Latest Odisha News

BREAKING NEWS

Browsing Category

ଫିଚର

କୁଳପତିଙ୍କ ନିଷ୍ପତ୍ତି:ବାଣୀବିହାର କ୍ୟାମ୍ପସରୁ ତଡ଼ା ହେବେ ଅଣଛାତ୍ର

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର। ଅଣଛାତ୍ର ଛାତ୍ରମାନଙ୍କୁ କ୍ୟାମ୍ପସରେ ରହିବାକୁ ଆଉ ଦିଆଯିବ ନାହିଁ ଅନୁମତି। JNU ପ୍ରଫେସସରଙ୍କୁ ଆକ୍ରମଣ ପରେ ଏମିତି କଡା ନିଷ୍ପତି ନେଇଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ। ଆକ୍ରମଣ ଘଟଣା ପରେ…

ଗ୍ରାଣ୍ଡ ରିସେପ୍ସନ୍‌ ପାର୍ଟି ଦେଲେ ବଲିଉଡର କ୍ୟୁଟ କପଲ୍‌ ସିଡ-କିଆରା

ନୂଆଦିଲ୍ଳୀ: ବଲିଉଡର କ୍ୟୁଟ୍‌ କପଲ୍‌ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ଦୁହେଁ ୭ ଫେବୃଆାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ରାଜସ୍ଥାନର ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା…

ଟୋଲ ଗେଟ୍‌ ନିକଟରେ ଦୁର୍ଘଟଣା, ଜିଅନ୍ତା ଜଳିଗଲେ୨ ଯୁବକ

କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଜଣ ଯୁବକ । ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା। ଏପରି ଅଭାବନୀୟ ଘଟଣା କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି  । ସୂଚନା ଅନୁଯାୟୀ, ଗତକାଲି…

ଆଜିଠାରୁ ଦୁଇ ଦିନିଆ ଆଇଏଏସ୍‌ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର : ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ ନେଇ ସ୍ଥିର ହୋଇଛି। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ହେବାକୁ ଥିବା ବେଳେ ଆସନ୍ତାକାଲି…

ଫ୍ରିଜ୍‌ରେ ଏହି ସବୁ ଜିନିଷ ରଖୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ…

ପନିପରିବା ସତେଜ ରହିବା ପାଇଁ ଅଧିକାଂଶ ଲୋକେ ଫ୍ରିଜରେ ରଖିଥାଆନ୍ତି । ବିଶେଷ କରି ଖରାଦିନେ ଫ୍ରିଜ୍‌ରେ ପନିପରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରଖିଥାଆନ୍ତି ଲୋକେ । ହେଲେ ଏପରି କେତେକ ଜିନିଷ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ଗବେଷକଙ୍କ କହିବା…

ରବି ନନ୍ଦ ଅସୁସ୍ଥ ହୋଇ ବିଶାଖପାଟନମର ଏକ ହସ୍ପିଟାଲରେ ଭର୍ତ୍ତି

କୋରାପୁଟ: ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଏକ ଭୋଜିରେ ଯୋଗଦେବା ପରେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପୂର୍ବତନ ନନ୍ଦ…

ଲୋକସଭାରେ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ। ଏହି ଘଟଣାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବାବଦରେ କହିବା ସହିତ କିଭଳି କେନ୍ଦ୍ରର ସହଯୋଗ ଲୋଡୁଛି ତଦନ୍ତକାରୀ ସଂସ୍ଥା କହିଥିଲେ…

ଲିଥିୟମ ଉପରେ ଆତଙ୍କବାଦୀଙ୍କ ନଜର; ଆକ୍ରମଣ ପାଇଁ ଦେଲେ ଧମକ

ଶ୍ରୀନଗର: କିଛିଦିନ ତଳେ ଜାମ୍ମୁ କାଶ୍ମୀରରେ ଲିଥିୟମ ମିଳିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ସାରା ଦେଶରେ ଖୁସିର ମାହୋଲ ଦେଖାଦେଇଥିଲା। ଆମ ଦେଶରୁ ଲିଥିୟମ ମିଳିଲେ ଚୀନ ଉପରେ ନିର୍ଭରଶୀଳତା କମିବ। ଦେଶରେ ଇଭି ଓ ମୋବାଇଲ୍‌ର ଶସ୍ତା ହେବ ବୋଲି କୁହାଯାଉଥିଲେ। ହେଲେ ଏହା ଉପରେ ଏବେ…

ରାତି ୧୦ ପରେ ଫୁଟିବନି ବାଣ କି ବାଜିବନି ଡିଜେ; ସରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ବାହାଘର ହେଉ ବା କୌଣସି ଉତ୍ସବ ରାତି ୧୦ଟା ପରେ ଫୁଟିବନି ବାଣ କି ବାଜିବନି ଡିଜେ। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। କାରଣ ରାଜ୍ୟରେ ସେକେଣ୍ଡାରି ବୋର୍ଡ ପରୀକ୍ଷା ରହିଛି। ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ବୋଲି ଏଭଳି କଡ଼ା…