Latest Odisha News

BREAKING NEWS

Browsing Category

ଫିଚର

ମହାପ୍ରଭୁଙ୍କୁ ଦର୍ଶନ କଲେ ପାକିସ୍ତାନରୁ ଆସିଥିବା ଭକ୍ତ

ପୁରୀ: ଓଡିଶା ଆସି ଜଗା ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ। ପାକିସ୍ତାନ କରାଚିରେ ରହୁଥିବା ୪୫ ଜଣ ହିନ୍ଦୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏମାନଙ୍କୁ ପୁରୀ ଆସିବାରେ ସହଯୋଗ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ଏମାନେ ପୁରୀରେ ପହଞ୍ଚି…

ଟ୍ୱିନ୍‌ ସିଟିରେ ଘନକୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳୁ ଟ୍ୱିନ୍‌ ସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ମାତ୍ର ୨୦ରୁ ୩୦ ମିଟର ମଧ୍ୟରେ…

ଆପଣଙ୍କ ମୁଣ୍ଡ ବିନ୍ଧୁଛି କି !

ଆମ ଦୈନନ୍ଦିନ ଜୀବନରେ ଅନେକ ସମୟରେ ମୁଣ୍ଡବିଧା ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟାକୁ ସମସ୍ତେ ସାଧାରଣ ସମସ୍ୟା ବୋଲି ଭାବିଥାଆନ୍ତି । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ…

‘ରାହୁଲ ପିଏମ୍ ହେବାକୁ ଯୋଗ୍ୟ’, ତୃତୀୟ ସାମ୍ମୁଖ୍ୟକୁ ସଞ୍ଜୟଙ୍କ କଟାକ୍ଷ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଯୋଗଦେବା ପାଇଁ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ ସେ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଏବଂ ରାହୁଲ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଜଣେ…

‘ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ସୀତାଙ୍କ ସହ ବସି ମଦ ପିଉଥିଲେ’

ବାଙ୍ଗାଲୋର: ଖ୍ୟାତନାମା ଲେଖକ କେ.ଏସ୍ ଭଗବାନଙ୍କ ବିବାଦୀୟ ମନ୍ତବ୍ୟ। 'ବାଲ୍ମିକୀ ରାମାୟଣ'ରେ କୁହାଯାଛି ଯେ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ ପିଉଥିଲେ। ଶୁକ୍ରବାର (ଜାନୁଆରୀ ୨୦)ରେ କର୍ଣ୍ଣାଟକର ମାଣ୍ଡିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ…

ରେସଲର ଆନ୍ଦୋଳନ ମାମଲା: WFI ଅତିରିକ୍ତ ସଚିବ ବିନୋଦ ତୋମାର ନିଲମ୍ବିତ

ନୂଆଦିଲ୍ଲୀ: ରେସଲର ଆନ୍ଦୋଳନ ମାମଲାରେ କ୍ରୀଡ଼ା ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ଭାରତୀୟ କୁସ୍ତି ସଂଘ(WFI)ର ଅତିରିକ୍ତ ସଚିବ ବିନୋଦ ତୋମାର। ଜାନୁଆରୀ ୧୮ ତାରିଖରୁ WFI ଓ ଏହାର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଭାରତର ଷ୍ଟାର…

ନୀତୀଶଙ୍କୁ ଲାଗିପାରେ ଝଟକା, କୁଶଓ୍ୱା ଦଳ ଛାଡିବା ନେଇ ବଢ଼ିଲା ଚର୍ଚ୍ଚା

ପାଟଣା: ବିହାରର ଜନତା ଦଳ ୟୁନାଇଟେଡରେ ବଡ ଗଡବଡ ହୋଇପାରେ। ଦଳର ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱା ଦଳ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ପଟେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମାଧାନ ଯାତ୍ରା କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଦଳରେ ତାଙ୍କର ପ୍ରମୁଖ…

ଏହି ଦିନ ଭାରତରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍‌, ଦାମ କେତେ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ ଭାରତରେ ଲଞ୍ଚ୍ ହେବାକୁ ଯାଉଛି। ଏହାକୁ ପ୍ରସ୍ତୁତ କରିଛି ସ୍ୱେଦେଶୀ କମ୍ପାନୀ ଭାରତ ବାୟୋଟେକ୍। ଜାନୁଆରୀ ୨୬ ତାରିଖରେ ଏହି ଇଣ୍ଟ୍ରାନାସାଲ କୋଭିଡ୍ ଭ୍ୟାକ୍ସିନ iNCOVACC ଲଞ୍ଚ୍ ହେବ। ଶନିବାର କମ୍ପାନୀର ଚେୟାରମ୍ୟାନ୍ ତଥା…

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ ବର୍ଗ ଅଧ୍ୟାପକ ସଂଘ

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ତାକୁ ବିରୋଧ । ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କ୍ୟାବିନେଟର ଏପରି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆସନ୍ତା…

ରବିବାରଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ରାଜ୍ୟ ତଥା ଜାତୀୟ ପଦାଧିକାରୀ, ପ୍ରଭାରୀ ସମେତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସମେତ ଜିଲ୍ଲା ସଭାପତି ଯୋଗ ଦେବେ। ଏହାପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା। ନିକଟରେ ଦିଲ୍ଲୀରେ…