Latest Odisha News

BREAKING NEWS

Browsing Category

ଫିଚର

ଦେଶର ଶ୍ରେଷ୍ଠ ରାଜ୍ୟର ତାଲିକା ପ୍ରକାଶ କଲା ରେଟିଙ୍ଗ ଏଜେନ୍ସି କେୟାର ଏଜ୍

ନୂଆଦିଲ୍ଲୀ: ଅର୍ଥନୀତି, ସାମାଜିକ ତଥା ଶାସନ କ୍ଷେତ୍ରରେ ଦେଶରେ ମହାରାଷ୍ଟ୍ର ପ୍ରଥମ ସ୍ଥାନ ଅଧିକାର କରିଛି। ଏହାପଛକୁ ଗୁଜୁରାଟ ଏବଂ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। କ୍ରେଡିଟ୍ ରେଟିଂ ଏବଂ ରିସର୍ଚ୍ଚ କମ୍ପାନୀ କେୟାର ଏଜ୍ ଏହି ରିପୋର୍ଟ ପ୍ରକାଶ କରିଛି।…

ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶେଷ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଦୀ ଦଳଙ୍କୁ ଚିଠି ନିମନ୍ତ୍ରଣ କଲା କଂଗ୍ରେସ। ଗତବର୍ଷ ସେପ୍ଟେମ୍ବର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ…

ଅଟୋ ଏକ୍ସପୋ ୨୦୨୩: ହ୍ୟୁଣ୍ଡାଇ Ioniq 5 EV ଏସ୍‌ୟୁଭିକୁ ସିଗ୍‌ନେଚର ଷ୍ଟାଇଲ୍‌ରେ ଲଞ୍ଚ୍ କଲେ ଶାହରୁଖ

ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଏସ୍‌ୟୁଭି ହ୍ୟୁଣ୍ଡାଇ ଆୟୋନିକ ୫ ଇଭି । ଅଟୋଏକ୍ସପୋ ୨୦୨୩ରେ ଏହାକୁ ଲଞ୍ଚ କରିଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ।ଶାହରୁଖ ତାଙ୍କ ସିଗ୍‌ନେଚର ଷ୍ଟାଇଲ୍‌ରେ ଦୁଇ ହାତ ଲମ୍ବାଇ ହ୍ୟୁଣ୍ଡାଇର ଏହି ଜବରଦସ୍ତ Ioniq 5 EV ଏସ୍‌ୟୁଭିକୁ ଲଞ୍ଚ୍ କରିଛନ୍ତି। କମ୍ପାନୀ ସହ…

ହକି ବିଶ୍ୱକପ ଆଳରେ ନବୀନଙ୍କ ଭାବମୂର୍ତ୍ତି ସଜଡା ହେଉଛି: ବିଜେପି

ଭୁବନେଶ୍ୱର: ଗାଁ ଲୋକଙ୍କ ଠାରେ ହକି ବିଶ୍ୱକପର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଏଲଇଡି ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ। ଏପରି ବ୍ଯବସ୍ଥାକୁ ନେଇ କିନ୍ତୁ ପ୍ରଶ୍ନ ଉଠାଇଛି ବିଜେପି।…

ଟିଏମସି ବିଧାୟକଙ୍କ ଠିକଣାରେ ଆୟକର ଟିମ୍, ୧୦ ଘଣ୍ଟା ହେବ ଚାଲିଛି ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗର ଟିଏମସି ବିଧାୟକଙ୍କ ଠିକଣାରେ ଆୟକର ବିଭାଗର ରେଡ୍। ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ମୁର୍ସିଦାବାଦର ଟିଏମସି ବିଧାୟକ ଜାକିର ହୁସେନ୍‌ଙ୍କ ଘରେ ତଥା କାରଖାନା ପରିସରରେ ଚଢାଉ କରିଛି। ଏହା ବ୍ୟତୀତ ଆୟକର ଟିମ୍ ପଶ୍ଚିମବଙ୍ଗର ଅନ୍ୟ ଜଣେ ଟିଏମସି ନେତାଙ୍କ ଘରେ…

ବିଶ୍ୱକପ ହକି ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର…

ଗତ ଜୁନରେ ଅଭିଯୋଗ କରିଥିଲେ, ଜାନୁଆରୀରେ ନିଜେ ଧରା ପଡ଼ିଲେ

ପୁରୀ: ପୋଲିସ ବଟି ନେଇ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି, ଅବକାରୀ ବିଭାଗ କଣ କରିବ ? ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଏଭଳି ଏକ ଚିଠି ପୁରୀ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଏ ଚିଠି ଅବକାରୀ କମିଶନରଙ୍କୁ ଲେଖିଥିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।…

ହକି ବିଶ୍ୱକପ୍, କେନ୍ଦ୍ରକୁ କୃତଜ୍ଞତା ଜଣାଇଲେ ନବୀନ

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ବୁଧବାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

BSKY କାର୍ଡରେ ଠକେଇ ଉପରେ ସ୍ୱାସ୍ଥ୍ୟ ବିଭାଗର ଆଖି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଜନହିତାକାଂକ୍ଷୀ ଯୋଜନା ବିଏସକେୱାଇରେ ଜାଲିଆତି ପଦାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚେତା ପଶିଛି । ହିତାଧିକାରୀଙ୍କ ଅଗୋଚରରେ BSKY କାର୍ଡରେ ମିଛ ବିଲ୍ ମାମଲାରେ ପୋଲିସ କଟକରେ ହସ୍ପିଟାଲ୍ ମାଲିକଙ୍କ ସହ ୫ ଜଣଙ୍କୁ ଗିରଫ କରିଥିଲା । ଏହି…