Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା କଂଗ୍ରେସକୁ ଝଟକା, କେସିଆରଙ୍କ ବିଆରଏସରେ ସାମିଲ ହେଲେ କୈଳାଶ ମୁଖୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ଝଟକା। ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ କଂଗ୍ରେସର ପ୍ରମୁଖ ନେତା କୈଳାଶ କୁମାର ମୁଖୀ। ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜର ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି କୌଳାଶ ମୁଖୀ। ଚିଠିରେ…

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ରେକର୍ଡିଂ କରିଥିବା ୟୁଟ୍ୟୁବର ଅନିମେଶ ଗିରଫ

ପୁରୀ: ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ। ନିକଟରେ ପୁରୀ ଶ୍ରୀମନ୍ଦିରରେ ନୋ ଫ୍ଲାଇଂ ଜୋନ୍ ଉପରେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଇ ସଂପୃକ୍ତ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନିମେଶ। ଶ୍ରୀମନ୍ଦିର ପୋଲିସ ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ପୋଲିସ…

ମାଇକ୍ରୋସଫ୍ଟ ପରେ ଆମାଜନର ଛଟେଇ; ବିଦା ହେବେ ୧୮ ହଜାରରୁ ଅଧିକ କର୍ମଚାରୀ

ୱାଶିଂଟନ:ପ୍ରମୁୁଖ ସଫ୍ଟଓୟାର କମ୍ପାନୀ ମାଇକ୍ରୋସଫ୍ଟ ନିଜର ୧୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପରେ ଏବେ ଆମାଜନ ତାର କର୍ମଚାରୀ ହଟାଇବା ଆରମ୍ଭ କରିଛି । ମାଇକ୍ରୋସଫ୍ଟ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏପରି ପଦକ୍ଷେପ  ନେଇଥିବା କହୁଥିବାବେଳେ ଅମାଜନ ବି ସମାନ କଥା…

ହାଇଦ୍ରାବାଦରେ କେସିଆରଙ୍କ ମୋଦୀ ବିରୋଧୀ ମେଳି, କେତେ ସଫଳ ହେବ?

ହାଇଦ୍ରାବାଦ: ଆସନ୍ତା ଲୋକସଭା ନିର୍ବାଚନ ଉପରେ ​​ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ନଜର ରଖିଛନ୍ତି। ବୁଧବାର ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି ନେତୃତ୍ବରେ ଏକ ମେଗା ରାଲି କରିଛନ୍ତି କେସିଆର। ଅଣ କଂଗ୍ରେସ ଓ ଅଣ ବିଜେପି ତଥା ମୋଦୀ ବିରୋଧୀଙ୍କୁ ଏକାଠି କରି…

ଭୁବନେଶ୍ଵରରେ ପହଞ୍ଚିଲା ଡାକୋଟା; ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିମାନ ବନ୍ଦରଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,  ବିଜୁ ବାବୁଙ୍କ…

ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ବ୍ୟର୍ଥ ହେଲା ବ୍ରେସୱେଲଙ୍କ ଶତକ

ହାଇଦ୍ରାବାଦ: ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ସହାୟତାରେ ଭାରତ ୧୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୩୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୧ ଓଭରରେ ୩୩୭ ରନ କରି ଅଲଆଉଟ…

ଓଏଲଏକ୍ସରେ ଚଢା ଦରରେ ହକି ଟିକେଟ ବିକ୍ରି କରି ୫ ଯୁବକ ଗିରଫ

ଭୁବନେଶ୍ୱର: ହକି ଟିକେଟ କଳାବଜାରୀ କରି ୫ ଗିରଫ। ଆସନ୍ତାକାଲି ଭାରତର ମ୍ୟାଚ ରହିଛି । ଏହା ପୂର୍ବରୁ ଓଏଲଏକ୍ସ ଏବଂ ଅନ୍ୟାନ୍ୟ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଟିକେଟ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଯୁୂବକ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାନୁଆରି ୧୯…

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା; ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ…

ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ

ବରଗଡ଼: ନକଲି ଔଷଧ ବିକ୍ରି ଅଭିଯୋଗରେ ବରଗଡରେ ଏକ ଔଷଧ ଦୋକାନର ମାଲିକଙ୍କୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଏ ନେଇ ଟାଉନ୍ ଥାନାରେ ଅଶୋକ ମେଡିକାଲ୍ ହଲର ମାଲିକ ସୁନୀଲ ଅଗ୍ରଓ୍ୱାଲଙ୍କ ନାଁରେ  ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ଏଫଆଇଆରରେ ବାରଣାସୀର 3 ଜଣ ଡ୍ରଗ୍ସ ଯୋଗାଣକାରୀଙ୍କ ନାଁ ମଧ୍ୟ…

‘ଓଡିଶାର ଗରିବ ଲୋକଙ୍କ ଅଧିକାର ଛଡାଇ ନେଉଛି ବିଜେପି’

ଭୁବନେଶ୍ୱର: ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଇଛି । ଓଡ଼ିଶାର ଗରିିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ହେଉ ବିଜେପି ଏହାକୁ ଲୋକଙ୍କଠାରୁ ଛଡ଼ାଇ…