Latest Odisha News

BREAKING NEWS

Browsing Category

ଫିଚର

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ବୃଦ୍ଧି: ଗତ ବର୍ଷ ତୁଳନାରେ ଆଦାୟ ହୋଇଛି ୨୪ ପ୍ରତିଶତରୁ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୪ ପ୍ରତିଶତ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ କରାଯାଇଛି। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରଣାଲୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୪.୦୯ ପ୍ରତିଶତରୁ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ ହୋଇଥିବା ଡାଇରେକ୍ଟ…

ହ୍ୱେଲ ମାଛ ବାନ୍ତିର ମୂଲ୍ୟ  କୋଟିଏ ଟଙ୍କା, କଣ ରହିଛି ରହସ୍ୟ

ନୂଆଦିଲ୍ଲୀ: କ’ଣ ଆପଣ କେବେ ଜୀବମାନଙ୍କ ବାନ୍ତି ବିକ୍ରି ହେବାର ଦେଖିଛନ୍ତି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାର ବାନ୍ତି ନା କେବଳ ବିକ୍ରି ହୁଏ, ତାର ଦାନ ହୀରାଠୁ ବି ଅଧିକ ମୂଲ୍ୟବାନ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ସାହିତ୍ୟ ସବୁବେଳେ ସମାଜକୁ ପ୍ରଭାବିତ କରେ : ଜ୍ଞାନୀ ଦେବାଶିଷ ମିଶ୍ର

ଓଡ଼ିଶା ସାହିତ୍ୟରେ ଜଣେ ଉଚ୍ଚକୋଟୀର ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜ୍ଞାନୀ ଦେବାଶିଷ ମିଶ୍ର । କବିତା ଓ ସମାଲୋଚନା ସାହିତ୍ୟ ତଥା ସମ୍ପାଦନା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ କବିତାର ଲାଳିତ୍ୟ…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍; ମେଡିକାଲ ସାମଗ୍ରୀ ନେଇ ପହଞ୍ଚିଲା ସପ୍ତମ IAF ବିମାନ

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍‌ କରିଛି। ଘଟଣାକୁ ୭ ଦିନ ହୋଇଥିଲେ ବି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଲୋକଙ୍କୁ ମୃତ ଓ ଜୀବିତ ଉଦ୍ଧାର କରାଯାଉଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଆସେ ସର୍ଚ୍ଚ ଅପରେସନ ଜାରି…

ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିପରି କିଛି ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳାଯାଇଛି। ଓଡ଼ିଶାର ଟାଣୁଆ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ହରିଚନ୍ଦନ ପୂର୍ବରୁ…

ଯୁକ୍ତ ଦୁଇ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା, ଦିଆଯିବନି ଅତିରିକ୍ତ ପେପର

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ…

ବିଭିନ୍ନ ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ; ମହାରାଷ୍ଟ୍ର ଛାଡିଲେ କୋଶିୟାରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଭଗତ ସିଂହ କୋଶିୟାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। କୋଶିୟାରୀଙ୍କ ସ୍ଥାନରେ ରମେଶ ବେସଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। । ଗତ ଜାନୁଆରୀ ମାସରେ ଛତ୍ରପତି ଶିବାଜୀଙ୍କ…

କାନାଡ଼ା ଆକାଶରେ ସିଲିଣ୍ଡର ଆକୃତିର ସନ୍ଦିଗ୍ଧ ଯନ୍ତ୍ରକୁ ମିସାଇଲ୍ ମାଡ଼ କରି ଖସାଇଲା ଆମେରିକା

ୱାଶିଂଟନ ଡିସି: କାନାଡ଼ା ଆକାଶରେ ଉଡୁଥିବା ସନ୍ଦିଗ୍ଧ ସିଲିଣ୍ଡର ଆକୃତିର ଏକ ଯନ୍ତ୍ରକୁ ମିସାଇଲ୍‌ ମାଡ଼ କରି ଖସାଇଲା ଆମେରିକା। ଶନିବାର ସକାଳେ ଏଭଳି ଘଟଣା ଘଟିଛି। ଆମେରିକାର ଯୁଦ୍ଧ ବିମାନ ଏଫ୍‌-୨୨ ଏହାକୁ ଟାର୍ଗେଟ୍ କରି ଖସାଇ ଦେଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଏହି…

ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଁ ୨ ମାସ ହେବ ଔଷଧ ଖାଇନଥିଲେ ଅଭିଯୁକ୍ତ ଗୋପାଳ ଦାସ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ…