଇଟର ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ଭାରତରେ ଏଥର ଏହି ବିଶ୍ୱକପ ଆୟୋଜିତ ହେଉଥିବାରୁ…

ବିହାରରୁ ୧୦ ଲକ୍ଷ ଟଙ୍କାର ନକଲି ଓ୨ ଔଷଧ ଜବତ କଲା ଓଡ଼ିଶା ଏସଟିଏଫ୍  

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫର ଏକ ଟିମ୍ ବିହାରର ମୁଜାଫରପୁରରେ ବିପୁଳ ପରିମାଣର ନକଲି ଓ୨ (O2) ଔଷଧ ଜବତ କରିଛି । ସୂଚନା ଅନୁସାରେ, ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୧ ଧର୍ମଦେବ ପୁହାନ, ଡ୍ରଗ୍ସ ଇନ୍ସପେକ୍ଟର କଟକ ସର୍କଲ-୨ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ…

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭୨ ରନରେ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ…

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି…

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀଙ୍କ ଧମକ

ଦିସପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ…