Latest Odisha News

BREAKING NEWS

Browsing Category

ଫିଚର

IAS ନିକୁଞ୍ଜ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି

ଭୁବନେଶ୍ୱର: ୧୯୯୩ ବ୍ୟାଚର ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଦଳଙ୍କୁ ସରକାର ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବେ ନିଯୁକ୍ତି ଦେଇଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କୁ ସରକାର ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ । ପ୍ରଦୀପ ଜେନାଙ୍କ ସ୍ଥାନରେ…

ପ୍ଲାଷ୍ଟିକ ଚାଉଳ ନୁହଁ, ଭିଟାମିନ୍ ଯୁକ୍ତ ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ପିଡିଏସରେ ପ୍ଲାଷ୍ଟିକ ଚାଉଳ । ଏନେଇ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ପରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଗତକାଲି ଚିଠି ଲେଖିଥିଲେ । ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି…

ୱାଙ୍ଖେଡରେ ଲାଗିବ ସଚିନଙ୍କ ଷ୍ଟାଚ୍ୟୁ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ୱାଙ୍ଖେଡ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଷ୍ଟାଚ୍ୟୁ ଲଗାଯିବା ଚୂଡାନ୍ତ ହୋଇଛି । ଏପ୍ରିଲ ୨୪ରେ ସଚିନ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଠାରେ ସଚିନ ତାଙ୍କ…

ହଠାତ ଇସ୍ତାନବୁଲ ଫୁଟବଲ ଷ୍ଟାଡିୟମରେ ଦର୍ଶକ ବର୍ଷା କଲେ ଟେଡି ବିୟର

ଇସ୍ତାନବୁଲ: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଟର୍କୀଶ ସୁପର ଲିଗ ଫୁଟବଲ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏଥିପାଇଁ ମ୍ୟାଚକୁ ୪ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରୋକା ଯାଇଥିଲା । ଏହି ସମୟ ମଧ୍ୟରେ ପଡିଆରେ ଟେଡି ବିୟର ଭର୍ତି ହୋଇ ଯାଇଥିଲା । ତେବେ ଦର୍ଶକମାନେ…

ଆଇପିଏଲ ୨୦୨୩ ସଂସ୍କରଣରୁ ଓହରିଲେ ବୁମରାହ

ମୁମ୍ବାଇ: ଆଇପିଏଲ ୨୦୨୩ ଆରମ୍ଭ ନ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ପେସର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ରିପୋର୍ଟ ମୁତାବକ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ । ପିଠି ସମସ୍ୟା ଯୋଗୁ ସେ ଗତ ବର୍ଷ ଏସିଆ କପ ଏବଂ ପରେ ଟି୨୦…

ଆନ୍ତଃ ବିଶ୍ୱ ବିଦ୍ୟାଳୟ ବଡି ବିଲଡିଙ୍ଗ: ସ୍ୱର୍ଣ୍ଣ ବିଜେତା ଶୁଭ୍ରାଶିଷ ସମ୍ବର୍ଦ୍ଧିତ

ପୁରୀ: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱ ବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୀର ଶୁଭ୍ରାଶିଷ ଚିନାରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ମାସ ୨୦ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଚାମ୍ପିୟନଶିପର ୭୫ରୁ ୮୦ କିଗ୍ରା ବିଭାଗରେ ଶୁଭ୍ରାଶିଷ ଚମତ୍କାର…

ଖାଉଛନ୍ତି କି ଇନଷ୍ଟାଣ୍ଟ ରାମେନ୍‌ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ : ଅଧିକାଂଶ ଲୋକ ଘର ତିଆରି ନୁଡୁଲ୍ସ ଅପେକ୍ଷା ଇନଷ୍ଟାଣ୍ଟ ନୁଡୁଲ୍ସକୁ ପସନ୍ଦ କରନ୍ତି କାରଣ ସେମାନେ ସମୟ ସାପେକ୍ଷ ଏବଂ ପ୍ରସ୍ତୁତ କରିବା ସହଜ ହୋଇଥାଏ  । ଯଦିଓ ଆଜିର ବଜାରରେ ବିକ୍ରି ହେଉଥିବା ରାମେନରେ ଆଇରନ୍, ବି ଭିଟାମିନ୍ ଏବଂ ମାଙ୍ଗାନିଜ୍ ଥାଏ, ତଥାପି ଏହାକୁ ଫାଇବର,…

ଫଟା ପ୍ୟାଣ୍ଟ ପିନ୍ଧି ରାସ୍ତା କଡରୁ ବୋତଲ ଗୋଟାଉ ଥିଲେ, ମୃତ୍ୟୁ ପରେ ସମ୍ପତ୍ତି ଦେଖି ଲୋକଙ୍କ ହୋସ ଉଡିଗଲା

ଉତ୍ତର ସ୍ୱିଡେନର ଏକ ଛୋଟ ସହର ସ୍କେଲେଫ୍ଟିଆରେ ଜଣେ ଭିକାରୀକୁ ନେଇ ଏବେ ଚର୍ଚ୍ଚା ଧରିଛି । ଭିକାରୀଜଣକ ରାସ୍ତା କଡରୁ ଭଙ୍ଗା ପ୍ଲାଷ୍ଟିକ ଡବା ସଂଗ୍ରହ କରି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ସେ ଏହି ଡବାକୁ ନେଇ ବିକ୍ରି କରନ୍ତି । ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ପୁରା ୩୦ ବର୍ଷ…

ଆଫଗାନିସ୍ତାନରେ ଆକ୍ସନ ମୋଡରେ ତାଲିବାନ ; ଆଇଏସ ଖୁରାସାନାର ସେନା ମୁଖ୍ୟଙ୍କୁ ହତ୍ୟା

କାବୁଲ:ଆଫଗାନିସ୍ତାନରେ ତାଲିବାନ ସରକାର  ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ISKP) ରେ ଏକ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ତାଲିବାନ ସରକାରର ମିନିଷ୍ଟର ଅଫ ବାର ଏବଂ ସେନା ମୁଖ୍ୟ କାରୀ ଫେତହଙ୍କୁ ହତ୍ୟା କରାଯାଇଛି । କାରୀ ଫେତହଙ୍କୁ UNSC  ମନିଟରିଂ ଟିମ ମେ ୨୦୦୨ରେ ସେନା ମୁଖ୍ୟ…

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଜଗତସିଂହପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ୨ ଜଣଙ୍କ ଜୀବନ, ୨ ଜଣ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଆଜି ମଧ୍ୟାହ୍ନରେ ବାଣ ବନ୍ଧା କାମ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।…