Latest Odisha News

BREAKING NEWS

Browsing Category

ଫିଚର

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ…

କ୍ଲାର୍କ, ଦ୍ରାବିଡଙ୍କ ରନକୁ ଅତିକ୍ରମ କରିବା ପାଇଁ ପୂଜାରାଙ୍କ ନିକଟରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ବର୍ଡର-ଗାଭାସ୍କର ସିିରିଜ ହାତେଇବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ…

ଜୟ ନାରାୟଣଙ୍କ ପ୍ରଶ୍ନ: ଗୁରୁତର ମନ୍ତ୍ରୀଙ୍କୁ ଏୟାର ଲିଫ୍ଟିଂ ବେଳେ ଅକ୍ସିଜେନ, ରକ୍ତ ଦିଆ ଯାଇଥିଲା କି ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା କିଛି ଛୋଟ କଥା ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ…

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ସେନା ପକ୍ଷରୁ ବ୍ୟାପକ ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଏହା ପରେ ନିଯୁକ୍ତି ରାଲୀରେ ଫିଜିକାଲ ଫିଟନେସ ଦେଖାଯିବ । ପୂର୍ବରୁ ପ୍ରଥମେ ଅଗ୍ନିବୀର…

ଦୁନିଆର ସବୁଠୁ ବୟସ୍କ କୁକୁର, ବୟସ ୩୦ ବର୍ଷ ୨୬୬ ଦିନ

ଲିସବନ(ପର୍ତ୍ତୁଗାଲ):  ଯଦି ଆପଣକୁ ପଚରାଯାଏ ଦୁନିଆର ସବୁଠୁ ବୟସ୍କ କୁକୁର ଦେଖିଛନ୍ତି କି, ଏହାର ଉତ୍ତର ବୋଧହୁଏ ଆପଣ ଦେଇ ପାରିବେ ନାହିଁ । ତାହାଲେ ଆସନ୍ତୁ ଜାଣିବା ସର୍ବପୁରାତନ କୁକୁର ବିଷୟରେ । ସବୁଠୁ ବୟସ୍କ କୁକୁରର ନାଁ ହେଉଛି ବୋବି । ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ…

ବିଚିତ୍ର ଗାଁ, ବିବାହ ପରେ ଝିଅ ଯାଏନା ଶାଶୂ ଘର

ଲକ୍ଷ୍ନୌ: ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୂ ଘରକୁ ଯାଆନ୍ତି । ବାକି ଜୀବନ ସେଠାରେ ବିତାଇଥା’ନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ନିଜ ଶାଶୂ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ଝିଅ ଘରେ ରହିଥାନ୍ତି । ଉତ୍ତରପ୍ରଦେଶର କୌଶଂମ୍ବୀ…

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ…

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…