Latest Odisha News

BREAKING NEWS

Browsing Category

ଫିଚର

ଇ-ସାଇକେଲ ଲଂଚ କଲା କାର ନିର୍ମାତା ‘ଅଡ଼ି’

ନ୍ୟୁୟର୍କ: ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଇ-ସାଇକେଲକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି । ବିଶେଷ କରି ଡିଜାଇନ ସାଙ୍ଗକୁ ଅଳ୍ପ ପରିଶ୍ରମରେ ଏହି ସାଇକେଲ ଚଳାଇହେଉଥିବାରୁ ଏବେ ଅଧିକାଂଶ ଯୁବପିଢ଼ି ଇ-ସାଇକେଲକୁ ଆପଣାଉଛନ୍ତି । ଏହାକୁ ନଜରରେ ରଖି କାର ନିର୍ମାତା ଅଡି ଏହାର ଇ-ସାଇକେଲ ଲଂଚ…

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଲ୍ଲାହାବାଦ ହାଇକୋର୍ଟ ପରିସରରୁ ହଟିବ ମସଜିଦ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିବାରୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ଏନେଇ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍…

କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ ଦେଲେ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : ପୁଣି ଫେରିଲା ମାସ୍କ । ଦେଶରେ କାୟା ମେଲାଇଲାଣି H3N2 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ ।ଏହି ଫ୍ଲୁ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଫ୍ଲୁ ଟୀକା ଡ୍ରାଇଭ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । H3N2…

ମଧୁମେହ ରୋଗୀଙ୍କ ପାଇଁ ଟିପ୍ସ…

ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ । ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ମଧୁମେହରେ, ଯଦି ଆପଣ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଫଳ…

ପ୍ୟାରୀମୋହନ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଫରକ କ’ଣ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା 'ଦ ଲଲନଟପ'କୁ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଦଳ ଛାଡିଲେ, ଓଡ଼ିଶା ରାଜନୀତିଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

‘ଆରଆରଆର’କୁ ଓସ୍କାର, ମୋଦୀଙ୍କୁ ପ୍ରଶଂସା କଲେ ପୀୟୁଷ ଗୋଏଲ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ଜିତି 'ଆରଆରଆର' ଭାରତର ସମ୍ମାନ ବୃଦ୍ଧି କରିଛି। ଏହି ପୁରସ୍କାର ପାଇଥିବା ଚଳଚ୍ଚିତ୍ରର ଗୀତ ସବୁଠାରେ ପ୍ରଶଂସା କରାଯାଉଛି। ଏସବୁ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଆରଏମଆର ସମ୍ପର୍କରେ ଗତ ବର୍ଷ ନେଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ…

ବିରୋଧୀ ଉଠାଇଲେ ନବ ଦାସ ପ୍ରସଙ୍ଗ, ଶାସକ ଦଳ କହିଲା… ବିରୋଧୀ ବିଧାନସଭାର ନିୟମ ଭାଙ୍ଗୁଛି

ଭୁବନେଶ୍ୱର: ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ 43 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ ଦାସର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବାରେ କ୍ରାଇମବ୍ରାଞ୍ଚ ଏଯାଏଁ ସଫଳ ହୋଇପାରିନାହିଁ। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ପରେ ସୋମବାର ଶୂନ୍ୟକାଳରେ ବିଧାନସଭାରେ…

ମୋବାଇଲ ନଦେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କଲା ସ୍ତ୍ରୀ

ବଲାଙ୍ଗୀର: ମୋବାଇଲ୍ ଫୋନ୍ ପାଇଁ ଝଗଡ଼ା ହେବାରୁ ସ୍ୱାମୀକୁ ପନିକିରେ ଆକ୍ରମଣ କରିଛି ସ୍ତ୍ରୀ। ଏହାପରେ ସ୍ୱାମୀ ଗୁରୁତର ଆହତ ହୋଇଛି। ରବିବାର ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। କେଶରକେଲା ଗାଁର ଗଣେଶ୍ୱର ସୁନାଙ୍କୁ ଗୁରୁତର ଅବସ୍ଥାରେ ଭୀମା ଭୋଇ…

କଫ ସିରପ ରାକେଟର ପର୍ଦ୍ଦାଫାଶ, ଚେର ଲମ୍ବିଛି ବଲାଙ୍ଗୀରରୁ ପଶ୍ଚିମବଙ୍ଗ

ଭୁବନେଶ୍ୱର: କଫ ସିରପ ମାଫିଆଙ୍କ ବିରୋଧରେ ବଲାଙ୍ଗୀର ପୋଲିସ ତାର 'ମିଶନ କଫ ସିରପ' ଅଭିଯାନରେ ଏକ ବଡ ସଫଳତା ହାସଲ କରି ରବିବାର ଏକ ଆନ୍ତଃରାଜ୍ୟ ସଙ୍ଗଠିତ ରାକେଟର ପର୍ଦ୍ଦାଫାଶ କରିଛି। ପୁଲିସ ୩୫ ଜଣ କଫ ସିରପ୍ ମାଫିଆଙ୍କୁ ଗିରଫ କରିବା ସହ ୩୫ ଲକ୍ଷ ଟଙ୍କାର 'ଏସକଫ୍' କଫ ସିରପ୍ ବୋତଲ ଜବତ…