Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନରେ ରହିଛି ଏମିତି ଖଜାନା: ଏହାର ବ୍ୟବହାର କରି ଦେଶ ହୋଇପାାରିବ ମାଲାମାଲ

ଇସଲାମବାଦ: ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଋଣ ବୋଝରେ ବୁଡି ଯାଇଛି ପାକିସ୍ତାନ । ପାକିସ୍ତାନ ଉପରେ ଏବେ ୧୦୦ ଅରବ ଡଲାର ଋଣ । ଏପଟେ ଆଇଏମଏଫ ପାକିସ୍ତାନକୁ ସହାୟତାର ହାତ ବଢାଇବାରେ ବିଳମ୍ବ କରିଚାରିଛି । ଏପରି ପରିସ୍ଥତିରେ…

ଇସ୍ତାନବୁଲରୁ ପାକିସ୍ତାନ ଅଭିମୁଖେ ଆସୁଥିବା ବିମାନରେ ମାତ୍ର ଜଣେ ଯାତ୍ରୀ

ଇସଲାମବାଦ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯିବାରେ ଲାଗିଛି । ଡଲାର୍ସର ରିଜର୍ଭ ଖସୁଥିବା ବେଳେ ଏବେ ଏହାର ପ୍ରଭାବ ଏୟାରଲାଇନ୍ସ ଉପରେ ପଡିଛି । ପାକିସ୍ତାନକୁ ଯିବା ପାଇଁ ବିଦେଶୀ ଯାତ୍ରୀ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ପାକିସ୍ତାନର ନ୍ୟାଶନାଲ ଇନଫର୍ମମେଶନ…

ରାମନବମୀ ପୂଜା ବେଳେ କୂଅ ଛାତ ଧସିବା ଘଟଣା: ଚାଲିଗଲା ୧୩ ଜୀବନ

ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ମଧ୍ୟପ୍ରଦେଶ ଇନ୍ଦୋରଠାରେ ଘଟି ଯାଇଛି ଏକ ଭୟଙ୍କର ଅଘଟଣ। ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସି ଯାଇଥିଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ…

ପୁଅ ସମ୍ରାଟ ସହ ଜଗା ଦର୍ଶନ କଲେ ଅଭିନତ୍ରୀ ଜୟପ୍ରଦା

ପୁରୀ:ପୁରୀରେ ବଲିଉଡ ଅଭିନେତ୍ରୀ  ଜୟପ୍ରଦା । ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ ।  ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ ।ପରେ ଜୟାପ୍ରଦା…

ରାହୁଲଙ୍କୁ ବ୍ରିଟେନ କୋର୍ଟକୁ ଭିଡିବାକୁ ଲଳିତ ମୋଦିଙ୍କ ଧମକ, କହିଲେ ଅଦାଲତରେ ହେବ ଭେଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ 'ମୋଦି ସରନେମ୍' ବିବାଦ ଯେମିତି ପିଛା ଛାଡିବାର ନାଁ ନେଉଁନି । ବର୍ତ୍ତମାନ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କର ଏହି ବୟାନ ପାଇଁ ତାଙ୍କୁ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦ ପଦ ରଦ୍ଦ ପରେ ଏବେ ନିଜ ରାଜନୈତିକ…

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ

ଭୁବେନଶ୍ୱର:ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ । କଟକ ରେଳ ଷ୍ଟେଶନରୁ ଗୁରୁବାର ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ…

ଓଡ଼ିଶାର ଆଇନଶୃଙ୍ଖଳା ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ…

ଆଗାମୀ ୩ ଘଣ୍ଟାରେ ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ଘଡଘଡି, ବିଜୁଳି ସହର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସତର୍କ ସୂଚନା ଦେଇଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ମଧ୍ୟ…

ରାମନବମୀ ପୂଜା ବେଳେ ଧସିଗଲା କୂଅର ଛାତ, ଗଳିପଡିଲେ ୫୦ ଶ୍ରଦ୍ଧାଳୁ

ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରଠାରେ । ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସିଗଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ କରୁଛନ୍ତି ।…

ନିରାଶ ସାହାରା ନିବେଶକଙ୍କୁ ଆଶ୍ୱସ୍ତି ! ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବାକୁ SEBIକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ବର୍ଷ ବର୍ଷ ଧରି ଫସିରହିଥିବା ଜମା ଅର୍ଥ ଫେରିପାଇବେ ନିବେଶକାରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେବା ପରେ ଏନେଇ ପଥ ପରିସ୍କାର ହୋଇଛି। ବୁଧବାର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଜମାକାରୀଙ୍କୁ ଅର୍ଥ…