Latest Odisha News

BREAKING NEWS

Browsing Category

ଫିଚର

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର…

ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ…

ଟ୍ରଲି ବ୍ୟାଗରୁ ମୃତଦେହ ଉଦ୍ଧାର ମାମଲାରେ ସ୍ତ୍ରୀ ସହ ୩ ଗିରଫ

ଖୋର୍ଦ୍ଧା : ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣା । ମୃତକଙ୍କ ସ୍ତ୍ରୀ ଓ ସମ୍ପର୍କୀୟ ଭାଇ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରେ ଭର୍ତ୍ତି ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକ ଜଣକ ହେଲେ ଲାଖପଡା…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

ବଦଳିବ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ: ଗୋଲାପି ନୁହେଁ ପିନ୍ଧିବେ ମଠାରଙ୍ଗର ଶାଢୀ

ଭବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷୟିତ୍ରୀମାନେ ଆଉ ଗୋଲାପି ଶାଢୀ ପିନ୍ଧିବେନି କି ଶିକ୍ଷକମାନେ କଳାପ୍ୟାଣ୍ଟ ନୀଳ ସର୍ଟ ପିନ୍ଧିବେନି । ବଦଳିବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ । ପ୍ରାଥମିକଠୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଗୋଟିଏ…

ସୁବର୍ଣ୍ଣ କଳସ ଦାନ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ନାସିକ୍‌ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ । ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସୁବର୍ଣ୍ଣ କଳସଟି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ ହୋଇଛି  । ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା  ।…

ବ୍ରିଜ୍‌ ତଳକୁ ଖସିଲା ବସ୍‌; ୨ମୃତ, ଅନେକ ଆହତ

ଢେଙ୍କାନାଳ: ଭାରସମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବସ୍‌  । ଚାଲିଗଲା ୨ଜଣଙ୍କ ଜୀବନ  ।  ସୂଚନା ଅନୁଯାୟୀ, ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟସ୍ଥ ବ୍ରିଜରୁ ଏକ ବସ୍ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତ…

ଏବେ ବି କମିନି କଲମର ଆଦର..

ଭୁବନେଶ୍ବର : ଆଜି ହେଉଛି ‘ହାତଲେଖା ଦିବସ’  । ମଣିଷ କମ୍ପ୍ୟୁଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ବେ କଲମର ଆଦର କମିନି । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ୍ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲ୍ୟାପଟପ୍‌ରେ ଛାତ୍ରଛାତ୍ରୀଙ୍କୁ…

ଓଜନ ହ୍ରାସ କରିବ ଭୃସଙ୍ଗ ପତ୍ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଭୃସଙ୍ଗ ପତ୍ର । ଭୃସଙ୍ଗପତ୍ର ପୋଷକ ତତ୍ତ୍ୱରେ ଭରପୁର। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର ଅନେକ ଉପକାର ହୋଇଥାଏ। ଭୃସଙ୍ଗପତ୍ରରେ ଆଇରନ, କ୍ୟାଲସିୟମ, ଫସଫରସ, ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ସାଧାରଣତଃ ଭୃସଙ୍ଗପତ୍ରର ବ୍ୟବହାର ବ୍ୟଞ୍ଜନର ସ୍ୱାଦକୁ…

ଗାଁ ଗାଁରେ କେନ୍ଦ୍ର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିଭଳି ନିର୍ବାଚନ ଲଢିହ ସେ ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଏକ ଘରୋଇ ହୋଟେଲରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ…