Latest Odisha News

BREAKING NEWS

Browsing Category

ଫିଚର

ଭାରତର ଚମକୁଥିବା ହୀରା : ଓଡିଶାର ନୀଲମ ସଞ୍ଜୀପ ଖେସ

ହକି ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି । ଓଡିଶାରେ ଖେଳାଯାଉଥିବା ଏହି ମେଗା ଇଭେଂଟରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୪୬ ବର୍ଷ ପରେ ଭାରତ ପୁନର୍ବାର ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଓଡିଆ ଅମିତ…

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ, ଚଳିତ ବର୍ଷାଋତୁରେ କାର୍ଯ୍ୟକ୍ଷମ ହେବ କାନପୁର ଡ୍ୟାମ୍

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ ସହ…

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

କରୋନା ଯୋଗୁ ଚୀନର ଗୋଟିଏ ମାସରେ ହୋଇଛି ପ୍ରାୟ ୬୦ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ତଥ୍ୟ ଲୁଚାଉଥିବା ଚୀନ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆରମ୍ଭ କରି ବିଭିନ୍ନ ଦେଶ ସମାଲୋଚନାର କରିବା ପରେ ଚୀନ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ଜାରି କରିଛି। ଗତ ୩୦ ଦିନ ଭିତରେ ଦେଶର ହସ୍ପିଟାଲଗୁଡ଼ିକରେ ମୋଟ ୫୯,୯୩୮…

ଇଂଟର ସ୍କୁଲ ଟୁର୍ଣ୍ଣାମେଂଟରେ ୫୦୮ ରନର ଐତିହାସିକ ଇନିଂସ ଖେଳିଲେ ୟଶ ଚାଭଡୋ

ମୁମ୍ବାଇ: ମୁମ୍ବାଇର ୧୩ ବର୍ଷୀୟ କ୍ରିକେଟ ଶନିବାର ୫୦୮ ରନର ଐତିହାସିକ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଂଟର ସ୍କୁଲ ୧୪ ବର୍ଷରୁ କମ ଟୁର୍ଣ୍ଣାମେଂଟରେ ସେ ଏହି ଇନିଂସ ଖେଳିଛନ୍ତି । ସେ ତାଙ୍କ ଇନିଂସରେ ୧୭୮ ବଲର ସମ୍ମୁଖୀନ ହୋଇ ୮୧ ଚୌକା ଓ ୧୮ ଛକା…

ଅଫିସ୍‌ରେ ପୁଣି ହୋଇଥିଲା ଚଢ଼ାଉ, ମନୀଷ ସିସୋଦିଆଙ୍କ ଅଭିଯୋଗରେ ସିବିଆଇ କହିଲା ନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣିଥରେ ସିବିଆଇ ଚଢ଼ାଉ କରିଛି। ଶନିବାର ତାଙ୍କ କାର୍ଯ୍ୟାଳୟ ଚଢ଼ଉ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ହେଲେ ମନୀଷଙ୍କ ଅଭିଯୋଗକୁ ଅସ୍ୱୀକାର କରିଛି ଏଜେନ୍ସି। ଚଢାଉ ହୋଇ ନାହିଁ…

ହକି ବିଶ୍ୱକପ: ନେଦରଲାଣ୍ଡ, ବେଲଜିୟମ ବିଜୟୀ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡ ୪-୦ ଗୋଲରେ ମାଲେସିଆକୁ ଓ ବେଲିଜୟମ ୫-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ସି ମ୍ୟାଚରେ ନେଦରଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ମାଲେସିଆକୁ ପରାଜିତ…

ଟି-ବ୍ରିଜରେ ଦଳାଚକଟା, ଶୋକ ପ୍ରକାଶ କରି ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ମ୍ବା ସିଂହନାଥ ମନ୍ଦିର ଟି-ବ୍ରିଜରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଅହି ଅଘଟଣରେ ଆହତ ମାନଙ୍କୁ ମାଗଣାରେ…

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ଖେଳାଳି ବେଦା କ୍ରିଷ୍ଣାମୂର୍ତି ଓ କର୍ଣ୍ଣାଟକର ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାଆଙ୍କ ଜନ୍ମ ବାର୍ଷିକୀ ଅବସରରେ ବେଦା ତାଙ୍କ ଦୀର୍ଘ ଦିନର ସାଥୀ ତଥା କ୍ରିକେଟର ଅର୍ଜୁନ ଏକ ହୋଇଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଥିଲେ…