Latest Odisha News

BREAKING NEWS

Browsing Category

ଫିଚର

ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ନବ ଦାସଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଏସ୍ଆଇ ଜଣଙ୍କ କିଭଳି, କେଉଁ ପରିସ୍ଥିତିରେ ଗୁଳିମାଡ଼ କଲେ ତାର ତଦନ୍ତ…

ମେଘାଳୟ ନିର୍ବାଚନ ୨୦୨୩: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କଂଗ୍ରେସ

ଶିଲଂ: ମେଘାଳୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ରବିବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଭିନସେଣ୍ଟ ଏଚ୍‌ ପାଲା ଏହି ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ୫ ପ୍ରାର୍ଥୀଙ୍କ ନାଁକୁ କେନ୍ଦ୍ର ନିର୍ବାଚନ କମିଟି ଅନୁମୋଦନ ଦେଇଛି ବୋଲି…

ପ୍ରେମ ପାଇଁ ସ୍ବିଡେନରୁ ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ : ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡ଼ିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ପୁଲିସ ଅଫିସର। ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ…

ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ସଂଗଠନ; ଆତଙ୍କବାଦୀ ଆକ୍ରମଣ ନେଇ ଚେତାଇଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ଆତଙ୍କବାଦୀ ସଂଗଠନ। କେତେବେଳେ ବି ହୋଇପାରେ ବଡ଼ ଧରଣର ଆକ୍ରମଣ। ଏନେଇ ଆଗୁଆ ଚେତାଇଲା ଗୁଇନ୍ଦା ସଂସ୍ଥା। ନିକଟରେ ଦିଲ୍ଲୀର ପୂର୍ବାଞ୍ଚଳର ଅନେକ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଅନେକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା। ଏହାର କିଛିଦିନ ପରେ…

ହାଇକୋର୍ଟ ବେଞ୍ଚ ବଦଳରେ ସବୁ ଜିଲ୍ଲାରେ ହେବ ଭିସି କ୍ୟାବିନ, ଭର୍ଚୁଆଲ କୋର୍ଟ ପରି କରିବ କାମ

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିବାଦ ଲାଗି ରହିଥିବାବେଳେ ହାଇକୋର୍ଟଙ୍କ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ସକସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବ । ଏହା ଭର୍ଚୁଆଲ କୋର୍ଟ ପରି କାମ…

ଖାଲକୁ ଖସିପଡ଼ିଲା  ୪୮ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ବସ୍‌, ୩୯ ମୃତ

ଇସ୍‌ଲାମାବାଦ: ଦ୍ରୁତ ଗତିରେ ଯାଉଥିବା ବସ୍‌ ଖାଲ ଭିତରକୁ ଖସିପଡିବାରୁ ୩୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ପାକିସ୍ତାନ ବଲୋଚିସ୍ତାନର ଲାସ୍‌ବେଲା ଠାରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ର ରିପୋର୍ଟ ଅନୁସାରେ, ୪୮ ଯାତ୍ରୀଙ୍କୁ ଧରି ବସ୍‌ଟି କ୍ୱେଟ୍ଟାରୁ…

୨୦୨୪ରେ ତାମିଲନାଡୁରୁୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କରମ କସିଲେଣି ସବୁ ରାଜନୈତିକ ଦଳ । ନିଜ ନିଜ ଆକାଂକ୍ଷୀ ଆସନରେ ପତିଆରା ଦେଖାଇଲେଣି ନେତା । କିଏ କେଉଁ ଆସନରୁ ଲଢିବେ ସେଥିନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଯଦି ବିଜେପି ଆସନ୍ତା ନିର୍ବାଚନରେ ବହୁମତ ପାଏ ତେବେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି…

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।…

ବିବିସି ଡକ୍ୟୁମେଣ୍ଟାରୀ: ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତିମାନେ କେବେ ବି ସଫଳ ହେବେନି ବୋଲି କହିଲେ…

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ପରୋକ୍ଷରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ମୋଦୀ କହିଛନ୍ତି। ଶନିବାର ଦିଲ୍ଲୀ କରିଆପ୍ପା ଗ୍ରାଉଣ୍ଡରେ ନ୍ୟାସ୍‌ନାଲ କ୍ରେଡିଟ୍ କର୍ପସ(ଏନ୍‌ସିସି)ର ଏକ ରାଲିକୁ…