Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରୁ ଷ୍ଟିଲସିଟିକୁ ଉଡ଼ିଲା ବିମାନ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ି‍ବ ବିମାନ। ଭିଡିଓ କନଫରେନ୍ସିଂରେ ଆଜିର ଶୁଭାରମ୍ଭ କକରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ସବୁଜ ପତାକା…

ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି । ତାଙ୍କର ଏପରି କୌଶଳ କୌଣସି ସୁପର ହିରୋଠାରୁ ବି କମ୍‌ ନ ଥାଏ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିଶ୍ର ବେଙ୍ଗାଲୁରୁରୁ ଧରାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶଙ୍କର ମିଶ୍ର ବେଙ୍ଗାଲୁରୁର ଏକ ଘରେ ଲୁଚି ରହିଥିବା ବେଳେ ଖବର…

୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ବର୍ଷ ଥିଲା: ପାଣିପାଗ ବିଭାଗ

ନୂଆଦିଲ୍ଲୀ: ୧୯୦୧ ମସିହା ପରେ ୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ଅନୁଭୁତ ହୋଇଥିବା ବର୍ଷ ଥିଲା। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ୨୦୨୨ରେ ଭୁପୃଷ୍ଠରେ ପ୍ରବାହିତ ବାୟୁର ବାର୍ଷିକ ହାରାହାରୀ ତାପମାତ୍ରା ଏକ ଦୀର୍ଘକାଳୀନ ହାରାହାରୀ ତାପମାତ୍ରା ଠାରୁ ୦.୫୧ ଡିଗ୍ରୀ ସେଲ୍‌ସିୟସ…

ବିଲେଇର ଦାମ୍ ୮୦୦ କୋଟି

ବ୍ୟୁରୋ: ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତେ ଗୃହପାଳିତ ପଶୁ ବା ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । କିଏ କୁକୁର, ବିଲେଇ ଓ ଗାଈ ରଖିବାକୁ ପସନ୍ଦ କେରତ ଆଉ କିଏ ବିଭିନ୍ନ ପକ୍ଷୀ ରଖିବାକୁ ପସନ୍ଦ କରେ । ହେଲେ ଆଜି ଆାମେ ଆପଣଙ୍କୁ ଏମିତି ଗୃହପାଳିତ ପଶୁ ବିଷୟେର କହିବୁ ଯାହା ଜାଣିଲେ ଆପଣ…

ସରିଲା ଧନୁଯାତ୍ରା, ମାମୁଙ୍କୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ବରଗଡ଼ : ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା  । ରଙ୍ଗମଞ୍ଚରେ ଆଉ ଶୁଭୁନି କଂସର ସ୍ୱର  । କଂସ ନିଧନ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ।  ବରଗଡ଼ରେ ଗତ ୧୧ ଦିନ ଧରି ଚାଲିଥିବା ଯାତ୍ରାର ଆଜିଥିଲା ଅନ୍ତିମ ଦିବସ । ଏହି ଯାତ୍ରାରେ କୃଷ୍ଣଜନ୍ମଠାରୁ ଆରମ୍ଭ…

୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪ ପୁଲିସ ଅଫିସରଙ୍କୁ ଜାମ୍ମୁ-କାଶ୍ମୀରକୁ ଟ୍ରାନ୍ସଫର କଲେ ସରକାର

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ନରହତ୍ୟା ଜାରି ରହିଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ନିକଟରେ ୧୮ କମ୍ପାନୀ ସିଆର୍‌ପିଏଫ୍‌ ଫୋର୍ସ ପଠାଇଥିଲା। ଏବେ ଗତକାଲି ୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪…

ଭାରତରେ ୧ ହଜାର କର୍ମଚାରୀ ଛଟେଇ କରିପାରେ ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ବିଶ୍ୱସ୍ତରରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ନିକଟରେ ଘୋଷଣା କରିଛି। ସେଥିରୁ ଭାରତରୁ ପ୍ରାୟ ଏକ ହଜାର କର୍ମଚାରୀ ଛଟେଇ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କମ୍ପାନୀ ଷ୍ଟୋର କର୍ମଚାରୀ ପିଏକ୍ସଟି(ପିପୁଲ…

ମୁହଁରେ ବ୍ରଣ ହେଉଛି କି ! ଆପଣାନ୍ତୁ ଏହି ଉପାୟ…..

ତ୍ବଚା ପାଇଁ ଆମେ ସବୁବେଳେ ଚିନ୍ତିତ ରହିଥାଆନ୍ତି । ଆଉ ମୁହଁରେ କୌଣସି ଦାଗ କି ବ୍ରଣ ହେଲେ ସଙ୍ଗେ ସଙ୍ଗେ ବିଭିନ୍ନ ଉପଚାର କରିଥାଉ । ତେବେ ମୁହଁରେ ଦାଗ କି ବ୍ରଣ ହୋଇଥିଲେ କିଛିଟା ଉପାୟ ଆପଣାନ୍ତୁ  । ଦେଖିବେ ଆପଣଙ୍କ ମୁହଁରୁ ବ୍ରଣ ଦାଗ ହଟିବା ସହ ତ୍ୱଚା ଚମକିବ । - ସପ୍ତାହରେ…

ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? କ୍ରୀଡ଼ାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରେ ନାହିଁ…

ଭୁବନେଶ୍ୱର:  ବିଶ୍ୱକପ୍ ହକି ପାଇଁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ ହୋଇଛି। କିନ୍ତୁ ଏହି ଷ୍ଟାଡିୟମ ନିର୍ମାଣ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବ୍ୟୟବରାଦରେ ତାଳମେଳ ରହୁନାହିଁ। ଯାହାକୁ ନେଇ ବିଜେପି ଘେରିଛି। ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ…