Latest Odisha News

BREAKING NEWS

Browsing Category

ଫିଚର

ଆଦିତ୍ୟ ଠାକରେଙ୍କ କାର୍କେଡ୍ ଉପରେ ପଥର ମାଡ଼

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଶିବସେନା ବିଧାୟକ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ କାର୍‌କେଡ୍ ଉପରେ ପଥରମାଡ଼ ହୋଇଛି। ମଙ୍ଗଳବାର ଔରଙ୍ଗାବାଦର ଭାଇଜୀପୁର ଏରିଆରେ ୟୁବିଟି ଶିବସେନା ‘ଶିବ ସମ୍ବାଦ ଯାତ୍ରା’ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଭାଇଜୀ ଏରିଆରେ…

ବାହାଘରର ପ୍ରଥମ ଫଟୋ ଶେୟାର କରି କହିଲେ ଆମେ ହୋଇଗଲୁ ପରମାନେଣ୍ଟ ବୁକିଂ

ନୂଆଦିଲ୍ଲୀ : ସବୁ ଅପେକ୍ଷାର ଘଟିଲା ଅନ୍ତ । ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିଆରା । ଶେଷରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟ ରାଜସ୍ଥାନର ଜୈସଲମେରର ସୂର୍ଯଗଡ଼ ପ୍ୟାଲେସରେ ବିବାହ କରିଛନ୍ତି। ଉଭୟଙ୍କ…

ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି । ଫାଲଗୁନ ମାସ କୃଷ୍ଣପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।…

ଲିଭର ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ଆମ ଶରୀରରେ ଲିଭର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ  । ଯାହା ରକ୍ତକୁ ସ୍ୱଚ୍ଛ କରିବା କରିବାରେ ସାହାଯ୍ୟ କରିଥାଏ  । ମଣିଷର ଯକୃତ ଭିଟାମିନ ଓ ମିନେରାଲସକୁ ମଧ୍ୟ ସରଂକ୍ଷିତ କରି ରଖିବା ଭଳି କାର୍ଯ୍ୟ କରିଥାଏ। ତେଣୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ କିଛିଟା ଖାଦ୍ୟକୁ ଆମ ନିଜର ଦୈନନ୍ଦିନ…

କାହିଁକି ରାଜ୍ୟରେ ବଢୁଛି ବିଜୁଳି ଦର? ଗୁମର ଖୋଲିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ରାଜ୍ୟରେ ଲଗାତର ବିଜୁଳି ଦର ବଢି଼ ଚାଲିଛି। ଏହା ପଛର ଗୁମର ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ। ସେ କହିଛନ୍ତି, ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ, ଓଡ଼ିଶା କୋଲ୍ ଆଣ୍ଡ ପାୱର ଲିମିଟେଡ଼ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ ଉଲଘଂନ…

ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ରାଫେଲକୁ ନିଜର ମୁଖ୍ୟ ନିର୍ବାଚନୀ ଅସ୍ତ୍ର କରିଥିଲେ। କିନ୍ତୁ ନିର୍ବାଚନରେ ଏବଂ କୋର୍ଟରେ କୌଣସି ପ୍ରକାର ସଫଳ ହୋଇନଥିଲେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ କଂଗ୍ରେସ। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ…

ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍

କୋଣାର୍କ: କୋଣାର୍କ ନିକଟ ପୁରୀ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ଠାରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସର ଅନୁଧ୍ୟାନ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏକ ତୈଳ ରିଗ ମେସିନ୍ ସ୍ଥାପନ ବସାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରିଗ ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଅତ୍ୟାଧୁନିକ…

‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ ନ୍ୟାୟିକ କିମ୍ବା ପୋଲିସ୍ ହେପାଜତରେ କୌଣସି ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଜେଲରେ ଥିବା ବ୍ୟକ୍ତିଙ୍କ ମୌଳିକ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ…

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି। ବରଗଡ ସାଂସଦ ସୁରେଶ ପୂଜାରୀ ଏ ନେଇ ଲୋକସଭାର ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ଆଇନ ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି,…