Latest Odisha News

BREAKING NEWS

Browsing Category

ଫିଚର

ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ; ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଦେଖା ଦେଇଛି ବିବାଦ। କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି ।…

ମହେଶ୍ୱରଙ୍କୁ ଲକି ଅଡୁଆ !

ପୁରୀ/ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର। ଏପରିକି ପ୍ରାୟ ବହୁ ନେତାଙ୍କ ଆଖି ବିଜେଡି ଟିକେଟ ଉପରେ। ସେଥିପାଇଁ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଆଗ ଧାଡ଼ିର ନେତା ଓ ଟିକେଟ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଲିଲାଣି।ବିଭିନ୍ନ ଦଳୀୟ…

ବିଜେଡି ପାଇଁ ବିଜେଡି ବିପଦ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ତତ୍ପର ବିଜେଡି। ଦକ୍ଷିଣ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓଡିଶା ସବୁଆଡେ ମୁଖ୍ୟମନ୍ତ୍ରୀ ଘନ ଘନ ଗସ୍ତ କରି ଲୋକଙ୍କୁ ବହୁ ଯୋଜନା ଉପହାର ଦେଉଛନ୍ତି। ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ସପକ୍ଷରେ ବାତାବରଣ ତିଆରି ହେଉଛି। କିନ୍ତୁ ବିଜେଡିରେ ସବୁ ଠିକ…

ଜୁନିୟର ଏନଟିଆର, ଜାହ୍ନବୀ ଅଭିନୀତ ଏନଟିଆର ୩୦ର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଏନଟିଆର ୩୦ର ଆଜି ଫାଷ୍ଟ ଲୁକ ଜାରୀ କରାଯାଇଛି । ଏଥିରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ…

ଜହ୍ଲାଦ ପୁଅର କୁତ୍ସିତ କାରନାମା, ବାପାକୁ ହତ୍ୟା ପରେ ମାଆକୁ ଦୁଷ୍କର୍ମ !

ଯାଜପୁର: ପୁଅ ଟିଏ ପାଇବାକୁ ବାପାମାଆ ଲକ୍ଷେ ଶିବ ପୂଜି ଥାନ୍ତି । ଆଶା ଥାଏ ବୟସର ଅପରାହ୍ଣରେ ପୁଅ ସେମାନଙ୍କ ଆଶାବାଡ଼ି ସାଜିବ । ଛୁଆ ବେଳେ ସେମାନେ ପୁଅକୁ ଯେମିତି ସ୍ନେହ ଆଦର ଦେଇ ବଡ଼ କରିଥିଲେ ବୁଢ଼ା ବୟସରେ ପୁଅ ସେମିତି ସେମାନଙ୍କୁ ସ୍ନେହ ଆଦର ଦେବ । କିନ୍ତୁ ହତାଭାଗ ବାପର ଜୀବନରେ…

ଦୋଳପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆସନ୍ତାକାଲି ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ସୁନାବେଶ। ସେଥିପାଇଁ ସଜେଇ ହୋଇଛି ଦୋଳବେଦୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ମଣି ବିମାନରେ ବସି…

ଚାଷରେ ଖର୍ଚ୍ଚ ୨ ଲକ୍ଷ, ବିକ୍ରି ମୂଲ୍ୟ ୨୫ ହଜାର; ପିଆଜ କ୍ଷେତରେ ନିଆଁ ଲଗାଇଦେଲେ ଚାଷୀ

ନାସିକ: ବଜାରରେ ପିଆଜର କେଜି ପିଛା ଦର ୧୫ରୁ ୧୮ ଟଙ୍କା ରହିଛି । ପିଆଜ ସୁଲଭ ଦରରେ ମିଳୁଥିବାରୁ ଖାଉଟି ବେଶ୍ ଖୁସି ଅଛନ୍ତି । ହେଲେ ମାସ ମାସ ପରିଶ୍ରମ କରି ସଞ୍ଚିତ ପୁଞ୍ଜି ଖଟାଇ ଯେଉଁ ଚାଷୀ ପିଆଜ ଚାଷ କରିଥିଲେ । ସେମାନେ ପିଆଜ ଅମଳ ବେଳେ ନିବେଶ କରିଥିବା ଅର୍ଥର ୨୫ ପ୍ରତିଶତ ଟଙ୍କା ପାଉ…

୩ ବୋହୂଙ୍କ ସହ ଶାଶୁ ଦେଲେ ପରୀକ୍ଷା

ନାଳନ୍ଦା: ବିହାରର ନାଳନ୍ଦାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କ ଚକିତ କରିଛି । ଏଠାରେ ଅନୁଷ୍ଠିତ ଶାଶୁଙ୍କ ସମେତ ୩ ବୋହୂ ଏକତ୍ର ପରୀକ୍ଷା ଦେବାକୁ ଆସିଥିଲେ । ଅବଶ୍ୟ ପାଠ ପଢ଼ିବା ଏବଂ ସ୍ୱାକ୍ଷର ହେବା ନେଇ ସେମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ସ୍ଥାନୀୟ…

ଚାକିରି ବଦଳରେ ଜମି ମାମଲା, ଜେରା ପାଇଁ ଲାଲୁ ଯାଦବଙ୍କୁ CBI ନୋଟିସ୍

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ସିବିଆଇର ସମନ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା…