Latest Odisha News

BREAKING NEWS

Browsing Category

ଫିଚର

ଏହି ମନ୍ଦିରକୁ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ମନା

ବ୍ୟୁରୋ : ଆପଣମାନେ ଜାଣିଥିବେ ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…

ଡକାୟତି ଅଭିଯୋଗରେ୨ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର : ଧରାପଡ଼ିଲେ ଡକାୟତି ଦଳ  । ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଛକ ଠାରେ ଏକ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୁଇ ନାବାଳକ ସମେତ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ…

ପରିବେଶ ପ୍ରଦୂଷଣ ରୋକିବାକୁ ଜାତିସଂଘର ପ୍ରୟାଶରେ ସାମିଲ୍ ହେଲା ସୁଦର୍ଶନଙ୍କ ବାଲୁକା କଳା

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ରୋକିବାକୁ ଜାତିସଂଘର ପ୍ରୟାଶରେ ସାମିଲ୍ ହେଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ମେସେଜ୍ ଦେଇ ଜାତିସଂଘ ସୁଦର୍ଶନଙ୍କ ବାଲୁକା କଳାର ଏକ ଫଟୋକୁ ବ୍ୟବହାର କରିଛି। ଏନେଇ ବାଲୁକା ଶିଳ୍ପୀ…

ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୯ ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଏକ ଟ୍ରକ ଏବଂ…

ସାମ୍ନାକୁ ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଶ୍ବାସରୁଦ୍ଧରୁ ମୃତ୍ୟୁ

କଟକ  : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ।  ଆସିଲା ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ  । ଏହି ରିପୋର୍ଟରେ ଶ୍ବାସରୁଦ୍ଧରୁ ରାଜଶ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେହି…

ଶରୀରରେ ହିମୋଗ୍ଲୋବିନ୍‌ କମିଯାଉଛି କି !

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍,…

ବାବୁ ବନାମ ନେତା: ବିଡିଓଙ୍କୁ ‘କିରାଣୀ’ କହିଲେ କନକ ବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର: ବଲାଙ୍ଗୀରରେ ନେତା ବନାମ ବାବୁ ପାର୍ଟ ଟୁ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ଥିବାବେଳେ ପୁଣିଥରେ ସାମ୍ନାକୁ ଆସିଛି ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ବିଡିଓ ବାବୁ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓଙ୍କ…

ଚୀନରେ ଗୋଟିଏ ଦିନରେ ୩୬ ହଜାର ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ଚୀନ ଅପେକ୍ଷା କରିଛି କରୋନାର ଏକ ଘାତକ ଲହରକୁ। ଯେଉଁଥିରେ ଗୋଟିଏ ଦିନରେ ୩୬ ହଜାର ଜଣ ପ୍ରାଣ ହରାଇବାର ଆଶଙ୍କା ରହିଛି। ଏକ ଆକଳନରୁ ଜଣାପଡିଛି ଯେ ଚୀନରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏବଂ ୨୬ ଜାନୁଆରୀରେ ଗୋଟିଏ ଦିନରେ ପ୍ରାୟ ୩୬,୦୦୦ ମୃତ୍ୟୁ ହେବାର…

‘ଗୁଜରାଟ ଫର୍ମୁଲାକୁ ଆପଣାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି’

ଭୁବନେଶ୍ୱର: ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ବିଜେପିକୁ ନିଜର ଏଜେଣ୍ଡା ବାବଦରେ ଏକ ପ୍ରକାର ବାର୍ତ୍ତା ମିିଳିଥିବା କୁହାଯାଉଛି। କେଉଁ ଆଧାରରେ ନିର୍ବାଚନ ଲଢାଯିବ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ହେବ ଏବଂ…

ଓଡ଼ିଶାରେ ଏକାଠି ହୋଇ ଏଣ୍ଟ୍ରି ମାରିବେ କେଜ୍ରିଓ୍ୱାଲ, କେସିଆର!

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଧାନସଭା ଓ ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଛି। ଏହା ପୂର୍ବରୁ କିଛି ନୂଆ ଦଳ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିବା ଜଣାପଡିଛି। ତେଣୁ ସ୍ବାଭାବିକ ଭାବେ କିଛି ଅସନ୍ତୁଷ୍ଟ ନେତାଙ୍କୁ ନୂଆ ଦଳରେ ଯୋଗ ଦେବାକୁ ସୁଯୋଗ ମିଳିବ। ଏହି…