Latest Odisha News

BREAKING NEWS

Browsing Category

ଫିଚର

ବାସମତୀ ଚାଉଳର ମାନ ନିର୍ଦ୍ଦାରଣ କଲା କେନ୍ଦ୍ର

ନୂଆଦିଲ୍ଳୀ: ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସ୍‌ଏସ୍‌ଏଆଇ) ପ୍ରଥମ ଥର ପାଇଁ ଦେଶର ବାସମତୀ ଚାଉଳର ମାନକୁ ସୁନିର୍ଦ୍ଦିଷ୍ଟ କରିଛି। ଏଥିରେ ଧୂସର ବାସମତୀ, ମିଲ୍‌ରେ କୁଟା ଯାଇଥିବା ବାସମତୀ, ଏକଉଁସା (ଆଂଶିକ ସିଝାଯାଇଥିବା) ଧୂସର ବାସମତୀ ଚାଉଳ ଅନ୍ତର୍ଭୁକ୍ତ। ୨୦୨୩ ସଂଶୋଧିତ…

ଭାରତରେ କର୍ମଚାରୀ ଛଟେଇ ଆରମ୍ଭ କଲା ଆମାଜନ; ଇ-ମେଲ୍ ପଠାଇ ଚାକିରିରୁ ବିଦା କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତରେ କର୍ମଚାରୀ ଛଟେଇ ଅଭିଯାନ ଆରମ୍ଭ କଲା ଆମାଜନ। ନିକଟରେ ଛଟେଇ ନେଇ ସର୍ବସାଧାରଣରେ ଘୋଷଣା କରିଥିଲେ ଆମାଜନ ସିଇଓ ଆଣ୍ଡି ଜ୍ୟାସୀ। ବିଶ୍ୱବ୍ୟାପୀ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ସେ ଘୋଷଣା କରିଥିଲେ। ସେଥିମଧ୍ୟରୁ ଭାରତରୁ ଏକ ହଜାର କର୍ମଚାରୀଙ୍କ ଛଟେଇ ହେବ…

ବିହାର ରାଜନୀତିରେ ନୀତିଶ-ଶରଦ ଯୋଡି, ପରେ ଲାଲୁ କ୍ୟାମ୍ପରେ ପୃଥକ ପୃଥକ ସାମିଲ ହୋଇଥିଲେ

ନୂଆଦିଲ୍ଲୀ: ବିହାରର ଚର୍ଚ୍ଚିତ ଚେହେରା ତଥା ଦେଶର ବରିଷ୍ଠ ନେତା ଶରଦ ଯାଦବଙ୍କର ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥତା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ଆଜି ଗୁରୁଗ୍ରାମର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଝିଅ ଶୁଭାଷିନି ଶରଦ ଯାଦବ ଟ୍ବିଟ୍…

ପୂର୍ବତନ ଜେଡିୟୁ ସଭାପତି ଶରଦ ଯାଦବଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜେଡିୟୁ ସଭାପତି ଶରଦ ଯାଦବଙ୍କ ବିୟୋଗ। ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା। ଶରଦଙ୍କ ବିୟୋଗ ବାବଦରେ ଟ୍ବିଟ୍ କରି ତାଙ୍କ ଝିଅ ଶୁଭାଶନି ଶରଦ ଯାଦବ ସୂଚନା ଦେଇଛନ୍ତି। ତାଙ୍କ ବାପା ଆଉ ଏହି ଇହ ଜଗତରେ ନାହାନ୍ତି ବୋଲି ଟ୍ବିଟ୍ କରି ସେ…

ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ସିରିଜରେ ଭାରତ ୨-୦ରେ ଅଗ୍ରଣୀ

କୋଲକାତା: ଇଡେନଗାର୍ଡେନରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତ ବିଜୟରେ କେଏଲ ରାହୁଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୬୪ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାଶ…

ସର୍ବଭାରତୀୟ ପୋଷ୍ଟାଲ ଆଥଲେଟିକ୍ସ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: କେରଳର ଥିରୁୱନ୍ତପୁରମରେ ଅନୁଷ୍ଠିତ ୩୫ତମ ସର୍ବ ଭାରତୀୟ ପୋଷ୍ଟାଲ ଆଥଲେଟିକ ମିଟ ଓ ସାଇକ୍ଲି ଟୁର୍ଣ୍ଣାମେଂଟରେ ଓଡିଶା ପ୍ରତିଯୋଗୀମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଓଡିଶା ପୋଷ୍ଟାଲ ଟିମ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ କରିଛି । ମହିଳା ଲଙ୍ଗଜମ୍ପରେ…

ବିଶ୍ୱ ଭେଟେରାନ ଟିଟି ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଓମାନର ମାସ୍କଟଠାରେ ଚଳିତ ମାସ ୧୫ରୁ ୨୧ ପର୍ଯ୍ୟନ୍ତ ବିଶ୍ୱ ଭେଟେରାନ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ୨ଜଣ ହେଲେ ଦେବଦତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ । ଶନିବାର…

ସାଉଥ ଫିଲ୍ମ ଶରଣରେ ଏବେ ଅଧା ବଲିଉଡ ଷ୍ଟାର

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବା ବେଳେ ଦକ୍ଷିଣ ଭାରତ ଫିଲ୍ମ ଇତିହାସ ରଚୁଛି । ଏହା ଦେଖି ଅଧା ବଲିଉଡ ଷ୍ଟାର ସାଉଥ ଫିଲ୍ମ ଶରଣରେ ପଶିଛନ୍ତି । ଫ୍ଲପ କ୍ୟାରିୟର ସଜାଡିବା ପାଇଁ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କାପୁର ଓ ସଲମାନ ଖାଁ ବି…

ସେଲ୍ସ ଟ୍ୟାକ୍ସକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ…

୩୩୦ ଶଯ୍ୟା ବିଶିଷ୍ଟ ହେବ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ, ୩୨ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: କେନ୍ଦୁଝର ସହ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟର କଳେବର ବଢ଼ିବ । ମେଡିକାଲରେ ଥିବା ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ଶଯ୍ୟା ସଂଖ୍ୟା ୩୩୦କୁ ବୃଦ୍ଧି କରାଯିବ । ଏଥିଲାଗି ଆବଶ୍ୟକ ଅତିରିକ୍ତ ମାନବସମ୍ବଳ ନିୟୋଜନ…