Latest Odisha News

BREAKING NEWS

Browsing Category

ଫିଚର

ସଚିନ, ସେହ୍ୱାଗଙ୍କ ରେକର୍ଡ ସହ ସମକକ୍ଷ ହେଲେ କେନ ୱିଲିୟସନ

ୱେଲିଂଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିୟରର ଷଷ୍ଠ ଦ୍ୱିଶତକ ହାସଲ କରିଛନ୍ତ । ସେ ଏଥିସହ ମାର୍ଭଣ ଅଟ୍ଟାପଟ୍ଟୁ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଜାଭେଦ ମିଆଁଦାଦ, ୟୁନିସ ଖାଁ ଓ ରିକି…

କୋହଲିଙ୍କ ବାୟୋପିକରେ ଅଭିନୟ କରିବା ନେଇ ରାମଚରଣ ଆଗ୍ରହୀ

ମୁମ୍ବାଇ: ଆରଆରଆର ଫିଲ୍ମର ସଫଳତା ପରେ ଦେଶ ବିଦେଶରେ ରାମଚରଣଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତାଙ୍କର ଆଗାମୀ ଫିଲ୍ମର ପ୍ରୋଜେକ୍ଟ ନେଇ ମଧ୍ୟ ପ୍ରଶଂସକମାନେ ବେଶ ଆଗ୍ରହୀ ଅଛନ୍ତି । ନିକଟରେ ସେ କ୍ରୀଡା ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ…

ଫେଲ୍‌ ମାରିଛି ବସୁଧା ଯୋଜନା, ସାହାରା ସାଜିଛି ନଦୀ ପାଣି

ନୂଆପଡ଼ା : ଦିନକୁ ଦିନ  ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । ହେଲେ ଏଥିପ୍ରତି ପ୍ରଶାସନର ନାହିଁ ନିଘା । ଗାଁ ରେ ଅଚଳ ହୋଇ ପଡ଼ି ରହିଛି ନଳକୂପ  । ଫେଲ ମାରିଛି ବସୁଧା ଯୋଜନା । ସାହାରା ସାଜିଛି ନଦୀ ପାଣି । ଜମି ହୁଡ଼ା, ତତଲା ବାଲି ଦେଇ ଗଲେ ନଦୀରୁ ମିଳୁଛି ପାଣି । ଏ…

ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ; ୪ ଦିନରେ ୨ଟି ଗୋଷ୍ଠୀ ସଂଘର୍ଷ 

ପୁରୀ: ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ । କେତେବେଳେ ଭୁଜାଲି ଗୋଟାଳି ତ କେତେବେଳେ ଖଣ୍ଡ ବୁଲୁଛି ସହରରେ । ଆତଙ୍କିତ ହୋଇପଡିଲେଣି ଲୋକେ । ଦିନ ହେଉ କି ରାତି,  ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ୪ ଦିନ ଭିତରେ ୨ଟି ଗୋଷ୍ଠୀ ସଂଘର୍ଷ  । ତିନି ଦିନ ତଳେ ଯୁବ…

ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ହକ୍‌ଦାର ଖବର ଏକ ଗୁଜବ; ଅସ୍‌ଲେ ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଥିଲା। ନରୱେ ନୋବେଲ୍ କମିଟିର ଡେପୁଟି ଚେୟାରମ୍ୟାନ୍ ଆସ୍‌ଲେ ତୋଜେ ମୋଦୀଙ୍କୁ ନୋବେଲ ଶାନ୍ତିପୁରସ୍କାରର ପ୍ରବଳ ଦାବିଦାର ବୋଲି କହିଥିବା ଗଣମାଧ୍ୟମରେ ଖବର ପ୍ରକାଶ…

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା; ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର

ପୁରୀ: ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା। ୩ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ। ଦୁଇ ଜଣଙ୍କ ଅସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ…

୩ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ ଓ ୯ ଟି ଆଂଶିକ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ୩ ଟ୍ରେନ୍‌କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ଓ ୯ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଛି। ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍‌ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଣୁ ନିରାପତ୍ତା ସମ୍ବନ୍ଧୀୟ…

ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଋଣ ଦେବେ ସରକାର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବ। ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଋଣ ଯୋଗାଇ ଦେବେ ସରକାର। ତା’ ପୁଣି ବିନା ସୁଧରେ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀ ଇ-ଯାନ…

ରାଜ୍ୟରେ ୩ ଜିଲ୍ଲାକୁ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ୩ ଜିଲ୍ଲା ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟାସାରା କୋହଲାପାଗ ରହୁଥିବା ବେଳେ ସେତେଟା ବର୍ଷା ଦେଖାଯାଇ ନାହିଁ। ତେବେ ଶନିବାର ଢେଙ୍କାନାଳ, କଟକ,…

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି…