Latest Odisha News

BREAKING NEWS

Browsing Category

ଫିଚର

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର…

ଚାଇନା ସମେତ ୩୬ଟି ଦେଶକୁ କଣ୍ଡୋମ ରପ୍ତାନୀ ହୁଏ ଏହି ସହରରୁ

ମୁମ୍ବାଇ: ଆଜି ବି ଲୋକମାନେ କଣ୍ଡୋମ ବିଷୟରେ ସାର୍ବଜନୀନ ଭାବେ କିଛି କହିବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ କଣ୍ଡୋମ ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ପରିଚୟରେ ପରିଣତ ହୋଇଛି। ଔରଙ୍ଗାବାଦରେ ଦେଶରେ ୧୦ଟି କଣ୍ଡୋମ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଶ୍ୱର ୩୬ ଟି ଦେଶକୁ କଣ୍ଡୋମ…

ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହେଲେ ସରକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ

ପୁରୀ: ଜାତୀୟ ପତାକାକୁ ଅସମ୍ମାନ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ପ୍ରଶାନ୍ତ କୁମାର ସ୍ବାଇଁ। ପୁରୀ ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ପ୍ରଶାନ୍ତ କୁମାର ସ୍ୱାଇଁ ଦେଶର ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଭିଡିଓ ବିଜୁଳି ବେଗରେ ଭାଇରାଲ ହୋଇଥିଲା।…

ହକି ବିଶ୍ୱକପ ପାଇଁ ରାଜଧାନୀ ଜଗିବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। ଗୁରୁବାର ଟ୍ୱିନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱରରେ ପ୍ରାୟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ…

ଓଟିଇଟି ପରୀକ୍ଷାରେ ଅନିୟମତତା ଦର୍ଶାଇ ବୋର୍ଡ ଅଫିସ ଆଗରେ ପ୍ରତିବାଦ

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁବାର ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ ବୋର୍ଡ ଅଫିସ ଆଗରେ ଏକାଠି…

ହିତାଧିକାରୀ ଜାଣିବେ କିଏ ଦେଉଛି ଚାଉଳ, ବିଜେଡି କହିଲା ମାଇଲେଜ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ୱର: ରାଜନୀତିରେ ଯେଉଁ କିଛି ପ୍ରସଙ୍ଗ ସବୁଦିନ ଚର୍ଚ୍ଚାରେ ଥାଏ ତାହେଲେ ଚାଉଳ ରାଜନୀତି। ନିର୍ବାଚନ ବେଳେ ନବୀନ ଚାଉଳ ଦେଉଛନ୍ତି ବୋଲି ରାଜ୍ୟର ଶାସକ ଦଳ ବିଜେଡି ଭୋଟ୍ ମାଗିବାର ନଜିର ରହିଛି। ହେଲେ କେନ୍ଦ୍ର ଯୋଜନାରେ ରାଜ୍ୟ କିଛି ଟଙ୍କା ଦେଇ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା…

ନାଁ ବଦଳାଇ ପୁରୁଣା ଯୋଜନାକୁ ରିଲଞ୍ଚ କଲା କେନ୍ଦ୍ର: ଜାଣନ୍ତୁ କ’ଣ ଥିଲା, କ’ଣ ହେଲା

ଭୁବନେଶ୍ୱର: କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନୂତନ ସମନ୍ୱିତ…

ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ; ନିକଟରେ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଥିଲେ

ନୂଆଦିଲ୍ଲୀ: ନିକଟରେ ରାହୁଲ ଗାନ୍ଦୀଙ୍କ ସହିତ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇ ଚର୍ଚ୍ଚାରେ ରହିଥିବା ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଅର୍ଥ ବିଭାଗର ସଚିବ ଥିବା ବେଳେ ମାୟାରାମ ଟଙ୍କା ଛାପିବା ନେଇ ଟେଣ୍ଡର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏନେଇ…

ତ୍ରିପୁରାରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପ୍ରଥମ ଲକ୍ଷ୍ୟ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ତ୍ରିପୁରାରେ ନିରପେକ୍ଷ ବିଧାନସଭା ନିର୍ବାଚନ ପାଇଁ ଇଲେକ୍ସନ କମିଶନଙ୍କ ପ୍ରସ୍ତୁତି ବୈଠକ। ଗୁରୁବାର ରାଜ୍ୟର ସବୁ ଦଳର ପ୍ରତିନିଧିମାନଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ଇସି ଅନୁପ…

ଓଡ଼ିଶାରେ ପାଠ ପଢ଼ି ଆମେରିକାର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର

ନୂଆଦିଲ୍ଲୀ: ଓଡ଼ିଶାରେ ପାଠ ପଢ଼ି ଆମେରିକର ମଲ୍‌ଟିନ୍ୟାସ୍‌ନାଲ କମ୍ପାନୀରେ ସିଇଓ ହେଲେ ରବି କୁମାର। ଆମେରିକୀୟ ବହୁଦେଶୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ନିଯୁକ୍ତ ହୋଇଛନ୍ତି ଇନ୍‌ଫୋସିସ୍‌ର ପୂର୍ବତନ ଅଧ୍ୟକ୍ଷ ଭାରତର ରବି କୁମାର। ବ୍ରାଏନ ଏମ୍‌ଫ୍ରିସ୍‌ଙ୍କ ସ୍ଥାନରେ…