Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଅନେକ ଦୂର ପର୍ଯ୍ୟନ୍ତ ଦିଶୁଛି ନିଆଁ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ନଏଡା ସୀମାବର୍ତ୍ତୀ ଏକ ପାର୍କରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋସିଆଲ ମିଡିଆରେ ଏହାର ଭୟଙ୍କର ଦୃଶ୍ୟକୁ ଅନେକ ୟୁଜର୍ସ ଟୁଇଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ସାରା ଆକାଶ ଧୂଆଁମୟ ହୋଇଯାଇଛି । ଅନେକ ଦୂର ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ…

ମୁହଁ ଖୋଲିଲେ ବ୍ରିଜ ଭୂଷଣ: ସତ୍ୟ ପ୍ରମାଣିତ ହେଲେ ଫାଶୀରେ ଝୁଲି ପଡିବି

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲରମାନେ ବୁଧବାର ଜନ୍ତର ମନ୍ତରରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ବିରୋଧରେ ଧାରଣା ଦେଇଛନ୍ତି । ଏପରିକି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବ୍ରିଜ ଭୂଷଣଙ୍କୁ ପଚରାଯିବାରୁ…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ସତ୍ୱେ ପୁନର୍ବାର ବ୍ୟାକଫୁଟରେ ଓଡିଶା

ମୀରଟ:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଶାନ୍ତନୁ ମିଶ୍ରଙ୍କ ଆକର୍ଷଣୀୟ ଶତକ ସତ୍ୱେ ଉତରପ୍ରଦେଶ ବିପକ୍ଷରେ ଓଡିଶା ପୁନର୍ବାର ବ୍ୟାକଫୁଟରେ ରହିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ୧୦୯ ରନ କରିଥିବା ବେଳେ ରାଜେ ଧୂପର ୬୨ ଓ ଅଭିଷେକ ରାଉତ…

କିଭରେ ବିମାନ ଦୁର୍ଘଟଣା; ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ:ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ଏକ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାଯାଇଛି । ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ । ଏମାନଙ୍କ…

ସବୁଠାରୁ ଯୁବ ଖେଳାଳି ଭାବେ ଦ୍ୱିଶତକ ହାସଲ କଲେ ଶୁଭମନ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଶୁଭମନ ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଶୁଭମନ( ୨୩ ବର୍ଷ ୧୩୨ ଦିନ) ସବୁଠାରୁ ଯୁବ କ୍ରିକେଟର ଭାବେ ସୀମିତ ଓଭର କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

ଯେଉଁ ଦିନ ପ୍ରଥମ ଥର ପାଇଁ ପୃଥିବୀ ହଳ ହେଲା, ସେଦିନୁ ବିନାଶର କାହାଣୀ ଆରମ୍ଭ ହେଲା

 ଆଜିକାଲିର ଆଧୁନିକ ସମାଜ ଆଳରେ ହଜି ଯାଉଛି ବନ୍ୟଜନ୍ତୁଙ୍କ ବାସସ୍ଥାନ | ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ପ୍ରାୟ ୫୦ ପ୍ରତିଶତ ଜୀବ ବିଲୁପ୍ତ ହୋଇଯିବେ। ଧରା ପୃଷ୍ଠରୁ ଜୀବମାନେ ବିଲୁପ୍ତ ହେବାରେ ସବୁଠୁ ବଡ଼ ଭୂମିକା ରହିଛି ଆମର ଆଧୁନିକ ପ୍ରଣାଳୀର…

ଡବ୍ଲ୍ୟୁଏଫଆଇ ସଭାପତିଙ୍କ ବିରୋଧରେ ଧାରଣାରେ ବସିଲେ ଭାରତୀୟ ରେସଲର

ନୂଆଦିଲ୍ଲୀ: ଭାରତର ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଷ୍ଟାର ରେସଲର ଆଜି ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି । ଏପରିକି ସେମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ମଧ୍ୟ ଆଣିଛନ୍ତି ।…

ଗୁପ୍ତ ସ୍ଥାନରେ ଭେଟ ହେଲେ ଆମେରିକା-ୟୁକ୍ରେନ ସେନାଧିକାରୀ, କିଛି ବଡ ହେବ କି ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ବିଭିନ୍ନ ପ୍ରକାରର ଚାପ ଏବଂ ପ୍ରତିବନ୍ଧ ସତ୍ୱେ ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ତେବେ ଏହା ମଧ୍ୟରେ ପ୍ରଥମ ଥର ଆମେରିକାର ଶୀର୍ଷ ଜେନେରାଲ ମାର୍କ ମିଲେ ୟୁକ୍ରେନର ସମକକ୍ଷଙ୍କ ସହ ଏକ ଗୁପ୍ତ ବୈଠକ କରିଥିବା ଜଣାପଡିଛି ।…

ଆଉ ୩ ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଶୀତ କମିଥିବା ବେଳେ ଭୋରରୁ ଲାଗି ରହୁଛି ଘନ କୁହୁଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ୧୯ ସକାଳ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ସ୍ୱଳ୍ପ ବର୍ଷା…

ଜମି ବିକ୍ରି ଏବଂ ଅଧିଗ୍ରହଣ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅନୁଗୋଳ : ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମରୁ ଚକବନ୍ଦୀ ରେକର୍ଡ ଉଚ୍ଛେଦ କରିବା ସହିତ ଜମି ବିକ୍ରି କରିବା ଏବଂ ଅଧିଗ୍ରହଣ ସ୍ଥଗିତ ରଖିବା ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।…