Latest Odisha News

BREAKING NEWS

Browsing Category

ଫିଚର

ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଟ୍ୱିଟ୍ କରି ଏହି…

ଇମ୍ରାନଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ ! ରୋକିବାକୁ ଘର ବାହାରେ ପିଟିଆଇ କର୍ମୀଙ୍କ ଭିଡ଼

ଇସ୍‌ଲାମାବାଦ: ପାକିସ୍ତାନରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଭୟରେ ନିଜକୁ ଘର ଭିତରେ କଏଦ କରି ରଖିଥିବା ବେଳେ ଲାହୋରର ପୋସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ପୁଲିସ୍। ହେଲେ ତାପୂର୍ବରୁ ଇମ୍ରାନଙ୍କ ସୁରକ୍ଷା…

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ…

ଏୟାର ଇଣ୍ଡିଆର ଐତିହାସିକ ଚୁକ୍ତି; ଆଉ ୩୭୦ ଜେଟ୍‌ କିଣିବ କମ୍ପାନୀ

ନୂଆଦିଲ୍ଲୀ: ଆହୁରି ବିମାନ କିଣିବ ଏୟାର ଇଣ୍ଡିଆ। ମୋଟ ୮୪୦ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍। ପୂର୍ବରୁ ୪୭୦ ବିମାନ ଅର୍ଡର ଦେଇ ବେସାମରିକ ବିମାନ କିଣା ଚୁକ୍ତିରେ ରେକର୍ଡ କରିଥିବା ଟାଟା ପୁଣ ୩୭୦ ଜେଟ୍ ବିମାନ କିଣିବ। ଏନେଇ ଏୟାର ଇଣ୍ଡିଆର ବାଣିଜ୍ୟିକ ଓ ପରିବର୍ତ୍ତନ…

ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଦୁର୍ଘଟଣା; ଗଜପତିରେ ସବୁଠୁ କମ

ଭୁବନେଶ୍ବର : ୨୦୨୧ରେ ଓଡିଶାରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁବରଣ କରିଛନ୍ତି । ୯୭୮୨ ଜଣ ଆହତ ହୋଇଥିଲେ। ସେହିଭଳି ୨୦୨୨ରେ ୧୧୬୬୩ଟି ଦୁର୍ଘଟଣା ଘଟିଛି । ୫୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୩୦୨ ଜଣ ଆହାତ ହୋଇଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଓ ଗଜପତି ଜିଲ୍ଲାରେ…

ରୁଷର ବେଲୁନ ରଣନୀତି; ୟୁକ୍ରେନ ଆକାଶରେ ଉଡୁଛି ଗୁଇନ୍ଦା ବେଲୁନ

ମସ୍କୋ: ଗୁଇନ୍ଦା ବେଲୁନକୁ ନେଇ ଏବେ ରାଜନୀତି ଜୋର ଧରିଛି । ଆମେରିକା ଆକାଶରେ ଏକାଧିକ ବେଲୁନ ଉଡିବା ପରେ ଆମେରିକା-ଚୀନ ବିବାଦ ବଢିବାରେ ଲାଗିଛି । ଏପଟେ ରୁଷ ସେନା ୟୁକ୍ରେନ ଆକାଶରେ ଛାଡିଛି ଗୁଇନ୍ଦା ବେଲୁନ । ଗୁଇନ୍ଦା ବେଲୁନ ୟୁକ୍ରେନ ଆକାଶରେ ଛାଡି ଏହାର ବାୟୁ ପ୍ରତିରକ୍ଷା…

ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଥମ ଥର ପାଇଁ ଭୋଟ ଦେଲେ ବ୍ରୁ ଜନଜାତି

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଛି । ଗୁରୁବାର ରାଜ୍ୟର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ମୋଟ ୩, ୩୩୭ ବୁଥରେ ମତଦାନ କରାଯାଇଥିବାବେଳେ ମତଦାନ ହାର ୮୧.୧ ପ୍ରତିଶତ ରହିଥିଲା । ତେବେ ୨୦୨୩ର ଏହି ପ୍ରଥମ ମତଦାନରେ ଏକ ନିଆରା କଥା ଦେଖିବାକୁ…

ଚା’ ସହ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ…

କିଛି ଲୋକଙ୍କର ଚା’ କପେ ରେ ଦିନ ଆରମ୍ଭ ହୋଇନଥାଏ  । ସମସ୍ତେ ସକାଳୁ ସକାଳୁ ଗରମ ଚା' ପିଇବାକୁ ପସନ୍ଦ କରନ୍ତି । କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି। ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ ଆରମ୍ଭ କରିଥାନ୍ତି । ଏବେ…

କ୍ରିକେଟର ପୃଥ୍ୱୀ ଶଙ୍କୁ ଆକ୍ରମଣ ଘଟଣା, ସପନା ଗିଲ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଖେଳାଳି ପୃଥ୍ୱୀ ଶ ଏବଂ ତାଙ୍କ ସାଙ୍ଗମାନଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ସୋସିଆଲ ମିଡିଆ ସେନସନ ସପନା ଗିଲଙ୍କୁ ଗିରଫ କରିଛି। ମୁମ୍ବାଇର ଓସିୱାରା ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ୟୁଟ୍ୟୁବର ସିଇଓ ଭାବେ ନିଯୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁଟ୍ୟୁବର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ପଦରୁ ଇସ୍ତଫା ଦେଲେ ସୁସାନ ୱୋଜିକ (Susan Wojcicki) । ଗୁରୁବାର ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବର ସିଇଓ ଭାବେ ନିଯୁକ୍ତ…