Latest Odisha News

BREAKING NEWS

Browsing Category

ଫିଚର

ଦରବୃଦ୍ଧି ଓ ଆଦାନୀ ପ୍ରସଙ୍ଗରେ ରାଜଧାନୀରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବଂ ଆଦାନୀ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସୋମବାର ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହାତରେ ପ୍ଲାକାର୍ଡ ଧରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ କଂଗ୍ରେସ ନେତା ଓ କର୍ମୀମାନେ ରାଜଭବନ ଚଲୋ…

ମାଟ୍ରିକ ପରୀକ୍ଷା: କେଉଁଠି କପି ଅଭିଯୋଗ, ତ ଆଉ କେଉଁଠି ପରିଚାଳନରେ ତ୍ରୁଟି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୩ରେ ବ୍ୟାପକ ଅନିୟମିତତା, କପି ଓ ଡ୍ରପ୍ ଆଉଟ୍ ଅଭିଯୋଗରେ ମାର୍ଚ୍ଚ ୧୦ ତାରିଖ ପ୍ରଥମ ଦିନରୁ ହିଁ ମାଟ୍ରିକ୍ ପରୀକ୍ଷା ବିଭ୍ରାଟ ଦେଖାଦେଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ…

କି ଖରା! ସୋମବାର ୫ଟି ସ୍ଥାନରେ ପାରଦ ଟପିଲା ୩୮ ଡିଗ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ପାରଦ ୩୮ ଡିଗ୍ରି ଟପିଥିବା ବେଳେ ସୋମବାର ୫ଟି ସ୍ଥାନରେ ପାରଦ ୩୮ ଡିଗ୍ରି ଟପିଛି।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସମ୍ବଲପୁର ୩୮.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ…

ଦରମା ବୃଦ୍ଧି ସହିତ ନିୟମିତ କରିବା ଦାବିରେ ରାଜଧାନୀରେ ଗର୍ଜିଲେ ପାଚିକା ସଂଘ

ଭୁବନେଶ୍ୱର: ସାରା ଓଡିଶାର ହଜାର ହଜାର ମଧ୍ୟାହ୍ନ ଭୋଜନ (ଏମଡିଏମ) ରୋଷେୟାମାନେ ସୋମବାର ଏକ ବିଶାଳ ରାଲି କରି ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ସେମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ଲୋୟର ପିଏମଜି ଛକ ନିକଟରେ ଅଟକାଇ ବିକ୍ଷୋଭ…

ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର

ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।…

ଇତିହାସ ରଚିଲା: ୭ଟି ଓସ୍କାର ଆୱାର୍ଡ ହାତେଇଲା ହଲିଉଡ଼ ଫିଲ୍ମ

ମୁମ୍ବାଇ: ସଦ୍ୟଘୋଷିତ ୯୫ ତମ ଓସ୍କାର ଆୱାର୍ଡ ଉତ୍ସବରେ ଭାରତ ଦୁଇଟି ପୁରସ୍କାର ଜିତିଛି, ଯାହାକୁ ନେଇ ସାରା ଦେଶ ଗର୍ବ କରିଛି । ଏଭଳି ସମୟରେ ଏହି ଓସ୍କାର ଆୱାର୍ଡ ଉତ୍ସବରେ ହଲିଉଡର ଏକ ଫିଲ୍ମ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି । ଫିଲ୍ମଟି ହେଲା ‘ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ…

୧୦ ବର୍ଷରେ ଓଡିଶାରେ କେତୋଟି ମାମଲାରେ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ କ୍ରାଇମବ୍ରାଞ୍ଚର ତଦନ୍ତ କାର୍ଯ୍ୟକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି…

କିଏ ଦଖଲ କରିବ ନବଙ୍କ ଗଡ଼ ?

ଭୁବନେଶ୍ୱର: ଉପନିର୍ବାଚନ ଘୋଷଣା ହୋଇନି ଆରମ୍ଭ ହୋଇଗଲାଣି ଲଢେଇ। ଏମିତି କିଛି ଦେଖିବାକୁ ମିଳିଛି ଝାରସୁଗୁଡ଼ାରେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ରହିଛି। କୋଉ ମୁହୂର୍ତ୍ତରେ ସେଠାରେ ଉପନିର୍ବାଚନ ଘୋଷଣା ହୋଇପାରେ। କିନ୍ତୁ ଏହାର ବହୁ ପୂର୍ବରୁ ଦଳୀୟ ଟିକେଟ ଆଶାୟୀଙ୍କ…

ଝାରସୁଗୁଡାରୁ କିଏ ହେବ ବିଜେଡି ପ୍ରାର୍ଥୀ ଦୀପାଳି ନା ଚାର୍ଭି ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାବେଳେ ବିଜେଡି ଟିକେଟ କିଏ ନେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଲଢେଇ ତୀଵ୍ରରୁ ତୀବ୍ରତର ହେବାରେ ଲାଗିଛି। ସେହିପରି ସମାନ୍ତରାଳ ଭାବେ ବିଜେଡି ଟିକେଟ ପାଇଁ ପ୍ରମୁଖ…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର

ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ପ୍ରଦୀପ୍ତ ରାଉତ। ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରାଉତ। ଆଉ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ପ୍ରଦୀପ୍ତ।…