Latest Odisha News

BREAKING NEWS

Browsing Category

ଫିଚର

ବକ୍ସ ଅଫିସ୍‌ରେ ପଠାନ୍‌ର ହାଲ୍ଲୋବଲ୍‌ ଜାରି: ୪ ଦିନରେ ୪୦୦ କୋଟି ପାର୍ କଲା ଫିଲ୍ମ

ନୂଆଦିଲ୍ଲୀ: ଶାହରୁଖ ଯେ ବଲିଉଡ୍ ବାଦଶାହ ଏକଥାକୁ ଦର୍ଶକେ ପ୍ରମାଣିତ କରି ଦେଖାଇଛନ୍ତି। ୪ ଦିନରେ ଫିଲ୍ମ ୪୦୦ କୋଟି ଛୁଇଁଛି। ୪ ବର୍ଷ ଧରି ବଡ଼ ପରଦାକୁ ଆସିପାରି ନଥିବା ଶାହରୁଖାନଙ୍କ ଫିଲ୍ମ ପ୍ରଥମ ଦିନରୁ ହିଟ୍ ହୋଇଛି। ସାରା ବିଶ୍ୱରେ ଫିଲ୍ମର ଆୟ ୪୦୦ କୋଟି ପାର୍ କରିଥିବା ବେଳେ ଭାରତରେ…

ପୁଣି ନବୀନଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମୁକୁଟ

ଭୁବନେଶ୍ୱର: ଏତେ ବର୍ଷ ଶାସନ ପରେ ବି ମଳିନ ପଡିନି ନବୀନଙ୍କ ଭାବମୂର୍ତ୍ତି । ଜନସମର୍ଥନ, ଭଲପାଇବା ତାଙ୍କ ପାଇଁ ବଢିଛି ସିନା କମିନି । ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଶ୍ରେଷ୍ଠ ମୁକୁଟ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ପିନ୍ଧିଛନ୍ତି ଏହି ଶ୍ରେଷ୍ଠ…

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ…

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ୱର: ଗିନିଜ ବୁକରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଏ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୂଚନା ଦେଇଛନ୍ତି । ରାଉରକେଲାରେ ୨୧ ହଜାର ବସିବା କ୍ଷମତା ରଖିଥିବା ଏହି ବର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଗିନିଜ ବୁକରେ ସ୍ଥାନ ପାଇଥିବା ନେେଇ ପାଣ୍ଡିଆନ ତାଙ୍କ…

ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ; ଲଦାଖ ଜମି ହରାଇବା ପ୍ରସଙ୍ଗରେ ଦେଲେ କଡା ଜବାବ

ପୁଣେ: ରାହୁଲଙ୍କୁ କଡା ଜାବବ ଦେଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, ବିପକ୍ଷ ନେତା କହୁଛନ୍ତି, ଚୀନ ଏହି ଭୂଖଣ୍ଡକୁ କଜ୍ଜା କରି ନେଇଛି । ହେଲେ ବାସ୍ତବରେ ଏହି ଜାଗା ୧୯୬୨ରେ ଚୀନ ଏହାକୁ ନିଜ କବଜାକୁ ନେଇଛି । ଜବାହାରଲାଲ ନେହରୁ…

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ…

ପରିବର୍ତ୍ତନ ହେଲା ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା…

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ…

ଓଡ଼ିଶାରେ ବିଆରଏସର ବିଗ୍ ଏଣ୍ଟ୍ରି: କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନେକ ବରିଷ୍ଠ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଛନ୍ତି। ତେବେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଆରଏସର ପ୍ରଭାବ…

ରାଜ୍ୟର ଅର୍ଥନୀତିରେ ସହଯୋଗ କରୁଛନ୍ତି ଗୃହିଣୀ: ଫେଡ୍‌

ଭୁବନେଶ୍ୱର: ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କରାଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ…