Latest Odisha News

BREAKING NEWS

Browsing Category

ଫିଚର

‘ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩’ରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ୱର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ଜଳସମ୍ପଦ ବିଭାଗକୁ 'ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩'ରେ ସମ୍ମାନିତ କରାଯାଇଛି। ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭାଗକୁ ଉପର ଇନ୍ଦ୍ରାବତୀ ଏଲ୍ଆଇ ପ୍ରକଳ୍ପ…

କପିରାଇଟ୍ ଉଲ୍ଲଂଘନ ଅଭିଯୋଗ, ଗିରଫ ହେଲେ ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ

ଭୁବନେଶ୍ୱର: କପିରାଇଟ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ ହେଲେ ଓଡିଶାର ଜଣାଶୁଣା ମନୋରଞ୍ଜନ ସଂସ୍ଥା ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ। ଜାଲ୍ କାଗଜପତ୍ର ଓ ତଥ୍ୟକୁ ଆଧାର କରି ଅନ୍ୟର ଭିନ୍ନ ଭିନ୍ନ ଗୀତକୁ ବ୍ୟବହାର ପବିତ୍ର ନାୟକ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। ୨୦୧୨ ମସିହାରୁ ସେ ଏହି କାମ…

ପଶ୍ଚିମା ଝଡର ପ୍ରଭାବ, ସଂଧ୍ୟାବେଳା ଟୁଇନ ସିଟିରେ ଛେଚିଲା ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡର ପ୍ରଭାବରେ ଶନିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି, ପବନ ଓ କୁଆପଥର ମାଡ଼ ହୋଇଛି। ରାଜଧାନୀରେ ଏହି ସମୟରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଥିବା ବାଳକାଟିରେ…

୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ମା’ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ସିଆଁରୁଇ ଗାଁରେ ୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ପୁଲିସ ଶନିବାର ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ନାଁ ବନ୍ଦନା ପାତ୍ର। ହତ୍ୟା କରିବାର ୧୨ ଦିନ ପରେ ମହିଳା ଜଣଙ୍କ ଗିରଫ ହୋଇଛନ୍ତି। ତାଙ୍କ ସ୍ୱାମୀ ବଳରାମ ପାତ୍ର…

ଫାଇଭ ଟି ସଚିବଙ୍କ ପାଦ ଧୋଇ ଦେବାର ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ସରକାରୀ ଗସ୍ତ ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାଣ୍ଡିଆନଙ୍କ ପାଦକୁ ଦୁଇ ଜଣ ମହିଳା ସର୍ବସମ୍ମୁଖରେ ଧୋଇ ଦେଉଥିବାର ଦେଖିବାକୁ ମିଳିଛି। ଆଉ ପାଖରେ ଅନେକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏକ ଖଟୁଲିରେ ବା ପିଢା…

ମହିଳା ବକ୍ସିଂ: ଚମତ୍କାର କଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ ମାନ୍ୟତା ପ୍ରାପ୍ତ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କରିଛନ୍ତି । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ଏହି…

ରାଜନୀତିର ପଶାପାଲିରେ ଓବିସି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି ସେତିକି ତୀବ୍ର ହେଉଛି। ଏବେ ଓବିସି ଜନଗଣନାକୁ ନେଇ ରାଜନୀତି ସରଗରମ। ଓବିସି ବର୍ଗର ସ୍ୱତନ୍ତ୍ର ଜନଗଣନା ପାଇଁ ପୂର୍ବରୁ ଦାବି ହୋଇ ଆସୁଛି। ସେମାନଙ୍କ ଗଣନା ସହ ସଂରକ୍ଷଣ ଆଦି ପ୍ରସଙ୍ଗକୁ ନେଇ ଶାସକ…

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ…

ସଞ୍ଜୟ ଲୀଲା ପୁନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି ଇନଶାଆଲ୍ଲା ଫିଲ୍ମ

ମୁମ୍ବାଇ: ବଲିଉଡର ମହାନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ହମ ଦିଲ ଦେ ଚୁକେ ସନମ, ଦେବଦାସ, ବାଜିରାଓ ମସ୍ତାନା, ପଦ୍ମାବତ ଓ ଗଙ୍ଗୁବାଇ କାଠିୟାୱାଡ ପରି ଫିଲ୍ମ ନିର୍ମାଣ କରିଛନ୍ତି । ଏହା ବ୍ୟତୀତ ସେ ସଲମାନ ଖାଁ ଓ ଆଲିୟା ଭଟ୍ଟଙ୍କୁ ନେଇ ଇନଶାଆଲ୍ଲା ଫିଲ୍ମ କରିବେ ବୋଲି ବିଚାର କରିଥିଲେ…

ଏପ୍ରିଲ ୨୪ରୁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ପ୍ରତିବାଦ ସପ୍ତାହ

କଟକ :  ରାଜ୍ୟ ପେନସନରଧାରୀମାନେ ଏପ୍ରିଲ ୨୪ରୁ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଛନ୍ତି । ଏହି ଆନ୍ଦୋଳନ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ  ।   ଚିକିତ୍ସାଭତ୍ତା ଓ ପିଜି ପିଏ ବିଭାଗର ପୁନଃ ସ୍ଥାପନ ଦାବି ନେଇ ରାଜ୍ୟ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯିବାକୁ ଓଡ଼ିଶା ରାଜ୍ୟ…