Latest Odisha News

BREAKING NEWS

Browsing Category

ଫିଚର

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…

ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଏବଂ ପଥରମାଡ

ବେଙ୍ଗାଲୁର: ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି।  ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା…

ପର୍ଯ୍ୟବେକ୍ଷକ ତାଲିକା ପଛରେ ନବୀନଙ୍କ ନିର୍ବାଚନୀ ନକ୍ସା ! ପ୍ରଧାନ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ପ୍ରଣବଙ୍କୁ…

ଭୁବନେଶ୍ବର : ଗତବର୍ଷ ଅକ୍ଟୋବର ୬ ତାରିଖରେ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ୬ ମାସରେ ପରିବର୍ତ୍ତନ କରିଛି ଶାସକ ବିଜୁ ଜନତା ଦଳ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ତାର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ସୋମବାର ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବା କୁହାଯାଉଥିବାବେଳେ ଏଥିରେ…

୨୪୦୦ କୋଟି ଟଙ୍କାରେ ଆମ୍ରି ହସ୍ପିଟାଲକୁ କିଣିବ ମନିପାଲ

ମୁମ୍ବାଇ:ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବଂ ନ୍ୟାୟିକ ଯୁଦ୍ଧ ପରେ ଶେଷରେ ମନିପାଲ ହେଲ୍ଥ ଏଣ୍ଟରପ୍ରାଇଜେସ ଆମ୍ରି ହସ୍ପିଟାଲକୁ କିଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିପାଇଁ ୨୪୦୦ କୋଟିର ଡିଲ ହୋଇଛି । ଚୁକ୍ତି ଅନୁଯାୟୀ ମନିପାଲ ପ୍ରଥମ ପର୍ଯ୍ୟାୟରେ  ୭୫ ପ୍ରତିଶତ ଅର୍ଥ ପ୍ରଦାନ…

ଦେବୀ ନଦୀରେ ବୁଡ଼଼ିଗଲେ ଭୁବନେଶ୍ୱରର ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀ ଘାଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ଘାଟରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ କୂଳକୁ ଫେରି ଆସିଛନ୍ତି । ଜଣେ ଛାତ୍ରଙ୍କ ମୃତଦହେ ମିଳିଥିବା ବେଳେ ଆଉ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।…

ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ଜିଲ୍ଲା ୱାରୀ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ଚାରି ଜିଲ୍ଲା ଯଥା, ଅନୁଗୁଳ, ଢେଙ୍କାନାଳ,…

ଭଗବାନ ନୁହେଁ ବୈଜ୍ଞନିକଙ୍କ ଆଶୀର୍ବାଦ: ମଣିଷକୁ ମିଳିବ ଅମର ବର

ନୂଆଦିଲ୍ଲୀ:ଅମର ବର ଦେବାକୁ ଭଗବାନଙ୍କ ପାଖରେ କ୍ଷମତା ନ ଥିଲା । ହେଲେ ଏ ମଣିଷ ତାହା କରି ଦେଖାଇବ । ଭଗବାନଙ୍କୁ ଚ୍ୟାଲେଞ୍ଜ କୁହ ବା କୁହ ବୈଜ୍ଞାନିକ ସଫଳତା, ମୃତ୍ୟୁକୁ ଜିତିବ ମଣିଷ । ଅମର ହେବ । ଏହା କାହାଣୀ ନୁହେଁ, ସତ କଥା । ଅମର ହେବାର କୌଶଳ କେବେଠାରୁ ଖୋଜି ଆସୁଥିଲା ମଣିଷ ।…

ଉଚ୍ଛେଦ ହେଲା ଶ୍ରୀମନ୍ଦିର ଜମିରେ ଥିବା ଶ୍ରୀକୃଷ୍ଣ ସିନେମା ହଲ୍

ପୁରୀ (ସନ୍ତୋଷ ଦାସ): ଶ୍ରୀକ୍ଷେତ୍ରରେ ପୁଣି ଜବରଦଖଲ ଉଚ୍ଛେଦ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖରେ ଥିବା ଶ୍ରୀକୃଷ୍ଣ ସିନେମା ହଲକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରୀମନ୍ଦିର ଜମିରେ ଶ୍ରୀକୃଷ୍ଣ ସିନେମା ହଲ୍ ରହିଥିଲା । ପରିକ୍ରମା…

ନିଦ ହଜାଇ ଦେଲା ପୋକ: ଘରେ ଜଳୁନି ଚୁଲି

ବାଲେଶ୍ୱର:ସାରା ଗାଁ ପୋକ ସାଲୁବାଲୁ । ଯୁଆଡେ ଚାହିଁଲେ ପୋକ । ଗାଁଟା ସାରା ଲୋକଙ୍କୁ ନାକେଦମ କରିଦେଲାଣି ଏହି ପୋକ । ଛୋଟ ଛୋଟ କଳାରଙ୍ଗର ଏହି ପୋକ ପାଇଁ ଲୋକେ ନା ରାନ୍ଧି ପାରୁଛନ୍ତି ନା ଖାଇ ପାରୁଛନ୍ତି । କେତେବେଳେ ଏହି ଖାଇବା ହାଣ୍ଡିରେ ପଶି ଯାଉଛି ତ କେତେବେଳେ ଲୋକଙ୍କ…