Latest Odisha News

BREAKING NEWS

Browsing Category

ଫିଚର

ପୋଲିସ ବିଭାଗର ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, ଅପରାଧିକ ମାମଲାର ତଦନ୍ତ କରିବେନି କନଷ୍ଟେବଳ ଓ ହାବିଲଦାର !

କଟକ : ପୁଲିସ କନଷ୍ଟେବଳ ଓ ହାବିଲଦାରଙ୍କୁ ହାଇକୋର୍ଟଙ୍କ ଝଟକା । ଅପରାଧିକ ମାମଲାର ତଦନ୍ତ କ୍ଷମତା ପ୍ରଦାନ ପାଇଁ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି  । ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ ସଂପର୍କିତ ୨୦୨୨ ମେ ୨୧ର ପୁଲିସ…

ଦେଶର ପ୍ରଥମ ବ୍ୟାଙ୍କ ବାବଦରେ ଜାଣନ୍ତି କି?

ମୁମ୍ବାଇ: ଦେଶର ଅର୍ଥନୀତିକୁ ମଜବୁତ କରିବାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତରେ ବ୍ୟାଙ୍କିଂ ବ୍ୟବସ୍ଥାର ମୂଳଦୁଆ ପକାଯାଇଥିଲା | ତେବେ ଆପଣ ଜାଣନ୍ତି କି ଭାରତର ପ୍ରଥମ ବ୍ୟାଙ୍କର ନାମ କଣ ଥିଲା? ଭାରତର ପ୍ରଥମ…

ଓଡ଼ିଶାରେ ଖୋଲିବ ୧୦୦ ନୂଆ ଇଭି ଚାର୍ଜିଂ ଷ୍ଟେସନ୍

ଭୁବନେଶ୍ୱର: ପ୍ରଦୂଷଣ ମୁକ୍ତ କରି ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ୍‌ ଯାନ ଚଳାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଚର୍ଜିଂ ଷ୍ଟେସନ୍ ଓ ସିଏନ୍‌ଜି ଷ୍ଟେସନ୍ ମଧ୍ୟ ଖୋଲିଲାଣି। ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ନୂଆ ଇଭି ଚାର୍ଜିଂ…

୨ ଟ୍ରକ୍‌ ମୁହାଁମୁହିଁ, ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ

ଯାଜପୁର: ଧର୍ମଶାଳା ଥାନା ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ବଡ ଧରଣର ଅଘଟଣ। ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ…

ଦେଶଦ୍ରୋହ ଅପରାଧରେ ଗିରଫ ଚାନ୍ଦିପୁର ଆଇଟିଆାର୍‌; ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଗାଁ ଲୋକେ

ଜଳେଶ୍ୱର : ପୁଣି ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌  । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପାଣାସ୍ତ୍ର ଘାଟି (ଆଇଟିଆାର୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ  । ଭାରତୀୟ…

ମେ ୮ରେ ଓଜେଇଇ ପରୀକ୍ଷା, ଏପ୍ରିଲ ୨୦ରୁ ୱେବସାଇଟ୍‌‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ମେ’ ୮ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍‌‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର…

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା…

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ…

୫୧୨ କିଲୋ ପିଆଜକୁ ୨ ଟଙ୍କା ୪୯ ପଇସାରେ ବିକିଲେ ଚାଷୀ

ପୁଣେ: ମହାରାଷ୍ଟ୍ରର ସୋଲାପୁରର ଜଣେ ଚାଷୀ ବ୍ୟବସାୟୀକୁ ୫୧୨ କିଲୋ ପିଆଜ ବିକ୍ରି କରି ମାତ୍ର ୨ ଟଙ୍କା ୪୯ ପଇସା ପାଇଛନ୍ତି। ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା । ଯଦି ବ୍ୟବସାୟ ମାନେ ଏହିପରି ଦରରେ ଚାଷୀଙ୍କୁ ଯଦି ପିଆଜ ବିକ୍ରି କରିବେ ତାହେଲେ ଆଗାମୀ ଦିନରେ ପିଆଜ ଚାଷ ପ୍ରଭାବିତ ହେବା…

ଉଦ୍ଧବଙ୍କ ମାତୋଶ୍ରୀରେ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦଳୀୟ ନେତା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ମୁମ୍ବାଇରେ ସାକ୍ଷାତ କରି ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସୌଜନ୍ୟମୂଳକ ଫୋନ୍ କଲ୍ ପାଇ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର…