Latest Odisha News

BREAKING NEWS

Browsing Category

ଫିଚର

ନବୀନଙ୍କ ଗୋଶାଳା ପରିଦର୍ଶନକୁ କଟାକ୍ଷ କଲେ ସାଂସଦ ବସନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଉପକଣ୍ଠ ଜାମୁକୋଳିସ୍ଥିତ ବିଏମସିର ଗୋଶାଳା ପରିଦର୍ଶନ କରିଥିଲେ। ଶନିବାର ସେ ବିଏମସରି ଏହି ଗୋଶାଳ ବୁଲିବା ସହିତ ସେଠାରେ ତିନି ଦିନର ଏକ ବାଛୁରୀର ନାମ କ୍ରୀଷ୍ଣା ଦେଇଥିଲେ। ପରେ ଗୋଶାଳର ନାମ ମଧ୍ୟ କ୍ରିଷ୍ଣା ରଖିଛି ବିଏମସି। ତେବେ…

ଅନ୍ୟର ମନ ପଢ଼ିପାରୁଥିବା ବାବା ବାଗେଶ୍ବରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ବଡ଼ ଆହ୍ୱାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନ୍ୟକୁ ଦେଖି ମନ ପଢି ପାରୁଛନ୍ତି ଛତିଶଗଡ ରାୟପୁରରେ ବାବା ବାଗେଶ୍ୱର ଓରଫ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଏହାକୁ ନେଇ ଏବେ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହାରି ଭିତରେ ବଦ୍ରିକାପୀଠେଶ୍ୱର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ…

ମୋଦୀଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି ମମତା: ଅଧୀର ରଞ୍ଜନ

କୋଲକାତା: ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା ଡମ୍ପର; ୬ ମୃତ

ଲକ୍ଷ୍ନୌ: ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଡମ୍ପର ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଇଛି । ଫଳରେ ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି ।…

ଶନି ଦେବତାଙ୍କୁ ମନ୍ତ୍ରୀ ଦାନ କଲେ କୋଟିଏ ଟଙ୍କାର ସୁନା କଳସ !

ଝାରସୁଗୁଡା: ଚଳିତ ସପ୍ତାହରେ ଶନି ଚଳନ ଆରମ୍ଭ ହୋଇଛି। ଅନେକ ଲୋକ ଘରେ ଶନି ଓ ମନ୍ଦିରରେ ଶନି ପୂଜା କରିଛନ୍ତି। ଏହାରି ଭିତରେ ଏକ ଖବର ଆସିଛି ଜଣେ ଓଡ଼ିଆ ମହାରାଷ୍ଚ୍ରରେ ଶନି ଶିଙ୍ଗଣାପୁର ମନ୍ଦିରରେ କୋଟିଏ ଟଙ୍କାର ଏକ ସୁନା କଳସ ଦାନ କରିଛନ୍ତି। ତେବେ କିଏ ଏହି ଦାନ କରିଛନ୍ତି ସେ ନେଇ…

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox…

ରାହୁଲ-ସଞ୍ଜୟଙ୍କ କଦମତାଳ; ଏକ ନୂଆ ସମୀକରଣର ସୂଚନା

ନୂଆଦିଲ୍ଲୀ: କଂଗ୍ରେସର ଭାରତଯୋଡୋ ଯାତ୍ରାରେ ଶିବସେନା କଶ୍ମୀରରେ ଦ୍ଵିତୀୟ ଥର ପାଇଁ ଏଣ୍ଟ୍ରି ମାରିଛି ଯାହା ଖାଲି ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୪ ପାଇଁ ଏକ ନୂଆ ସମୀକରଣର ସଙ୍କେତ ଦେଉଛି । କଂଗ୍ରେସ ହାତ ଧରି ଶିବସେନା ଖାଲି ବିଏମସି ନିର୍ବାଚନରେ ନିଜକୁ…

ହକି ବିଶ୍ୱକପ : ଭାରତକୁ ହରାଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହି ରୋମାଂଚକ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୩-୩ ଗୋଲ ସ୍କୋର କରିଥିଲେ । ଏହା ପରେ ପେନାଲ୍ଟି ଶୁଟ ଆଉଟର…