Latest Odisha News

BREAKING NEWS

Browsing Category

ଫିଚର

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଇରାନୀ କପ କ୍ରିକେଟ: ୨୫ ଥର ପାଇଁ ଟାଇଟଲ ଜିତିଥିଲା ଅବଶିଷ୍ଟ ଭାରତ ଏକାଦଶ

ନୂଆଦିଲ୍ଲୀ: ଅବଶିଷ୍ଟ ଭାରତ ଏକାଦଶ କ୍ରିକେଟ ଟିମ ୨୫ ଥର ପାଇଁ ଇରାନୀ କପ ଟାଇଟଲ ହାସଲ କରିଛି । ଫାଇନାଲରେ ମଧ୍ୟପ୍ରଦେଶକୁ ୨୩୮ ରନରେ ଅବଶିଷ୍ଟ ଏକାଦଶ ପରାସ୍ତ କରିଥିଲା । ମଧ୍ୟପ୍ରଦେଶ ପକ୍ଷରୁ ୨ଟି ଯାକ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସୱାଲ (୨୧୩ ରନ, ୧୪୪ ରନ)ଙ୍କୁ ପ୍ଲେୟାର ଅଫ…

ଜାରୋଲି-ଯଖପୁରା ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ…

୩୮ ଡିଗ୍ରୀ ଉପରେ ରାଜ୍ୟର ୫ ସହର, ଆଉ ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୫ ସହରରେ ପାରଦ ୩୮ ଡିଗ୍ରୀ ଉପରେ ରହିଛି । ୩୮.୮ ଡିଗ୍ରୀ ତାପମାତ୍ରା ସହ ତାଳଚେର ରାଜ୍ୟର ଉତ୍ପତ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଅନୁଗୁଳରେ ତାପମାତ୍ରା ୩୮.୧…

ହାଇଦ୍ରାବାଦରେ ବିଦାୟକାଳୀନ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ରବିବାର ହାଇଦ୍ରାବାଦର ଲାଲ ବାହାଦୂର ଟେନିସ ଷ୍ଟାଡିୟମରେ ବିଦାୟକାଳୀନ ମ୍ୟାଚ ଖେଳିଥିଲେ । ଏଠାରୁ ସେ ତାଙ୍କ ଟେନିସ କ୍ୟାରିୟର ଆରମ୍ଭ କରିଥିଲେ । ଗତ ମାସରୁ ସେ ଟେନିସରୁ ଅବସର ଘୋଷଣା କରି ସାରିଛନ୍ତି । ଦୁବାଇ ଓପନ ଟେନିସ ତାଙ୍କର ଶେଷ…

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ଡବ୍ଲ୍ୟୁପିଏଲ: ବାଙ୍ଗାଲୋରକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬୦ ରନରେ ଶୋଚନୀୟ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୨ ୱିକେଟ ହରାଇ ୨୨୩ ରନ କରିଥିଲା । ଶେଫାଳୀ ବର୍ମା ୮୪(୪୫…

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିଲା ବିଜେପି

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ଓଡ଼ିଶା ପ୍ରଦେଶ ।…

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ନେଇ ପିଏମ୍ ମୋଦିଙ୍କୁ ୮ଟି ବିରୋଧୀ ଦଳର ଚିଠି, କଂଗ୍ରେସ ଚୁପ୍  

ନୂଆଦିଲ୍ଲୀ: ଇଡି, ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ହୋଇ କାମ କରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ହାତବାରିସୀ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ନେଇ ରାଜନୀତି…

ଗରମ ତେଲରେ ପଡ଼ିଗଲା ମୋବାଇଲ, ତା’ପରେ ମହିଳା ଜଣକ ଏପରି କଲେ..

ନୂଆଦିଲ୍ଲୀ : ରୋଷେଇ ସମୟରେ ଆମେ ସବୁବେଳେ ସତର୍କତାର ସହ ରୋଷେଇ କରିଥାଉ । ଆଉ ସେହି ସମୟରେ ଟିକିଏ ଅସାବଧାନତା ହେଲେ ତାହା ଆମକୁ ବିପଦ ଆଡ଼କୁ ଟାଣିନେଇଥାଏ । ନିକଟରେ ଏଭଳି ଏକ ଦୃଶ୍ୟ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲା ପରେ ଆପଣ ରୋଷେଇ କରିବା ସମୟରେ…