Latest Odisha News

BREAKING NEWS

Browsing Category

ଫିଚର

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍…

ବାରମ୍ବାର ବଦଳି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ କର୍ମଚାରୀ

ଖୋର୍ଦ୍ଧା: ବାରମ୍ବାର ଚାକିରି ବଦଳିରେ ଅସନ୍ତୋଷ ପ୍ରକାଶ କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ନିଜ ହାତଗୋଡ଼ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାମ ରାଜଶ୍ରୀ ଭାରତୀ ବୋଲି ଜଣାପଡ଼ିଛି। ବଦଳିକୁ ବିରୋଧ…

ନ୍ୟୁଜିଲାଣ୍ଡକୁ ତୃତୀୟ ଦିନିକିଆରେ ହରାଇଲେ ଭାରତ ହେବ ଏକ ନମ୍ବର

ରାୟପୁର: ନ୍ୟୁଜିଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିବା ଯୋଗୁ ଭାରତୀୟ କ୍ରିିକେଟ ଟିମର ଆଇସିସି ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଭାରତ ଶେଷ ଦିନିକିଆରେ ବିଜୟ ହାସଲ କଲେ ଦିନିକିଆ ର‌୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭାରତ…

ଡାକ୍ତରଖାନାରେ ଅଧଘଣ୍ଟା ଧରି ଲିଫ୍ଟ ଅଚଳ, ଲିଫ୍ଟ ଭିତରେ ମୃତ୍ୟୁ ସହ ଲଢୁଥିଲେ ରୋଗୀ

ପୁରୀ:ହାତରେ ଲାଗିଛି ସାଲାଇନ । ଡାକ୍ତର କହିଲେ ଅବସ୍ଥା ଗୁରୁତର । ରେଫର କଲେ କଟକ ନେବାକୁ  । ଷ୍ଟ୍ରେଚରରେ ରୋଗୀଙ୍କୁ ପକାଇ ଲିଫ୍ଟରେ ଆଣିଲେ । ହେଲେ ଏ କ’ଣ ? ଅଧାବାଟରେ ଅଟକି ଗଲା ଲିଫ୍ଟ । ଏଣେ  ମରଣ ସହ ଲଢୁଛନ୍ତି ମହିଳା । ଗୋଟିଏ ମୁହୂର୍ତ୍ତ ବି ତାଙ୍କ ପାଇଁ ଥିଲା ମୂଲ୍ୟବାନ । ହେଲେ…

ଆସାମ ମୁଖ୍ୟମନ୍ତ୍ରୀ କହିଲେ, ‘ଶାହରୁଖ କିଏ ? ପଠାନ କ’ଣ ମୁଁ ଜାଣିନି’

ଗୁଆହାଟି:  ‘ଶାହରୁଖ ଖାନ କିଏ ? ମୁଁ ତାଙ୍କ ଫିଲ୍ମ ପଠାନ ବିଷୟରେ କିଛି ଜାଣିନି  ।’  ଚର୍ଚ୍ଚିତ ଫିଲ୍ମ ‘ପଠାନ’କୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଶନିବାର ସାମ୍ବାଦିକମାନେ ବଜରଙ୍ଗଦଳ କର୍ମକର୍ତ୍ତାଙ୍କ ହିଂସାତ୍ମକ କାର୍ଯକଳାପକୁ ନେଇ…

ହକି ବିଶ୍ୱକପ: କ୍ରସ ଓଭରରେ ଖେଳିବେ ୮ଟିମ, କ୍ୱାର୍ଟରକୁ ଉନ୍ନୀତ ହେବେ ୪

ଭୁବନେଶ୍ୱର: ହକି ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହେବାକୁ ଯାଉଛି । ୧୬ ଟିମ ମଧ୍ୟରୁ ୪ଟି ଟିମ ଟୁର୍ଣ୍ଣାମେଂଟରୁ ବାହାର ହୋଇ ସାରିଛନ୍ତି । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏବେ ୮ଟି ଟିମ ମଧ୍ୟରେ କ୍ରସ ଓଭର ମ୍ୟାଚ…

କାନ୍ତରା-୨ ଫିଲ୍ମ ସ୍କ୍ରିପ୍ଟ ପାଇଁ କର୍ଣ୍ଣାଟକ ଜଙ୍ଗଲ ବୁଲି ଦେଖିଲେ ରିଷଭ ସେଟ୍ଟି

ମୁମ୍ବାଇ: ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ରିଷଭ ସେଟ୍ଟିଙ୍କ ବ୍ଲକବଷ୍ଟର ଫିଲ୍ମ କାନ୍ତାରା-୨  । ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ତିଆରି କରିପାରିଛି ଏହି କାନ୍ତରା ଫିଲ୍ମ । ରିଷଭ ସେଟ୍ଟି କାନ୍ତାରା-୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ରିଷଭ ସେଟ୍ଟି ଫିଲ୍ମର…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ରାୟପୁର: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ୨୦.୧ ଓଭରରେ ୨ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ରୋହିତ…

୨୦୨୮ ଅଲିମ୍ପିକ୍ସ: ଆଇସିସି ୬ ଟିମର ଫର୍ମାଟର ପ୍ରସ୍ତାବ ଦେଲା

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ସହ ଲୋକପ୍ରିୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ତତ୍ପରତା ଦେଖାଇଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଁଏ ଟିମକୁ ସାମିଲ କରାଇବା ପ୍ରସ୍ତାବ ଦେଇଛି । କଟ ଅଫ ଡେଟ ଅନୁସାରେ ଆଇସିସି…

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ…