Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମା ଝଡର ପ୍ରଭାବ: ଆଗାମୀ ୩ ଘଣ୍ଟା ମଧ୍ୟରେ ଟୁଇନ ସିଟିରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମା-ଝଡ ପ୍ରଭାବରେ ପାରାଦୀପ ରାଡ଼ାର ଦ୍ୱାରା…

ବାହାଘର ପାଇଁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ସ୍କିମ: ଏକ ଟଙ୍କା ସୁଧରେ ମିଳିବ ଋଣ

ନୂଆଦିଲ୍ଲୀ: ଝିଅ ବାହାଘର ପାଇଁ ଅର୍ଥ ଚିନ୍ତା କିଛି ନୂଆ କଥା ନୁହେଁ । ଏହା ପ୍ରତି ଘରର ସମସ୍ୟା । ନିଜ ସାମାଜିକ ସ୍ଥିତିକୁ ଦେଖି ବଜେଟ ପ୍ରସ୍ତୁତ କରିଥାନ୍ତି ବାପା-ମା । ତଥାପି ବାହାଘର ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ବାହାଘର ପରେ ଋଣ ବୋଝ ବୋହିବାକୁ ପଡିଥାଏ ।…

ଚକମା ଦେଇ ଖସି ଯାଉଥିଲା, ଫିଲ୍ମ ଷ୍ଟାଇଲରେ ଖଲିସ୍ତାନ ସମର୍ଥକ ଅମ୍ରିତପାଲଙ୍କୁ ଧରିଲା ପୋଲିସ

ଅମ୍ରିତସର: ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଧରାପଡିଲେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ।  ଶନିବାର ଅମ୍ରିତପାଲ ସିଂକୁ ଗିରଫ କରିବା ପରେ ତାଙ୍କର ଗାଁ ଜଲ୍ଲୁପୁରରେ ପାରାମିଲିଟାରୀ ଫେର୍ସ ମୁତୟନ କରାଯାଇଛି । ପୁରା ଗାଁ…

ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି…

ମାଟ୍ରିକ ପରୀକ୍ଷାରେ ତ୍ରୁଟି: ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ମାଟ୍ରିକ ପରୀକ୍ଷାରେ ସଂଘାତିକ ତ୍ରୁଟି । ପ୍ରଶ୍ନପତ୍ର ସେଟ ‘ବି’ ସେଟରେ ରହିଛି ‘ଏ’ ସେଟର ପ୍ରଶ୍ନ । ପ୍ରଶ୍ନ ପତ୍ରରେ ୧୯ ନମ୍ବର ପ୍ରଶ୍ନ ବି ନାହିଁ । ପ୍ରଶ୍ନପତ୍ରରେ ଗୋଟିଏ ନମ୍ବର ନ ଥିବାରୁ ଛାତ୍ରଛାତ୍ରୀ ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଉଛନ୍ତି । ଏଭଳି ତ୍ରୁଟି ରାଜ୍ୟର…

ପଶ୍ଚିମା ଝଡ ପ୍ରଭାବରେ ବଢିବ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପରିମାଣ । ପଶ୍ଚିମା ଝଡ ପ୍ରଭାବରେ ଗତ ଦୁଇଦିନ ଧରି କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଏହାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ଅରେଞ୍ଜ…

ପୋଲିସ କବ୍ଜାରେ ବାସଭବନ; ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ

ଇସଲାମବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ପଶିଲା ପୋଲସ । ଆଜି ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇମ୍ରାନ ଖାନ ଘରେ ନ ଥିବାବେଳେ ଲାହୋର ପୋଲିସ ତାଙ୍କର ଜମାନ ପାର୍କର ଘରକୁ ନିଜ କବ୍ଜାକୁ ନେଇ ଯାଇଛି । ଆଜି ଇମ୍ରାନଙ୍କୁ ଇସଲାମବାଦ କୋର୍ଟରେ ହାଜିର ହେବାର…

ବଢିଲା ଦୈନିକ କୋଭିଡ୍ ସଂକ୍ରମଣ; ଶନିବାର ଗତ ୪ ମାସରେ ସର୍ବାଧିକ ସଂକ୍ରମିଚ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତ ୪ ମାସରେ ସର୍ବାଧିକ। ସେହିଭଳି ଦିନକରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଜଣ ଲେଖାଏ ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୁଇ ଜଣଙ୍କର ଜୀବନ ଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ରାମଚରଣ ଏବଂ ତାଙ୍କ ପିତା ଚିରଞ୍ଜିବୀ

ନୂଆଦିଲ୍ଲୀ : RRRର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟେ ହୋଇଥିଲା । ଶେଷରେ ବାଜି ଜିତି ଓସ୍କାର ପୁରସ୍କାର ହାତେଇଛି RRRର ନାଟୁ ନାଟୁ ଗୀତ । ଓସ୍କାର ସମ୍ମାନ ମିଳିବା ନେଇ…

ସନ୍ନ୍ୟାସୀ ହେବା ପାଇଁ ଆମନ୍ତ୍ରଣ: ପତଞ୍ଜଳି ଯୋଗ କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ୯ ଦିନିଆ ମହୋତ୍ସବ

ଭୁବନେଶ୍ୱର: ଆସନ୍ତୁ, ସନ୍ନ୍ୟାସୀ ହେବା । ଦିବ୍ୟ ଭବ୍ୟ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ ହେବା । ଆପଣ ଯଦି  ଶିକ୍ଷିତ ତେବେ ଆସନ୍ତୁ, ଏହି ୯ ଦିନିଆ କ୍ୟାମ୍ପରେ ଯୋଗ ଦିଅନ୍ତୁ ଏବଂ ସନ୍ନ୍ୟାସୀ ହୁଅନ୍ତୁ ।  ସନ୍ନ୍ୟାସ ଦୀକ୍ଷା ନେଲେ ଆପଣ  ନିଜ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ଚରିତ୍ର ଗଠନ…