Latest Odisha News

BREAKING NEWS

Browsing Category

ଫିଚର

ଜେଲ୍‌‌ ବିଭାଗର ଅଭିନବ ଯୋଜନା; କଏଦୀଙ୍କୁ ପାଠ ପଢ଼଼ାଇବେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ, ପାଇବେ ପାରିଶ୍ରମିକ

ଭୁବନେଶ୍ୱର: ଏଣିକି ଜେଲରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ଅନ୍ୟ କଏଦୀଙ୍କୁ ପାଠ ପଢ଼଼ାଇବେ। କିଛି ଏଭଳି ଅଭିନବ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ଜେଲ୍‌‌ ବିଭାଗ ଯୋଜନା କରିଛି। ସୂଚନା ଅନୁସାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କଏଦୀ ପାଠ ପ୍ରତି ଆଗ୍ରହୀ ଅନ୍ୟ କଏଦୀଙ୍କୁ ପାଠ…

ସ୍ୱସ୍ତି ସିଂହ ଓ ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକିର ଲିଜେଣ୍ଡ ଖେଳାଳି ଓ କୋଚ ପିଟର ତିର୍କୀ ଏବଂ ସଫଳ ସାଇକ୍ଳିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ପାଇବେ ।  ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ…

ପଦ୍ମ ଧରିଲେ ଓଲିଉଡ ତାରକା ଦମ୍ପତି ଜିନା ଓ ରୁଦ୍ର

ବାଲେଶ୍ୱର: ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଜିନାଙ୍କ ସହ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି।  ବାଲେଶ୍ୱରରେ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିନା ଓ…

EDର ଚଢାଉ ନେଇ ମୁହଁ ଖୋଲିଲେ ଲାଲୁ ! କହିଲେ ଆମେ ଆପାତକାଳ ପରିସ୍ଥିତି ମଧ୍ୟ ଦେଖିଛୁ, ଳଢିଛୁ ବି ! ଭାଙ୍ଗିବୁ ନାହଁ

ପାଟନା - ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ଏବେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ, ଯାହାକୁ ଆରଜେଡି ଏବେ ଗୁରତ୍ବର ନେଇ କାଉଁଟର୍ ଅନ୍ଦାଜରେ ଆସିଥିବା ଦେଖିବାକୁ ମିଳିଛି । ଆଉ ତାଙ୍କର ଓ ତାଙ୍କ ପରିବାର ଉପରେ ଏହା ବିପକ୍ଷର ଉଦେଶ୍ୟମୂଳକ ଆକ୍ରମଣ କହି ଆଗକୁ ଆସିଛନ୍ତି…

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ଭେଟି; କୋହଳ ହେବ ବୟସସୀମା

ନୂଆଦିଲ୍ଲୀ: ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା। ଅଗ୍ନିବୀରଙ୍କୁ ଭେଟି ଦେଲେ କେନ୍ଦ୍ର ସରକାର । BSFରେ ୧୦ ପ୍ରତିଶତ ଚାକିରୀ ସଂରକ୍ଷଣ ନେଇ ଘୋଷଣା କଲେ ସରକାର । ସେତିକି ନୁହେଁ, ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା ।…

ଅବସର ନେଲେ ଅଷ୍ଟ୍ରେଲିଆ କ୍ରିକେଟର ଶନ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଶନିବାର ଘରୋଇ କ୍ରିକେଟ ଓ ଦିନିକିଆରୁ ଅବସର ଘୋଷଣା କରିଛନ୍ତି । ସେ ୨୨ ବର୍ଷ ହେବ ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିଲେ । ସେ ତାଙ୍କ କ୍ୟାରିୟରରେ ୩୮ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ୬ ଶତକ ଓ ୧୦ ଅର୍ଦ୍ଧଶତକ ସହାୟତାରେ ୨୨୬୫ ରନ…

ଭିନ୍ନକ୍ଷମ ହେଲେ ବି ଅନ୍ୟମାନଙ୍କୁ ଦେଖାଉଛନ୍ତି ସ୍ୱାବଲମ୍ବୀ ହେବାର ବାଟ

ହାଟଡିହି: ପଥର ହସିଲେ ଜୀବନ ହସେ, ପରିବାର ହସେ । ପଥର କଥା କହିଲେ ପରିବାରର ପେଟ ପୂରେ । ତେଣୁ ପଥରରେ ଜୀବନ ଦେବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପଥରରେ ଜୀବନର ସୁଖଦୁଃଖର ବାର୍ତ୍ତା ଦେବା ପାଇଁ । ଆମେ କହୁଛୁ ସେଇ ପଥର କାରିଗରଙ୍କ କଥା । ବଜାରରେ ସୁନ୍ଦର ସୁନ୍ଦର ପଥର…

ସାଂସଦଙ୍କ ମହାନତା, ବୃଦ୍ଧ ଟ୍ରଲି ଚାଳକର ଦୁଃଖ ବୁଝିଲେ ଅନୁଭବ

ଭୁବନେଶ୍ୱର : ଦୁଃଖ ଅନୁଭବ କଲେ ଅନୁଭବ, ରଖିଲେ ପ୍ରତିଶୃତି ! ଦେଇଥିବା କଥା ମୁତାବକ ସାଂସଦ ବଢାଇଛନ୍ତି ସାହାଯ୍ୟର ହାତ । ସାଲେପୁର ଅଞ୍ଚଳର ୭୦ ବର୍ଷୀୟ ବୃଦ୍ଧ‌ ଟ୍ରଲି ଚାଳକ ଅର୍ଜୁନି ସାମଲଙ୍କୁ ସାହାଯ୍ୟ କରି ଏବେ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ…

ପୁରୀରେ ପୁଣି ଅଗ୍ନିକାଣ୍ଡ; ରେଳ ଷ୍ଟେସନ ନିକଟ ୱାନ-ଏ ଟ୍ରାକରେ ଲାଗିଗଲା ନିଆଁ

ପୁରୀ: ପୁରୀକୁ ଛାଡ଼ୁନି ଅଗ୍ନି ବିତ୍ପାତ । ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ  ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି । ଆଜି ପୁରୀ ରେଳ ଷ୍ଟେସନର…

୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଛାତ୍ରୀ; ଚାଲିଗଲା ଜୀବନ  

କେନ୍ଦୁଝର:ବଡବିଲରୁ ଆସିଛି ଏକ ଦୁଃଖଦ ଖବର । ଗତକାଲି ରାତିରେ ୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ  । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ  ପହଞ୍ଚିବା ବେଳକୁ  ତାଙ୍କୁ ମୃତ୍ୟୁ ଘଟିସାରିଥିଲା  । ମୃତ ଛାତ୍ରୀ ହେଲେ  ବଡ଼ବିଲ ୪ ନଂ ୱାର୍ଡ଼…