Latest Odisha News

BREAKING NEWS

Browsing Category

ଫିଚର

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିଶ୍ ହିପକିନ୍ସ

ୱେଲିଂଟନ: ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ଦଳର ନେତା କ୍ରିଶ୍ ହିପକିନ୍ସ। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ସେ ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱ ତେବେ ବୋଲି ହିପକିନ୍ସ କହିଛନ୍ତି।…

ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ଦେହାନ୍ତ

କଟକ: ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଅକ୍ଲାନ୍ତ ଗତ କିଛି ଦିନ ହେବ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସା…

ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରେରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଏହି ବେଶରେ ଦର୍ଶନ ଦିଅନ୍ତି ଭାବମୂର୍ତ୍ତୀ। ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା ୨୧…

ରାତିରେ ନିଦ ହେଉନି କି ? ତେବେ ଆପଣାନ୍ତୁ ଏହି ଉପାୟ…

ଅଧିକାଂଶ ଲୋକ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସଠିକ୍‌ ଭାବେ ନିଦ ନ ହେଲେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଥାଏ  । ତେଣୁ ନିଜ ଶରୀର ପ୍ରତି ଟିକିଏ ଗୁରୁତ୍ୱ ଦେବା ଆବଶ୍ୟକ  । ବିଶେଷଜ୍ଞଙ୍କ ମତ ଅନୁଯାୟୀ, କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।…

ଯଦି ମୁମ୍ବାଇରେ ଆପଣଙ୍କ ଘର ଅଛି ତାହେଲେ ଉର୍ଫିଙ୍କ ସମସ୍ୟାର ସମାଧାନ କରିପାରିବେ?

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନସେନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ଏଥର କାରଣ ଟିକେ ଅଲଗା ରହିଛି। ମୁମ୍ବାଇରେ ରହିବାକୁ ଭଡା ଘର ପାଉ ନାହାନ୍ତି ଏହି ଅଭିନେତ୍ରୀ। ଘର ପାଇବା ପାଇଁ ଅନେକ ସମସ୍ୟାରେ ପଡିଲେଣି ଉର୍ଫି ଜାଭେଦ। ଏବେ ସେ ସାମ୍ନା କରୁଥିବା ସମସ୍ୟା ବାବଦରେ…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଜେଏନୟୁ କ୍ୟାମ୍ପସରେ ସ୍କ୍ରିନିଂକୁ ନେଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହଙ୍ଗାମା। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ରାତି ୯ଟାରେ ସ୍କ୍ରିନିଂ ହେବାର ଥିଲା। କିନ୍ତୁ…

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଡେଢେଲ ଗାଁ ନିକଟ ଜଙ୍ଗଲରୁ ଏହି ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଥୁଲଣିକାନି ଗ୍ରାମର ୫୫ ବର୍ଷୀୟ ରତନୀ ରଣା। ସୋମବାରଠୁ ସେ ଘରୁ ନିଖୋଜ…

ରାଜ୍ୟରେ ଖଣି ନିଲାମୀରେ ଅନିୟମିତତା ହୋଇଥିବା ସରକାର ମାନିଛନ୍ତି, କାହା ପକେଟକୁ ଦୁର୍ନୀତି ଟଙ୍କା ଯାଇଛି?

ଭୁବନେଶ୍ୱର: ଖଣି ନିଲାମରେ ବ୍ୟାପକ ଅନିୟମିତତା ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି। ମଙ୍ଗଳବାର ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।…

କାହିଁକି ବିଜେପି ଛାଡିବେ ଗିରିଧର ଗମାଙ୍ଗ, ଜବାବ ସୁଆଲରେ କହିଲେ ଶିଶିର

ଜବାବ ସୁଆଲ: ଓଡ଼ିଶା ବିଜେପିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଯଦିଓ ତାରିଖ କେବେ କହି ନାହାନ୍ତି ହେଲେ ଉଭୟ ବିଆରଏସରେ ଯୋଗ ଦେବେ ନେଇ…

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…