Latest Odisha News

BREAKING NEWS

Browsing Category

ଫିଚର

ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ ଅନୁଷ୍ଠିତ

ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି…

ବିଧାନସଭାରେ ହାତୀଙ୍କ ହିସାବ ନିକାଶ ! ୧୦ ବର୍ଷ ଭିତରେ ମରିଛନ୍ତି ୭୮୪ ଓ ମାରିଛନ୍ତି ୯୨୫ ମଣିଷ

ଭୁବନେଶ୍ବର : ଗତ ୧୦ ବର୍ଷ ଭିତରେ, ଅର୍ଥାତ ୨୦୧୨-୨୦୨୨ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ପ୍ରାଣ ହରାଇଛନ୍ତି ଓ ହାତୀଙ୍କ ଆକ୍ରମଣରେ ୯୨୫ ଜଣ ଲୋକଙ୍କର ଜୀବନ ହରାଇଛନ୍ତି । ହାତୀ ଓ ମଣିଷ ଲଢେଇରେ କାହାର କେତେ ଜୀବନ ଯାଇଛି, ଏନେଇ ଆଜି ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ…

ବର୍ଷାଙ୍କୁ ଅନୁଭବଙ୍କ ଆକୁଳ ନିବେଦନ: ଆପୋଷ ବୁଝାମଣା କରି ଯଥାଶୀଘ୍ର ଅଲଗା ହୁଅ

ଭୁବନେଶ୍ୱର:କିଛି ଦିନ ଧରି ନିରବି ଯାଇଥିବା ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଝଡ ପୁଣି  ସୋସିଆଲ ମିଡିଆରେ ଉଠିଛି । କିଛି ସମୟ ପୂର୍ବରୁ ନିଜ ଟୁଇଟର ପେଜରେ ଅନୁଭବ କରିଥିବା ଟୁଇଟକୁ ନେଇ ଏହି ଦାମ୍ପତ୍ୟ କଳି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଟୁଇଟରେ ଅନୁଭବ ବର୍ଷାଙ୍କୁ ତାଙ୍କ ଜୀବନରୁ ଏବଂ…

୫ ଦିନ ପ୍ରାକ୍ ମୌସୁମୀ କାଳବୈଶାଖୀ ବର୍ଷା, କଣ କରିବେ ଚାଷୀ ?

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ଘଡ଼ଘଡ଼ି ବର୍ଷା ହେବ । ଯାହାକୁ ନେଇ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ୧୯ ତାରିଖ ସକାଳ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୬ ତାରିଖରୁ କାଳବୈଶାଖୀ ବର୍ଷା ସହ ପବନର ବେଗ ବଢ଼ିବା ଆଶଙ୍କା କରାଯାଉଛି । ଯାହାକୁ ନେଇ…

ଓସ୍କାର ପୁରସ୍କାର ପାଇଁ ମୋଦୀ ଜୀ ଶ୍ରେୟ ନେବାକଥା ନୁହେଁ; କଂଗ୍ରେସ ନେତା ଖଡଗେ

ନୂଆଦିଲ୍ଲୀ: ରାଜାମୌଲିଙ୍କ ଫିଲ୍ମ RRRର ନାଟୁ ନାଟୁ ଗୀତ ଆମେରିକାରେ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ମଙ୍ଗଳବାର ରାଜ୍ୟସଭାରେ ବି ଏହାର ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ଫିଲ୍ମ ପୁରସ୍କାର ପାଇଲା ଦେଶ ପାଇଁ ଗର୍ବର କଥା ହେଲେ କେନ୍ଦ୍ର ସରକାର…

ହିନ୍ଦୁ ଧର୍ମର ପ୍ରଚାର ନାଁରେ ଅବମାନନା କରାଯାଉଥିବା ଅଭିଯୋଗ; ମାମଲା ଥାନାରେ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ମନ୍ଦିରରେ ତୀର୍ଥଯାତ୍ରୀଙ୍କୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଦେଖାଇବା ନାଁରେ ହିନ୍ଦୁ ଧର୍ମର ଅବମାନନା କରୁଥିବା ଅଭିଯୋଗ ଆଣି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଜିତୁ ମିଶ୍ରଙ୍କ ନାମରେ ଏକ ଅଭିଯୋଗ ଦାଏର କରାଯାଇଛି ।  ପ୍ରଫୁଲ୍ଲ କୁମାର ସ୍ୱାଇଁ ଏହି…

ଚଳିତ ବର୍ଷରୁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପାଥୋଲୋଜି ପାଠ୍ୟକ୍ରମ

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି । ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏଥିପାଇଁ ଚଳିତବର୍ଷ ଫେବ୍ରୁଆରୀ…

ଗୁଜରାଟରେ ପ୍ରଥମ ମୁଣ୍ଡ ନେଲା H3N2 ଭାଇରସ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା…

ଗାନ୍ଧୀନଗର: ଦେଶରେ ଧୀରେ ଧୀରେ ଭୟଙ୍କର ରୂପ ନେଉଛି H3N2 ଇନ୍‌ଫ୍ଲୁଏଞ୍ଜା ଭାଇରସ। ଗୁଜୁରାଟ ରାଜ୍ୟରେ ନେଲା ପ୍ରଥମ ଜୀବନ। ଗୁଜରାଟ ଭଦୋଦରାର ଏସ୍ଏସ୍‌ଜି ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ H3N2 ସଂକ୍ରମିତ ଜଣେ ୫୮ ବର୍ଷୀୟା ମିହିଳାଙ୍କର ମୃତ୍ୟୁ ହୋଇଛି। ଏନେଇ ହସ୍‌ପିଟାଲ୍‌ ପକ୍ଷରୁ…

ଅର୍ଚ୍ଚନା ନାଗ ଜାମିନ୍ ଆବେଦନ ମାମଲା, ତଦନ୍ତ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ମଙ୍ଗଳବାର ହାଇକୋର୍ଟ ପୋଲିସକୁ ରିପୋର୍ଟ ମାଗିଛନ୍ତି । ତଦନ୍ତ କେତେ ଆଗେଇଛି, ଏବେ ସ୍ଥିତି କଣ ? ସେନେଇ ପୋଲିସକୁ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ବେଳେ…

‘5T’ ନେଇ ଜୟନାରାୟଣଙ୍କୁ ଜବାବ ଦେଲେ ଅରୁଣ, କହିଲେ ଗାଁକୁ ଗଲେ ବୁଝିପାରିବେ

ଭୁବନେଶ୍ୱର - ଓଡ଼ିଶାର ପ୍ରତି ଗାଁକୁ ଯାଆନ୍ତୁ ବୁଝିପାରିବେ ‘5T’ କଣ, 5T ନେଇ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ଏଭଳି ପାଲଟା ଆକ୍ରମଣ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଏହି ‘୫-ଟି’…