Latest Odisha News

BREAKING NEWS

Browsing Category

ଫିଚର

କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ

ପୁଣେ: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ଉପରେ ଗୋଟିଏ ପରେ ଗୋଟିଏ ବୋଝ ଲଦି ହୋଇ ଯାଉଛି । କ୍ରିକେଟ କ୍ୟାରିୟର ପ୍ରାୟତଃ ଶେଷ ହୋଇ ଆସୁଥିବା ବେଳେ ତାଙ୍କ ବାପା ମହାଦେବ ଯାଦବ ନିଖୋଜ ହୋଇ ଯାଇଛନ୍ତି । ମାର୍ଚ୍ଚ ୨୭ ଦିନ ୧୧ଟା ୩୦ ପରଠାରୁ କୋଥାରଡ ଅଂଚଳରୁ ତାଙ୍କର ଆଉ ଖୋଜ ଖବର ମିଳି ନ ଥିଲା…

ବ୍ରଜରାଜନଗରରେ ୩ଟି ଓ ବେଲପାହାଡ଼ରେ ରହିବ ୨ଟି ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜନଗରରେ ପରୀକ୍ଷାମୂଳକ ଭିତ୍ତିରେ ୬ ମାସ ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ୍ 18477/18478…

ବିରୋଧୀ ଏକାଠି, ବିଜେଡି ନିରବ କାହିଁକି ?

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ବିଜେଡିର ନୀରବତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଜେଡି ସବୁବେଳେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଜାତୀୟ ସ୍ତରରେ ସମଦୁରତା ଅବଲମ୍ବନ କରିବା କଥା କୁହେ। କିନ୍ତୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିରବ ରହିବା…

ପଦ ଗଲା, ଭାରି ପଡିବେ କି ରାହୁଲ ?

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଯାହା ଦୀର୍ଘ ଦିନ ଧରି ଦେଖାଯାଉ ନ ଥିଲା ଏବେ ତାହା ଦେଖିବାକୁ ମିଳିଛି। ଯେଉଁ ନେତାଙ୍କୁ ନନସିରିୟସ ବୋଲି କୁହାଯାଉଥିଲା ସେ ଏବେ ଦେଶର କୋଣ କୋଣରେ ଚର୍ଚ୍ଚାରେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କୁ ବିରୋଧୀ ନନ ସିରିୟସ ଲିଡ଼ର, ପପୁ…

କୁନୋ ନ୍ୟାଶନାଲ ପାର୍କରେ ଥିବା ଶସା ଚୀତାର ମୃତ୍ୟୁ

ଭୋପାଳ: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଶସା ନାମକ ମହିଳା ଚିତା ବାଘର ମୃତ୍ୟୁ ଘଟିଛି । କିଡନୀ ସଂକ୍ରମଣ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ…

ବିସିସିଆଇ ଆବେଦନ ପରେ ଆଇସିସି ବଦଳାଇଲା ଇନ୍ଦୋର ପିଚ ରେଟିଂ

ଇନ୍ଦୋର: ଇନ୍ଦୋର ପିଚ ନେଇ ବିସିସିଆଇର ସମ୍ମାନ ରକ୍ଷା ହୋଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପିଚକୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଖରାପ ପିଚ ଶ୍ରେଣୀରେ ସାମିଲ କରିବା ସହ ଡିମେରିଟ୍ସ ପଂଏଟ ଦେଇଥିଲା । ଏହା ପରେ ମାର୍ଚ୍ଚ ୧୪ରେ…

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି…

ଶ୍ରେୟାଶଙ୍କ ସ୍ଥାନରେ ନୀତିଶ ହେବେ କେକେଆର ଅଧିନାୟକ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ଆରମ୍ଭରୁ କୋଲକାତା ନାଇଟ ରାଇଡର୍ସ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ଶ୍ରେୟାଶ ଆୟାର ଆଘାତପ୍ରାପ୍ତ ହୋଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ସୋମବାର କେକେଆର…

ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…

ପୁଣି ଏକ ପଶ୍ଚିମା ଝଡ: ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା  । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା…