Latest Odisha News
Browsing Category

ଫିଚର

ପ୍ରେମିକା ରକ୍ତରେ ହୋଲି ଖେଳିଲା ଶୈତାନ ପ୍ରେମିକ

ବଲାଙ୍ଗୀର : ପ୍ରେମିକ ଛୁରୀ ଚୋଟରେ ପ୍ରେମିକା ଗୁରୁତର  । ଏବେ ପୋଲିସ ହେପାଜତରେ ପ୍ରେମିକ । ଆଉ ସେପଟେ ହସପିଟାଲ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପ୍ରେମିକା । ଏପରି ଘଟଣା ଵଲାଙ୍ଗିର ସହର କନପାଳି ପଡ଼ାରେ ଘଟିଛି । ଚଟିଆପାଲି ଗାଁ ର ଜଣେ ଯୁବତୀ ଵଲାଙ୍ଗିରରେ ଏକ ଭଡା ଘରେ ରହୁଥିଲେ…

ଦୋଳ ପୂର୍ଣ୍ଣିମାରେ ଅବିର ଖେଳରେ ମାତିଛନ୍ତି ଦୋଳଗୋବିନ୍ଦ

ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠାରେ ଫଗୁଣର ଫଗୁର ରଙ୍ଗରେ ଉତ୍ସବ ମୁଖର ପରିବେଶ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା । ରତ୍ନ…

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ  

ନୂଆପଡ଼ା : ପୁଣି ସାମ୍ନାକୁ ଆସିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ଦୁର୍ନୀତି । ପୂର୍ବରୁ ଅନେକ ଥର ଏହି ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ବର୍ତ୍ତମାନ ଏହା ଦ୍ଵିଗୁଣିତ ହୋଇଛି । କେନାଲରେ ନିମ୍ନମାନର କାମ କରି ଆତ୍ମସାତ କରୁଛନ୍ତି କୋଟି କୋଟି ଟଙ୍କା  ।…

ନବ ଦାସ ହତ୍ୟା ଘଟଣାରେ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ; ହତ୍ୟା ପଛରେ ରହିଛି ବ୍ୟକ୍ତିଗତ ଶତ୍ରୁତା

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ପଛରେ ଥିବା ଷଡଯନ୍ତ୍ର ଆଉ ସନ୍ଦେହ ଭିତରେ ନାହିଁ । ଏହା ପ୍ରମାଣିତ ହୋଇ ସାରିଛି  । ଏହା ପଛରେ ରହିଛି ବ୍ୟକ୍ତଗତ ଶତ୍ରୁତା ଏବଂ ପାରିବାରିକ ଷଡଯନ୍ତ୍ର ।…

ତାହାହେଲେ ସାରା ନୁହେଁ ଏହି ହୀରୋଇନଙ୍କୁ ଭଲ ପାଉଛନ୍ତି ଶୁଭମନ

ମୁମ୍ବାଇ: ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସାରା ଅଲୀ ଖାଁଙ୍କ ସହ ତାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ରଶ୍ମିମା ମାନ୍ଦନାଙ୍କ ସହ ତାଙ୍କ ସମ୍ପର୍କ ଏଥିରେ ଆଉ ଏକ ଅଧ୍ୟାୟ ଯୋଡିଛି । ଏହା ସତ ନା ଗୁଜବ ତାହା…

ଗୋପାଳକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଲାଗିଛି ଓଡ଼ିଶା ସରକାର: ଜୟନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳକୁ ସୁରକ୍ଷା ଦିଆଯାଉଛି । ଗୋପାଳକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଲାଗିଛି ଓଡ଼ିଶା ସରକାର । ଆଜି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା କହିଛନ୍ତି, ପୋଲିସ…

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଭୁବନେଶ୍ୱର:ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରଛନ୍ତି ।ଶ୍ରୀ ଜେନା ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଥିଲେ । ସେ ବୈଜ୍ଞାନିକ ଗବେଷଣାକୁ ଗୁରୁତ୍ୱ ଦେଉଥିଲେ । ବିଶେଷ କରି…

ଗତବର୍ଷର ଅଘଟଣ ପାଇଁ ଚଳିତ ବର୍ଷ ହୋଲିରେ ଗାଁ ପାଲଟିଛି ରଙ୍ଗହୀନ

ଯାଜପୁର : ରଙ୍ଗର ପର୍ବ ହେଉଛି ହୋଲି ପର୍ବ । ଯେଉଁ ହୋଲି ରଙ୍ଗ ରେ ରଙ୍ଗିନ ହେଉଥିଲା ପୁରା ଗାଁ , ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । ଗାଁରେ କେବଳ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ଆରପାରିକୁ ଚାଲିଗଲେ ୬ ଭାଇ  । ଆମେ କହୁଛୁ…

ହୋଲି ପାଇଁ ବନ୍ଦ ରହିବ ‘ମୋ ବସ୍’ ସେବା; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ଆସନ୍ତାକାଲି ହୋଲି । ସକାଳ ୭ରୁ ଆରମ୍ଭ ହେବ ରଙ୍ଗ ଖେଳ  ।  ହୋଲିରେ ମୋ ବସ ଚଳାଚଳ ନେଇ ଆଗୁଆ ଜାରି ହୋଇଛି ଗାଇଡଲାଇନ । ଏହି ଉପଲକ୍ଷେ  ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଓ  ରାଉରକେଲାରେ ଗଡିବନି ମୋ ବସ । କ୍ରୁଟ ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ଅପଲୋଡ…

ହୋଲିରେ ମଦ ମନା: ସାରା ସହରକୁ ଜଗିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାତି ପାଇଲେ ହୋଲି । ଚାଲିଛି ଅନେକ ପ୍ରସ୍ତୁତି । ଏସବୁ ଭିତରେ କମିଶନରେଟ ପୋଲିସ ଜାରି କରିଛି  ହୋଲି ଗାଇଡଲାଇନ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରିବା ପାଇଁ ଯଦି ଯୋଜନା ରଖିଛନ୍ତି ତେବେ ସାବଧାନ । କାରଣ ସବୁଆଡେ ଘୁରି ବୁଲିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା…