Latest Odisha News

BREAKING NEWS

Browsing Category

ଫିଚର

ବନ୍ଧାହେଲେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଶଳା, ଭିଣୋଇ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଗିରଫ ହେଲେ ଶଳା, ଭିଣୋଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ସମ୍ପର୍କରେ ଶଳା, ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ତରଭା ଥାନା ଦେଉଳପଦର ଗାଁର ବିନୟ ବାଗ ଓ ଭିଣୋଇ ବୌଦ୍ଧ ମନମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ୱଜିତ୍…

ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଝାରସୁଗୁଡା : ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ । ଅଳ୍ପକେ ଜୀବନ ବଞ୍ଚିଗଲା ଡ୍ରାଇଭର ଓ ହେଲପରଙ୍କର । ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବଡବାହାଲ ସମାସିଂହା ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ  । ଆଉ ଅଳ୍ପକେ ଜୀବନ ବଞ୍ଚିପାରିଛି ଡ୍ରାଇଭର ଓ ହେଲପରର। ତେବେ…

ବିଜୁ ଏକ୍ସପ୍ରେସ ୱେ କେବଳ ରାସ୍ତା ନୁହେଁ ଜୀବନରେଖା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଫୋକସ୍‌ରେ ପଶ୍ଚିମ ଓଡ଼ିଶା । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ସଡ଼ିଶା ବିକାଶରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ  । ବରଗଡ଼ ସୋହେଲା ଘେଁସଘେଁସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।…

ଚେର୍ନାବିଲ ଆଣବିକ ଦୁର୍ଘଟଣା: ବୈଜ୍ଞାନିକଙ୍କ ପାଇଁ ବଂଚିବାର ଆଶା ସଂଚାର କଲେ କୁକୁର

କୀଭ: ୧୯୮୬ରେ ଚେର୍ନାବିଲରେ ଭୟଙ୍କର ଆଣବିକ ଦୁର୍ଘଟଣା ଘଟିଥିଲା । ୩୫ ବର୍ଷ ବିତିବା ପରେ ଏହି ଦୁର୍ଘଟଣା ନିକଟରେ ଘଟିଥିବା ସ୍ଥାନରେ ଜୀବିତ କୁକୁର ବୈଜ୍ଞାନିକମାନଙ୍କୁ ଏହାର ମୁକାବିଲା କରିବା ଆଶା ସଂଚାର କରିଛି । ସାଇନ୍ସ ଆଡଭାନ୍ସସେଜ ପତ୍ରିକାରେ ଏ ସମ୍ପର୍କୀତ ଲେଖା ପ୍ରକାଶ ପାଇଛି ।…

କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି ରହସ୍ୟ…

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ତେବେ ହୋଲି ପର୍ବ ପାଳନ ପଛରେ ଭିନ୍ନ…

ରାସ୍ତା ଫଟାଇ ତଳୁ ବିସ୍ଫୋରଣ କଲା ପାଣି ପାଇପ୍‌ ଲାଇନ୍‌; ଜଣେ ମହିଳା ଆହତ, ଦେଖନ୍ତୁ ଭିଡିଓ

ୟୁବତମାଲ; ରାସ୍ତାରେ ସ୍କୁଟି ଚଳାଇ ଆସୁଥିଲେ ମହିଳା। ହେଲେ ହଠାତ୍ ଲାଣ୍ଡାମାଇନ୍ ବିସ୍ଫୋରଣ ପରି ଫାଟିଲା ପାଣି ପାଇପ୍‌ଲାଇନ୍। ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ପୂରା ରାସ୍ତାରେ ପାଣି ସୁଅ ମାଡ଼ିଯାଇଥିଲା। ଶନିବାର ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ…

ପୁରୀରେ ରାମାନୁଜାଚାର୍ଯ୍ୟଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ

ପୁରୀ:ତାଳବଣିଆ ସ୍ଥିତ ହେଲିପ୍ୟାଡ ନିକଟ ଛକଠାରେ ଆଜି ପୂର୍ବାହ୍ନରେ ପରମପୂଜ୍ୟ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜିର ଦିବସ ଏକ ମହାନ ଦିବସ ଯେଉଁ ଦିବସରେ ପରମପୂଜ୍ୟ…

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ; ୧୪ ଗିରଫ, ସୁନା ଅଳଙ୍କାର ସହ ବନ୍ଧୁକ ଜବତ

ପୁରୀ; ପୋଲିସ ପଞ୍ଝାରେ ଆନ୍ତଃଜିଲ୍ଲା ଚେନ ସ୍ନାଚିଂ ରାକେଟ। ୧୪ ଜଣିଆ ଗ୍ୟାଙ୍ଗକୁ ଗରିଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଫୋନ୍ ଓ ପିସ୍ତଲ ଆଦି ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କ…

ବିମାନରେ ପୁଣି ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ; ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉପରେ ପୁଣି ପରିସ୍ରା କରିବା ମାମଲା ସାମ୍ନାକୁ ଆସିଛି। ଏଥର ଏକ ଆମେରିକା ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଆମେରିକା ସହର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାଶକ୍ତ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ…

ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡାକୁ ଉଡ଼ାଣ ଭରିଲା ବିମାନ  

ଭୁବନେଶ୍ୱର : ଆଜି ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ଉଡ଼ିଲା ବିମାନ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶଜ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ପ୍ରାଥମିକ ପର୍ଯ୍ୟାୟରେ…