Latest Odisha News

BREAKING NEWS

Browsing Category

ଫିଚର

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

ଦିନେ ବିଡି ତିଆରି କରି ପେଟ ପୋଷୁଥିଲେ, ଆଜି ଆମେରିକାରେ ଜଜ୍‌

ଟେକ୍ସାସ୍: ପରିସ୍ଥିତିକୁ ଦୋଷ ଦେଇ ଉଦ୍ୟମ ନ କରିବା, ଆଉ ଶେଷରେ ବିଫଳ ହେଲେ ଭାଗ୍ୟକୁ ନିନ୍ଦିବା, ଇଏ ଆଜିକାଲିର ବିଫଳ ମଣିଷର ନେପଥ୍ୟ କାହାଣୀ। କିନ୍ତୁ ସଫଳ ମଣିଷ ତାହା କରେନି। ଜୀବନ ଯନ୍ତ୍ରଣାକୁ ସହି ପରିସ୍ଥିତିକୁ ପାହାଚ ବନାଇ ସିଏ ଉପରକୁ ଉଠି ଚାଲେ। ଆଉ ସଫଳ ହେଲେ  ସେ ହିଁ ଲୋକଙ୍କ…

ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଶାହରୁଖ ଖାନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା । ଅଞ୍ଜଳିଙ୍କ ପରିବାର ସହ ଠିଆ ହେଲେ ଅଭିନେତା ଶାହରୁଖ୍‌ ଖାନ୍‌ । ମିର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଇଲେ ଆର୍ଥିକ ସହାୟତା । ଶାହାରୁଖ ଖାନ୍‌ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ…

କୁକୁର ନାଁରେ ୪ ହଜାର କୋଟିର ସମ୍ପତ୍ତି

ନ୍ୟୁୟର୍କ: ସାଧାରଣତଃ ଧନ ସମ୍ପତ୍ତି ମଣିଷ ପାଖରେ ଅଧିକ ରହିଥାଏ । ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର…

କୁହୁଡି ଯୋଗୁ ବଡ ଧରଣର ସଡକ ଦୁର୍ଘଟଣା; ଗଲା ୧୭ ଜଣଙ୍କ ଜୀବନ, ୨୨ ଆହତ

ବେଜିଂ: ଚୀନରେ ଏକ ବଡ଼ ଧରଣରେ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ପୂର୍ବ ଚୀନର ଜିଆଙ୍ଗସି ରାଜ୍ୟରେ ନାନଞ୍ଚାଙ୍ଗ କାଉଣ୍ଟି ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଉକ୍ତ ଏରିଆରେ ପ୍ରଭଳ ମାତ୍ରାରେ କୁହୁଡ଼ି…

ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋର୍ବଟ

ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା…

ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ

କୋଲାକାତା: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି। ରବିବାର ଭୋର ୫ଟା ସମୟରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୮୮ ବର୍ଷୀୟ କେଶରୀ ନାଥ। ଶ୍ୱାସକ୍ରିୟାରେ ସମସ୍ୟା ଓ ହାତ ଭାଙ୍ଗିଯିବାରୁ ସେ…

ଆମେ ବର୍ତ୍ତମାନ ୨୨ ରାଜ୍ୟରେ ବ୍ୟବସାୟ କରୁୁଛୁ, ସବୁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ:  ଗୌତମ ଆଦାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଘନିଷ୍ଠତା ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିଶ୍ୱର ତୃତୀୟ ନମ୍ବର ଧନୀ ଗୌତମ ଆଦାନୀ। ସେ କହିଛନ୍ତି ମୋ ବ୍ୟବସାୟ କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଚାଲୁନି ୨୨ ଟି ରାଜ୍ୟରେ ମୋର ବ୍ୟବସାୟ ଚାଲିଛି। ଯେଉଁଠି ବିଜେପି ବିରୋଧୀ ସରକାର ମଧ୍ୟ ଅଛନ୍ତି।…

ତ୍ୱଚା ଚମକାଇବ ପିଜୁଳି ପତ୍ର…ଜାଣନ୍ତୁ

ପଜୁଳି ସମସ୍ତଙ୍କ ପସନ୍ଦ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ହିତକାରକ ପିଜୁଳି । କ’ଣ ଆପଣ ଜାଣିଛନ୍ତି ତ୍ୱଚା ପାଇଁ କେତେ ଉପକାରୀ ପିଜୁଳିର ପତ୍ର । ପିଜୁଳି ପତ୍ରର ବ୍ୟବହାର ଅନେକ ରୋଗକୁ ଦୂର କରିବା ପାଇଁ କରାଯାଏ। ମାତ୍ର ଏହି ପତ୍ରର ବ୍ୟବହାର ତ୍ୱଚା ପାଇଁ ମଧ୍ୟ କରିପାରିବେ।ଏହା…

‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ’, ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିଲେ…

ଭୁବନେଶ୍ୱର: ବିଶ୍ୱରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ । ରାଜ୍ୟ ସରକାର ଓ ଶାସକ ଦଳର ନେତା ଏହି ଦାବି କରିବା ପରେ ଅଲିମ୍ପିକ୍ସର ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ଦାବି ଭୁଲ୍ ବୋଲି ଜଣାପଡିଛି। ଏହାପରେ ବିବାଦ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ…