Latest Odisha News

BREAKING NEWS

Browsing Category

ଫିଚର

ସରିଲା ଗୋପାଳର ନାର୍କୋ ଟେଷ୍ଟ, ଏଥର ସତ ସାମ୍ନାକୁ ଆସିବ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଶେଷ ହୋଇଛି। ହତ୍ୟା ଘଟଣାକୁ ୧୪ ଦିନ ବିତିଛି। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି। ଆଉ ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି…

ଇଟାନଗର ଉପନିର୍ବାଚନ: ନିର୍ବିରୋଧୀ ଭାବେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ ଲହମୁ ନିର୍ବିରୋଧୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଆସନରୁ ତାଙ୍କ ପତି ୨୦୦୯ଠାରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଥିଲେ । ଗତ ବର୍ଷ ନଭେମ୍ବରରେ ତାଙ୍କର ୪୮ ବର୍ଷରେ ପରଲୋକ ହୋଇ ଯାଇଥିଲା ।…

ହାଲ କର୍ମଚାରୀ ହନିଟ୍ରାପର ଶିକାର; ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତସ୍ଥାନରେ ସିବିଆଇ ଜେରା କରୁଥିବା ସୂଚନା ରହିିଛି। ୨ କର୍ମଚାରୀ ହେଲେ…

ଆସନ୍ତୁ ଜାଣିବା କଣ ପାଇଁ ଛାତ୍ରଙ୍କଠାରୁ ଚଢ଼ା ଦରରେ ଚୀନ କିଣୁଛି ଶୁକ୍ରାଣୁ

ବେଜିଂ: ଚୀନ ସରକାର ଏବେ ଛାତ୍ରଙ୍କଠାରୁ ଚଢ଼ା ଦାମରେ ଶୁକ୍ରାଣୁ କିଣିବାରେ ଲାଗିଛି । ଏହା ମାଧ୍ୟମରେ ସେମାନେ ଭଲ ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଚୀନ କଣ ପାଇଁ ଏହା କରୁଛି ତାହା ସ୍ପଷ୍ଟ ହୋଇନି । ଦ୍ରୁତ ବେଗରେ ଜନସଂଖ୍ୟା ହ୍ରାସ ହେଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଏହି ରଣନୀତି…

ଅଣ ଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହେଲେ ଜାଡେଜା

ନାଗପୁର: ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିନ୍ତୁ ଅଣଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହୋଇଛନ୍ତି । ସେ ପ୍ରଥମ ଇନିଂସରେ ବାମ ହାତର ବିଶି…

ସ୍ପିନ ଚକ୍ରବ୍ୟୁହରେ ଧ୍ୱସ୍ତ ହେଲା କଙ୍ଗାରୁ ଦୁର୍ଗ: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ ପରାଜୟ

ନାଗପୁର: ଭାରତ ରଚିଥିଲା ସ୍ପିନ ଚକ୍ରବ୍ୟୁହ । ସମସ୍ତ ସତର୍କ ଓ ଭବିଷ୍ୟବାଣୀ ସତ୍ୱେ ଅଷ୍ଟ୍ରେଲିଆ କିଛି କରିପାରି ନ ଥିଲା । ମାତ୍ର ୩ଦିନରେ ଭାରତ ଏକ ଇନିଂସ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ କ୍ରିକେଟ ଟେଷ୍ଟରେ ପରାସ୍ତ କରିଛି । ଏଥିସହ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ…

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ…

ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି…

ଯାଉ ଯାଉ ଭାଇ ପାଖରେ ଅଟକି ଗଲେ ଭଉଣୀ; ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଭାବ ବିହ୍ୱଳ ଦୃଶ୍ୟ

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ୨ୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ଯାଇଥିଲେ । ସେଠାରେ ୨ୟ ନାସନାଲ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ । ସେଠାରେ…

ଚାଉଳ ଆମ ଜୀବନର ଶସ୍ୟ; ସମ୍ପର୍କର ସେତୁ..ଧାନକୁ ଇକୋ ଫ୍ରେଣ୍ଡଲି କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତର ୨ୟ ଦିନରେ ବିଦ୍ୟାଧରପୁର ସ୍ଥିତ ଏନଆରଆରଆଇ   କାର୍ଯ୍ୟକ୍ରମରେ ଶନିବାର ଯୋଗଦେଇ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଧାନ ବିଷୟରେ କହୁ କହୁ ସୁଦାମାଙ୍କ ଖୁଦଭଜା ପାଖରେ ପହଞ୍ଚି ଯାଇଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତି କହିଥିଲେ,…