Latest Odisha News

BREAKING NEWS

Browsing Category

ଫିଚର

ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି କହିଲା ଭୋଟ ରାଜନୀତି

ପାଟନା: ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବୁଧବାର ହିନ୍ଦୁତ୍ୱ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଛି । ଚନ୍ଦ୍ରଶେଖର ଏକ ବୟାନ ଦେଇ କହିଥିଲେ, ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ଉପରେ ଆଧାରିତ ରାମଚରିତ ମାନସ ସମାଜରେ ଘୃଣା ମନୋଭାବ ସୃଷ୍ଟି କରୁଛି । ଚନ୍ଦ୍ରଶେଖରଙ୍କର ଏହି ବୟାନ ପରେ…

ଜଳଖିଆ ତିଆରି କଲାବେଳେ ଫାଟିଗଲା ସିଲିଣ୍ଡର; ଜଳିଗଲେ ପରିବାରର ୬ ସଦସ୍ୟ

ପାନିପତ: ସକାଳୁ ସକାଳୁ ଛାତି ଥରାଇ ଦେବା ପରି ଘଟଣା । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପାନିପତର ବିଚପାଡି ଗାଁରେ ଘଟିଛି ଏପରି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ୧୬୪ କୋଟି ଟଙ୍କାର ରିକଭରି ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ରିକଭରି ନୋଟିସ । ୧୬୪ କୋଟି ୧୦ ଦିନ ଭିତରେ ଫେରାଇବାକୁ ଡିଆଇପି ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍ସେନା ମୁଖ୍ୟ ସଚିବଙ୍କୁ ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ନେଇ…

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ଉଜବେକିସ୍ତାନରେ ଭାରତ କଫ୍ ସିରପ ବ୍ୟବହାରକୁ ବାରଣ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କଫ୍ ସିରପର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନା କରାଯାଇଛି । ବିଶେଷକରି ପିଲାମାନଙ୍କ ପାଇଁ ବ୍ୟବହୃତ ୨ ପ୍ରକାର କଫ ସିରପକୁ ବାରଣ କରିଛି ଡବ୍ଲୁଏଚଓ । ୧୮ଜଣ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।…

ହେୟାର କଲର ଲଗାଉଛନ୍ତି କି ! ନଷ୍ଟ ହୋଇପାରେ କେଶ….

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି  । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ…

ପାକିସ୍ତାନରେ ଖାଦ୍ୟ ପାଇଁ ହାହା କାର, ଚିନ୍ତାରେ ଭାରତୀୟ କମ୍ପାନୀ

ଇସଲାମାବାଦ: ପାକିସ୍ତାନରେ, ଚିକେନ୍ ଠାରୁ କ୍ଷୀର ପର୍ଯ୍ୟନ୍ତ ଏବଂ ମଇଦା ଠାରୁ ପିଆଜ ପର୍ଯ୍ୟନ୍ତ ସବୁ ଜିନିଷର ମୂଲ୍ୟ ଆକାଶଛୁଆଁ ହୋଇଛି। ଅଟା କିଲୋ ପିଛା ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ଜିନିଷ ଦର ମଧ୍ୟ ଆକାଶଛୁଆଁ ହୋଇଛି।  ମୁଦ୍ରାସ୍ଫୀତି ଏହି ଦେଶକୁ ସବୁ ଦିଗରୁ…

ନକଲି ସୁନା ବନ୍ଧକ ରଖି ଋଣ ଦେବା ଅଭିଯୋଗରେ ମଣପୁରମ କମ୍ପାନୀର ଦୁଇ ଅଧିକାରୀ ଗିରଫ

ଫୁଲବାଣୀ: ନକଲି ସୁନା ବନ୍ଧକ ରଖି ଋଣ ଦେବା ମହଙ୍ଗା ପଡ଼ିଛି। ଗିରଫ ହେଲେ ମଣପୁରମ ଫାଇନାନ୍ସ ଲିମିଟିଡେର ଦୁଇ ଅଧିକାରୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଗିରଫ କରିଛି ପୋଲିସ। ୭୦ ଲକ୍ଷ ୮୭ ହଜାର ୮୭୨…

ପୁଣିଥରେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କଲେ ଉପରାଷ୍ଟ୍ରପତି

ଜୟପୁର: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପୁଣିଥରେ ସୁପ୍ରିମକୋର୍ଟକୁ ସମାଲୋଚନା କରିଛନ୍ତି। ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନକୁ କୈଣସି ଅନୁଷ୍ଠାନ ଖାରଜ କରିପାରିବ ନାହିଁ। ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି। ରାଜସ୍ଥାନ ବିଧାନସଭାରେ ଅଲ ଇଣ୍ଡିଆ ପ୍ରିଜାଇଡିଂ…

‘ଆର୍ଥିକ ମାନଦଣ୍ଡରେ ଦେଶରେ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆର୍ଥିକ ମାନଦଣ୍ଡ ଆଧାରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଏହାପଛକୁ ମହାରାଷ୍ଟ୍ର ଓ ଗୁଜରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ପରିବେଶ ଦୃଷ୍ଟିରୁ ଆନ୍ଧ୍ରପ୍ରଦେଶ ଏହି ତାଲିକାର ଶୀର୍ଷରେ ରହିଛି। କର୍ଣ୍ଣାଟକ ଦ୍ୱିତୀୟ ଓ ତେଲେଙ୍ଗାନା…